oom

୫ମ ବାର୍ଷିକ ଲବଣୀସେନ ନାଏକ କ୍ରିକେଟ ପ୍ରତିଯୋଗିତା ଉଦଯାପିତ ପୂଳସଖଣ୍ଡକୁ ୮ୱିକେଟରେ ହରାଇ ଆୟୋଜକ ବଡବନ୍ଧ ଦଳ ଚାମ୍ପିଆନ

jsmm

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ବଡବନ୍ଧରେ ଗତ ୫ଦିନ ହେଲା ହେଉଥିବା ପଞ୍ଚମ ବାର୍ଷିକ ଲବଣୀସେନ ନାଏକ କ୍ରିକେଟ ପ୍ରତିଯୋଗିତାର ଗୁରୁବାର ଦିନ ଉଦଯାପିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଦେଓଗାଁ ବ୍ଲକ ବିଜେଡ଼ି ସଭାପତି ସୁଶିଲ ଚାନ୍ଦ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଦେଓଗାଁ ବ୍ଲକ୍‌ ପୂର୍ବ ଅଧ୍ୟକ୍ଷ ଲକ୍ଷ୍ମଣ ମେହେର, ଧଣ୍ଡାମାଲ ସରପଞ୍ଚ ଦୟାନିଧି ଖମାରୀ, ବଡବନ୍ଧ ସରପୟଞ୍ଚ ଧୁବଲେ ରାଉତ, ଦେଓଗାଁ ବ୍ଲକ ଯୁବ ବିଜେଡ଼ି ସଭାପତି ଶୈଳେନ୍ଦ୍ର ସାହୁ, ପୂର୍ବ ସରପଞ୍ଚ ଅନ୍ତର୍ଯ୍ୟାମୀ ଭୋଇ, ଭଗିରଥୀ ମେହେର ପ୍ରମୁଖ ଯୋଗ ଦେଇଥିଲେ । ପ୍ରକାଶ ଯେ, ଆଜି ହୋଇଥିବା ପ୍ରଥମ ସେମିଫାଇନାଲରେ କୁଠୁର୍ଲାକୁ ପୂଳସଖଣ୍ଡ ଦଳ ହରାଇଥିଲା । ଦ୍ୱିତୀୟ ସେ୫ମ ବାର୍ଷିକ ଲବଣୀସେନ ନାଏକ କ୍ରିକେଟ ପ୍ରତିଯୋଗିତା ଉଦଯାପିତ ପୂଳସଖଣ୍ଡକୁ ୮ୱିକେଟରେ ହରାଇ ଆୟୋଜକ ବଡବନ୍ଧ ଦଳ ଚାମ୍ପିଅନ
ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ବଡବନ୍ଧରେ ଗତ ୫ଦିନ ହେଲା ହେଉଥିବା ପଞ୍ଚମ ବାର୍ଷିକ ଲବଣୀସେନ ନାଏକ କ୍ରିକେଟ ପ୍ରତିଯୋଗିତାର ଗୁରୁବାର ଦିନ ଉଦଯାପିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଦେଓଗାଁ ବ୍ଲକ ବିଜେଡ଼ି ସଭାପତି ସୁଶିଲ ଚାନ୍ଦ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଦେଓଗାଁ ବ୍ଲକ୍‌ ପୂର୍ବ ଅଧ୍ୟକ୍ଷ ଲକ୍ଷ୍ମଣ ମେହେର, ଧଣ୍ଡାମାଲ ସରପଞ୍ଚ ଦୟାନିଧି ଖମାରୀ, ବଡବନ୍ଧ ସରପୟଞ୍ଚ ଧୁବଲେ ରାଉତ, ଦେଓଗାଁ ବ୍ଲକ ଯୁବ ବିଜେଡ଼ି ସଭାପତି ଶୈଳେନ୍ଦ୍ର ସାହୁ, ପୂର୍ବ ସରପଞ୍ଚ ଅନ୍ତର୍ୟ୍ୟାମୀ ଭୋଇ, ଭଗିରଥୀ ମେହେର ପ୍ରମୁଖ ଯୋଗ ଦେଇଥିଲେ । ପ୍ରକାଶ ଯେ, ଆଜି ହୋଇଥିବା ପ୍ରଥମ ସେମିଫାଇନାଲରେ କୁଠୁର୍ଲାକୁ ପୂଳସଖଣ୍ଡ ଦଳ ହରାଇଥିଲା । ଦ୍ୱିତୀୟ ସେମିଫାଇନାଲରେ ମ୍ୟାଚରେ ଲଣ୍ଡାପଥରକୁ ବଡବନ୍ଧ ଦଳ ହରାଇଥିଲା । ଫାଇନାଲରେ ପୁଳସଖଣ୍ଡ ଓ ବଡବନ୍ଧ ମଧ୍ୟରେ ହୋଇଥିଲା । ସେହି ମ୍ୟାଚରେ ପୁଲାସଖଣ୍ଡ ଦଳ ପ୍ରଥମେ ବ୍ୟାଟିଙ୍ଗ କରି ୮ ଓଭରରେ ୬ ୱିକେଟ ହରାଇ ୪୬ରନ୍‌ କରିଥିବା ବେଳେ ବଡବନ୍ଧ ୬ଓଭରରେ ୨ୱିକେଟ ହରାଇ ବିଜୟ ଲକ୍ଷ୍ୟ ହାସଲ କରି ପ୍ରତିଯୋଗିତା ଆୟୋଜକ ଦଳ ବିଜୟୀ ହୋଇଥିଲା । ଫାଇନାଲ ମ୍ୟାଚର ଶ୍ରେଷ୍ଠ ଖେଳାଳିଭାବେ ଲାଲୁ ବଗର୍ତ୍ତି, ପ୍ରତିଯୋଗିତାର ଶ୍ରେଷ୍ଠ ଖେଳାଳି ସୁମନ୍ତ ସାନ୍ଧ, ଶ୍ରେଷ୍ଠ ସିକ୍ସର ରାକେଶ ଗଡତ୍ୟା, ଶ୍ରେଷ୍ଠ ଫିଲ୍ଡର ପ୍ରତାପ ଛତ୍ରିଆ, ଶ୍ରେଷ୍ଠ ବୋଲର ସଞ୍ଜିପ ହାତୀ ପୁରସ୍କୃତ ହୋଇଥିଲେ । ଆଜିର ମ୍ୟାଚଗୁଡ଼ିକୁ ବିଘ୍ନରାଜ ସାହୁ, ହମିତ ଗଡତ୍ୟା, ଓଙ୍କାର ପ୍ରଧାନ ପରିଚାଳନା କରିଥିଲେ ।ମିଫାଇନାଲରେ ମ୍ୟାଚରେ ଲଣ୍ଡାପଥରକୁ ବଡବନ୍ଧ ଦଳ ହରାଇଥିଲା । ଫାଇନାଲରେ ପୁଳସଖଣ୍ଡ ଓ ବଡବନ୍ଧ ମଧ୍ୟରେ ହୋଇଥିଲା । ସେହି ମ୍ୟାଚରେ ପୁଲାସଖଣ୍ଡ ଦଳ ପ୍ରଥମେ ବ୍ୟାଟିଙ୍ଗ କରି ୮ ଓଭରରେ ୬ ୱିକେଟ ହରାଇ ୪୬ରନ୍‌ କରିଥିବା ବେଳେ ବଡବନ୍ଧ ୬ଓଭରରେ ୨ୱିକେଟ ହରାଇ ବିଜୟ ଲକ୍ଷ୍ୟ ହାସଲ କରି ପ୍ରତିଯୋଗିତା ଆୟୋଜକ ଦଳ ବିଜୟୀ ହୋଇଥିଲା । ଫାଇନାଲ ମ୍ୟାଚର ଶ୍ରେଷ୍ଠ ଖେଳାଳିଭାବେ ଲାଲୁ ବଗର୍ତ୍ତି, ପ୍ରତିଯୋଗିତାର ଶ୍ରେଷ୍ଠ ଖେଳାଳି ସୁମନ୍ତ ସାନ୍ଧ, ଶ୍ରେଷ୍ଠ ସିକ୍ସର ରାକେଶ ଗଡତ୍ୟା, ଶ୍ରେଷ୍ଠ ଫିଲ୍ଡର ପ୍ରତାପ ଛତ୍ରିଆ, ଶ୍ରେଷ୍ଠ ବୋଲର ସଞ୍ଜିପ ହାତୀ ପୁରସ୍କୃତ ହୋଇଥିଲେ । ଆଜିର ମ୍ୟାଚଗୁଡ଼ିକୁ ବିଘ୍ନରାଜ ସାହୁ, ହମିତ ଗଡତ୍ୟା, ଓଙ୍କାର ପ୍ରଧାନ ପରିଚାଳନା କରିଥିଲେ ।

jittmm
Leave A Reply

Your email address will not be published.