Daily Archives

ସିନାପାଲି ଠାରେ ଭଳି ବଲ ମ୍ୟାଚ : ପଦ୍ମପୁର ବିଜୟୀ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର-ନୂଆପଡା ଜିଲ୍ଲା ସିନାପାଲି ଠାରେ ଏକ ଦିନିକିଆ ଭଳି ବଲ ମ୍ୟାଚ ଅନୁଷ୍ଠିତ ହୋଇ ଯାଇଛି । ଏହି ମ୍ୟାଚରେ ଆଠଟି ଦଳ ସାମିଲ ହୋଇଥିଲେ । ବରଗଡ଼ ଜିଲ୍ଲାର ପଦ୍ମପୁର, ନୂଆପଡ଼ାର ସିନାପାଲି, ରାୟଗଡ଼ାର ମାଳିଗାଁ, କଲାହାଣ୍ଡିର କେସିଙ୍ଗା, ଭବାନୀପାଟଣା,
Read More...

ଯୁବ ସାମ୍ବାଦିକ ପ୍ରକାଶ ମହାରଣା ଚାଲିଗଲେ : ଟିଟିଲାଗଡ଼ରେ ଶୋକାକୁଳ ପରିବେଶ

ଟିଟିଲାଗଡ଼, (ଗୌରବ ଦର୍ଜୀ) : ଯୁବ ସାମ୍ବାଦିକ ପ୍ରକାଶ ମହାରଣା(୪୫) ଚାଲିଗଲେ । ଟିଟିଲାଗଡ ମୁଖ୍ୟ ଚିକିତ୍ସାଳୟରେ ତାଙ୍କ ଦେହାନ୍ତ ହୋଇଛି । ଶ୍ରୀ ପ୍ରକାଶ ମହାରଣା ଯୁବକ ଅବସ୍ଥାରେ ସାମ୍ବାଦିକତା କ୍ଷେତ୍ରରେ ବେଶ୍‌ ସୁନାମ ଅର୍ଜନ କରିଥିଲେ । ଦୀର୍ଘ ବର୍ଷ ଧରି ସମ୍ବାଦ ଖବରକାଗଜ ଓ କନକ
Read More...

ବରୋବାହାଲରେ ମହାତ୍ମା ଜ୍ୟୋତି ରାଓ ଫୁଲେଙ୍କ ଜୟନ୍ତୀ ପାଳିତ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଗନ୍ଧରାବନ୍ଧ ପଂଚାୟତର ବରୋବାହାଲ ଗ୍ରାମରେ ଥିବା ମହାତ୍ମା ଜ୍ୟୋତି ରାଓ ଫୁଲେ ଯୁବକ ସଘ ପକ୍ଷରୁ ୧୯୦ ତମ ଜ୍ୟୋତି ରାଓ ଫୁଲେ ଜୟନ୍ତୀ ମହାସମାରୋହରେ ପାଳିତ ହୋଇଯାଇଛି । ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ
Read More...

୪୦୦ ଜଣ ଅସହାୟ ବୃଦ୍ଧବୃଦ୍ଧାଙ୍କୁ କମ୍ବଳ ବଣ୍ଟନ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀ ବଙ୍ଗୋମୁଣ୍ଡା ବ୍ଲକ ସଦରରେ ଆଜି ବିଜୁ ଜନତା ଦଳ ପକ୍ଷରୁ ଅସହାୟ, ବୃଦ୍ଧବୃଦ୍ଧା,ଦିବ୍ୟାଙ୍ଗମାନଙ୍କୁ କମ୍ବଳ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ
Read More...

‘କୋଶଳ ପ୍ରବାହ’ର ପ୍ରଭାବ : ଢୋଲମାନ୍ଦଲର ଅନାଥ ଶିଶୁଙ୍କ ପାଖରେ ପହଂଚିଲା ପ୍ରଶାସନ

କଂଟାବାଂଜି, (ମନିଶ କୁମାର ହଂସ) : ଗତ ଡିସେମ୍ବର ୩୦ ତାରିଖ ଦିନ ତୁରେକେଲା ବ୍ଲକ ଢୋଲମାନ୍ଦଲ ଗାଁର ଆଈଙ୍କ ଭରସାରେ ୫ ମା’ବାପା ଛେଉଣ୍ଡ ନାତିନାତୁଣୀ ଦୁର୍ଦ୍ଦିନରେ ରହୁଥିବା ଖବର ‘କୋଶଳ ପ୍ରବାହ’ରେ ପ୍ରକାଶିତ ହୋଇଥିଲା । ଏହାକୁ ନେଇ ପ୍ରଶାସନ ପାଖରେ ଖବର ପଂହଚିବା ପରେ ପ୍ରଶାସନ ପକ୍ଷରୁ
Read More...

