Daily Archives

ସାହାଯ୍ୟର ହାତ ବଢ଼ାଇଲା ବିଙ୍ଗ ହ୍ୟୁମାନ ଫାଉଣ୍ଡେସନ

ବଲାଙ୍ଗୀର, (କେପିଏନ୍ଏସ୍) : ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଲକ ଅନ୍ତର୍ଗତ ବଡ଼ଉଡେନ ଗାଁର ଅନିଲ ନାଏକଙ୍କ ଶରୀର ସମ୍ପୂର୍ଣ ପୋଡି ଯାଇଥିଲା । ତାଙ୍କ ସ୍ତ୍ରୀ ପାଟଣାଗଡ଼ ଡାକ୍ତରଖାନାକୁ ଆଣିବା ପରେ ସେଠାରୁ ବଲାଙ୍ଗୀରକୁ ଡାକ୍ତର ରେଫର କରିଥିଲେ । ତାଙ୍କ ସ୍ତ୍ରୀ ଏବଂ ଜଣେ ସମ୍ପର୍କୀୟ
Read More...

ବରାହ ଆକ୍ରମଣ‌ରେ ଛେଳି ଚରାଉଥିବା ବୃଦ୍ଧାଙ୍କ ଗୋଡ଼ରେ ପଡ଼ିଲା ୧୭ଟି ଷ୍ଟିଚ: କାମ କରିବାକୁ ଅକ୍ଷମ, ସହାୟତା ଦାବୀ

ଦେଓଗାଁ, (ମନୀଷ କୁମାର ସାହୁ) : ମଙ୍ଗଳବାର ୧୧ଟା ସମୟରେ ଦେଓଗାଁ କଛାରପାଲି (କନ୍ଧପାଲି)ର ରମ୍ଭା ଭୂଏ ଦେଓଗାଁ ପ୍ରୋଜେକ୍ସ ନିକଟରେ ଥିବା ଜଙ୍ଗଲକୁ ଛେଳି ଚରାଇବାକୁ ଯାଇଥିଲେ। ଠିକ ସମୟରେ ଜଙ୍ଗଲରେ ଥିବା ଏକ ବରାହ ବସାରେ ତାର ଦୁଇଟି ଶାବକକୁ ରଖିଥିବା ବେଳେ ତାର ନିକଟକୁ ଅଜାଣତରେ ଯିବାରୁ
Read More...

ପଶ୍ଚିମ ଓଡିଶା ଲୋକକଳା ପୁନରୁଦ୍ଧାର ପରିଷଦର ତୃତୀୟ ବାର୍ଷିକ କଳା ପ୍ରତିଭା ମହାସମ୍ମିଳନୀ ଅନୁଷ୍ଠିତ

ପାଟଣାଗଡ, (କେପିଏନ୍‌ଏସ୍‌) : ପଶ୍ଚିମ ଓଡିଶା ଲୋକକଳା ପୁନରୁଦ୍ଧାର ପରିଷଦ ବଲାଙ୍ଗିରର ତୃତୀୟ ବାର୍ଷିକ କଳା ପ୍ରତିଭା ମହାସମ୍ମିଳନୀ ମାଁ ପାଟଣେଶ୍ୱରୀ ମହାବିଦ୍ୟାଳୟ ଠାରେ ମହାସମାରୋହରେ ପାଳିତ ହୋଇଯାଇଛି । ଉକ୍ତ ସଭାରେ ମୁଖ୍ୟ ଅତିଥି ଭାବେ ପଦ୍ମଶ୍ରୀ ଲୋକକବି ହଲଧର ନାଗ, ସମ୍ମାନୀତ
Read More...

୫ମ ବାର୍ଷିକ ଲବଣୀସେନ ନାଏକ କ୍ରିକେଟ ପ୍ରତିଯୋଗିତା ଉଦଯାପିତ ପୂଳସଖଣ୍ଡକୁ ୮ୱିକେଟରେ ହରାଇ ଆୟୋଜକ ବଡବନ୍ଧ ଦଳ…

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ବଡବନ୍ଧରେ ଗତ ୫ଦିନ ହେଲା ହେଉଥିବା ପଞ୍ଚମ ବାର୍ଷିକ ଲବଣୀସେନ ନାଏକ କ୍ରିକେଟ ପ୍ରତିଯୋଗିତାର ଗୁରୁବାର ଦିନ ଉଦଯାପିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଦେଓଗାଁ ବ୍ଲକ ବିଜେଡ଼ି ସଭାପତି ସୁଶିଲ ଚାନ୍ଦ ଯୋଗ ଦେଇଥିବା ବେଳେ
Read More...

ସଂସ୍କୃତି ହ୍ୟାଣ୍ଡଲୁମ୍‌ ଉତ୍ପାଦକ ଗୋଷ୍ଠୀର ଗ୍ରାମୀଣ ବଜାର ଉଦ୍‌ଘାଟିତ

ଜଗତସିଂହପୁର, (ଶୁଭ୍ରାଂଶୁ ଶେଖର ପୃଷ୍ଟି) : ଆଜି ପୂର୍ବାହ୍ନରେ ସଂସ୍କୃତି ଭବନ ସମ୍ମୁଖରେ ମ୍ୟୁନିସିପାଲିଟି ମାର୍କେଟ କମ୍ପେକ୍ସ ଠାରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ଓ ଓରମାସ୍‌ ଆନୁକୂଲ୍ୟରେ ସଂସ୍କୃତି ହ୍ୟାଣ୍ଡଲୁମ୍‌ ଉତ୍ପାଦକ ଗୋଷ୍ଠୀଙ୍କ ଦ୍ୱାରା ଏକ ଗ୍ରାମୀଣ ବଜାର ଜିଲ୍ଲାପାଳ
Read More...

ଅନ୍ନପୂର୍ଣ୍ଣା ଲୋକାର୍ପଣ ଉତ୍ସବ ଅନୁଷ୍ଠିତ

ଭୁବନେଶ୍ୱର : ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀଙ୍କ ମାନସପୁତ୍ର ଅନ୍ନପୂର୍ଣ୍ଣା ଆଜି ୭ ଜାନୁଆରୀ, ୨୦୨୧ ରେ ଲୋକାର୍ପଣ ହୋଇଅଛି । ପାଞ୍ଚଟି ସ୍ୱେଚ୍ଛାସେବୀ ଅନୁଷ୍ଠାନ ଯଥା ଆନ୍ତର୍ଜତୀୟ ରୋଟାରୀ ଜିଲ୍ଲା ୩୨୬୨ ଭୁବନେଶ୍ୱର, ସୋ ଆମ୍ ଆଇ ଫାଉଣ୍ଡେସନ୍ ଟ୍ରଷ୍ଟ, ଉମେଶ ଖଣ୍ଡେଲୱାଲ
Read More...

ନାବାଳକଙ୍କ ସମେତ ୪ ଗିରଫ : ମହିଳାଙ୍କୁ ଗଣଦୁଷ୍କର୍ମ

ବାରିପଦା : ମଙ୍ଗଳବାର ସନ୍ଧ୍ୟା ପ୍ରାୟ ୫ଟା ସମୟରେ ଜଣେ ନାବାଳକଙ୍କ ସମେତ ୪ଜଣ ଅଭିଯୁକ୍ତ ପୀଡିତା ମହିଳାଙ୍କୁ ବାରିପଦା ଟାଉନ୍‌ ଥାନା ଅନ୍ତର୍ଗତ ଜଗତସିଂହପୁର ସ୍ଥିତ ଆରଏମ୍ସି ମାର୍କେଟ୍‌ ପଡିଆକୁ ଆଣି ଜଣଙ୍କ ପରେ ଜଣେ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ପୀଡିତାଙ୍କ ଅଭିଯୋଗ ଆଧାରରେ
Read More...

ରାଜବୋଡାସମ୍ବର ବ୍ଲକ କଳାକାର ସାଂସ୍କୃତିକ ସଂଘର ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜି ପୂର୍ବାହ୍ନରେ ସ୍ଥାନୀୟ ବ୍ଲକ କାର୍ୟ୍ୟାଳୟର ସମ୍ମିଳନୀ କକ୍ଷରେ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ରାଜ କୁମାରଙ୍କ ସଂଯୋଜନାରେ ଆଯୋଜିତ ଏଇ ସଭାରେ ରାଜବୋଡା ସମ୍ବର ବ୍ଲକ ଅଧ୍ୟକ୍ଷ ଶ୍ରୀ କୁମରମଣି ନାଏକ ଅଧ୍ୟକ୍ଷତା କରିଥିଲେ । ମୁଖ୍ୟ
Read More...

ବାଲି ଚୋରା ଚାଲାଣ କରୁଥିବା ଗାଡିକୁ ଫାଇନ କଲେ ଝାରବନ୍ଧ ତହସିଲଦାର

ପଦ୍ମପୁର, (ନିରୋଜ କୁମାର ପାଣୀ) : ବର୍ତ୍ତମାନ ପଦ୍ମପୁରର ବିଭିନ୍ନ ଅଞ୍ଚଳର ବାଲି ଘାଟ ମାନଙ୍କ ଠାରୁ ବହୁ ପରିମାଣରେ ବାଲି ଦଲାଲ ମାନେ ବେଆଇନ ଭାବରେ ବାଲି ଚୋରି ଚାଲାଣ କରୁଥିବା ବେଳେ ସରକାରଙ୍କ ପ୍ରଚେଷ୍ଟା ସତ୍ୱେ ମଧ୍ୟ କୋଟି କୋଟି ଟଙ୍କାର ରାଜସ୍ବ ହାନି ହେଉଛି । ପଦ୍ମପୁର ଉପଖଣ୍ଡ
Read More...

ଟାଉନ୍‌ସିପ୍‌ ପାଇଁ ଭୂମି ପୂଜନକୁ ଗ୍ରାମବାସୀଙ୍କ ବିରୋଧ

ପାରାଦୀପ, (ଶୁଭ୍ରାଂଶୁ ଶେଖର ପୃଷ୍ଟି) : ପାରାଦୀପରେ ଥିବା ଏସାର୍‌ ଷ୍ଟିଲ୍‌ କମ୍ପାନୀ ୨୦୧୯ ମସିହାରେ ଆର୍ସେଲ୍‌ ମିତଲ୍‌ ନିପ୍ପନ୍‌ ଇଣ୍ଡିଆ କମ୍ପାନୀକୁ ହସ୍ତାନ୍ତର ହେବାପରେ ଏହାର ଟାଉନସିପ୍‌ ପାଇଁ ପାରାଦୀପଗଡ ପଂଚାୟତର ଚକ୍ରଧରପୁର ଠାରେ ଭୁମିପୂଜନ ଶେଷ ହୋଇଯାଇଛି । ତେବେ ଏହି ଭୂମି
Read More...