ସାହିତ୍ୟ ଓ ସଂଗୀତର ଯୁଗଳବନ୍ଦୀ ଶ୍ରୀଉତ୍ସବ ଆୟୋଜିତ

● ଶ୍ରୀରୂପା ପବ୍ଲିକେସନ୍ ଡଟ୍ କମ୍ ଉନ୍ମୋଚିତ● ଏଣିକି ଅନଲାଇନରେ ମିଳିବ ଶ୍ରୀରୂପାର ବହି ଭବାନୀପାଟଣା, (କେପିଏନ୍‌ଏସ୍‌) : ପୁସ୍ତକ ପ୍ରକାଶନ ସଂସ୍ଥା ଶ୍ରୀରୂପା ପବ୍ଲିକେସନ୍ ପକ୍ଷରୁ ସାହିତ୍ୟ ଓ ସଂଗୀତକୁ ନେଇ 'ଶ୍ରୀଉତ୍ସବ' ଆୟୋଜିତ ହୋଇଯାଇଛି । ସ୍ଥାନୀୟ ରାମନଗର ପଡ଼ା ଗୋଲାପ ବାଗନା
Read More...

୫ମ ବାର୍ଷିକ ଲବଣୀ ସେନ୍‌ ନାଏକ କ୍ରିକେଟ ପ୍ରତିଯୋଗିତା : ସିକୁଆଁକୁ ହରାଇ ଦ୍ୱିତୀୟ ସେମିଫାଇନାଲରେ ପହଞ୍ଚିଲା…

ଦେଓଗାଁ, (ମନୀଷ କୁମାର ସାହୁ): ଦେଓଗାଁ ବ୍ଲକ ବଡବନ୍ଧରେ ରବିବାର ଦିନରୁ ହୋଇ ଆସୁଥିବା ପଞ୍ଚମ ବାର୍ଷିକ ଲବଣୀ ସେନ୍‌ ନାଏକ କ୍ରିକେଟ ପ୍ରତଯୋଗିତାରେ ସୋମବାର ଦିନ ଗ୍ରୁପ୍ 'ବି'ର ପ୍ରଥମ ମ୍ୟାଚରେ ମୁରସିଂହକୁ ପୂଳସ୍‌ଖଣ୍ଡ ହରାଇଥିଲା । ଦ୍ବିତୀୟ ମ୍ୟାଚରେ ନୁଆଁପାଲିକୁ ସିକୁଆଁ ହରାଇଥିଲା ।
Read More...

ହେମନ୍ତ ଛୁରିଆ ବିଜୁ ଛାତ୍ର ଜନତା ଦଳର ପୁଇଁନ୍ତଲା ବ୍ଲକର ସଭାପତି ହେଲେ

ପୁଇଁନ୍ତଲା, (କେପିଏନ୍‌ଏସ୍‌) : ହେମନ୍ତ ଛୁରିଆ ବିଜୁ ଛାତ୍ର ଜନତା ଦଳର ବ୍ଲକ ସଭାପତି ଭାବେ ନିଯୁକ୍ତି ହେଇଛନ୍ତି । ହେମନ୍ତ ପୁଇଁତଳା ବ୍ଲକରେ ଜଣେ ସମାଜସେବୀ ଭାବେ ସୁପରିଚିତ । ଏହି ଗୁରୁ ଦାୟିତ୍ୱକୁ ମଧ୍ୟ ସୁଚାରୀ ରୂପେ ନିର୍ଵାହ କରିବେ ବୋଲି କହିଥିବା ବେଳେ ବିଜୁ ପରିବାର ତଥା
Read More...

କେଶରୀୟା ହିନ୍ଦୁ ବାହିନୀର ପଦଯାତ୍ରା

ଲେ।ଇସିଂହା, (କେପିଏନ୍‌ଏସ୍‌) : ବଲାଙ୍ଗୀର ଜିଲ୍ଲା କେଶରୀୟା ହିନ୍ଦୁ ବାହିନୀର ଲେ।ଇସିଂହା ବ୍ଲକ ତରଫରୁ ଲେ।ଇସିଂହା ବାବା ମଠରୁ ଆରମ୍ଭ କରି ଅଗ୍ରସେନ ଭବନ ପର୍ୟ୍ୟନ୍ତ ଏକ ପଦଯାତ୍ରା କରି ସଭାର ଆୟୋଜନ କରାଯାଇଥିଲା । ସଭାରେ ମୁଖ୍ୟ ଅତିଥି ରୂପେ ଜିଲ୍ଲା ସଭାପତି ତଥା ପ୍ରଦେଶ ମହାମନ୍ତ୍ରୀ
Read More...

ସାବିତ୍ରୀ ବାଇ ଫୁଲେ ଜୟନ୍ତୀ ପାଳିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘର ଆନୁକୁଲ୍ୟରେ ସାଧାରଣ ସଂପାଦକ ହରେକୃଷ୍ଣ ରଥଙ୍କ ଆବାହନ କ୍ରମେ, ସଭାନେତ୍ରୀ ଶାନ୍ତିଲତା ସାହୁଙ୍କ ଅଧ୍ୟକ୍ଷତାରେ ଆଗଲପୁର ବ୍ଲକ ସଂଘ ସଭାପତିଙ୍କ ସଂଯୋଜନାକ୍ରମେ ମୁଖ୍ୟ ଅତିଥି ସନାତନ ଠାକୁର ଓ ମୁଖ୍ୟବକ୍ତା
Read More...