Daily Archives

କରୋନା ଗାଇଡ୍‌ ଲାଇନ୍‌ ଅନୁସାରେ ଖୋଲିଲା ମନ୍ଦିର

ସୁବର୍ଣ୍ଣପୁର ( ପ୍ରଭୁଦତ୍ତ ରଥ) : ସଂସ୍କୃତିର ମାଟି ସୁବର୍ଣ୍ଣପୁର ଜିଲ୍ଲାରେ କରୋନା କଟକଣା ଯୋଗୁଁ ଦୀର୍ଘଦିନ ଧରି ବନ୍ଦ ରହିଥିବା ମନ୍ଦିରସବୁ ଆଜି ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିଛି । କୋଭିଡ ୧୯ ନିର୍ଦ୍ଦେଶାବଳୀ ଅନୁପାଳନ ସହ ସୁବର୍ଣ୍ଣପୁରର ଅଧିଷ୍ଠାତ୍ରୀ ଦେବୀ ସୁରେଶ୍ବରୀ,ଅଷ୍ଟଶମ୍ଭୁ
Read More...

ସୁନ୍ଦର।କାଣ୍ଡ ପାରାୟଣରେ କେଶରୀୟା ହିନ୍ଦୁ ବାହିନୀର କାର୍ୟ୍ୟକର୍ତ୍ତାଙ୍କ ଯୋଗଦାନ

ବଲା‌ଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହରର ମାଲପଡ଼ା ଠାରେ ଅନୁଷ୍ଠିତ ହୋଇଥିବା ସୁନ୍ଦର।କାଣ୍ଡ ପାରାୟଣରେ କେଶରୀୟା ହିନ୍ଦୁ ବାହିନୀର ଜିଲ୍ଲା ସଭାପତି ତଥା ପ୍ରଦଶ ମହାମନ୍ତ୍ରୀ ସ‌ନ୍ତାଷ ଭୋଳ ଏବଂ ଟାଉନ ସଭାପତି‌ ସ‌ନ୍ତାଷ ସାହୁ‌ଙ୍କ ସହ କେଶରୀୟା ହିନ୍ଦୁ ବାହିନୀର
Read More...

ବେଲପଡା ପଂଚାୟତକୁ ପରିଦର୍ଶନ କଲେ କଣ୍ଟାବାଞ୍ଜି ବିଧାୟକ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ବେଲପଡା ପଂଚାୟତ କାର୍ଯ୍ୟାଳୟକୁ ପରିଦର୍ଶନ କରିଛନ୍ତି କଣ୍ଟାବାଞ୍ଜି ବିଧାୟକ । ଆୟୋଜିତ ପଂଚାୟତ ସଭାଗୃହ ଠାରେ ଏକ ସାଧାରଣ ବୈଠକରେ ବେଲପଡା ପଂଚାୟତ ସରପଂଚ ଅଞ୍ଜନା ମେହେରଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି
Read More...

ସ୍କୁଲ ବନ୍ଦ ନିଷ୍ପତ୍ତି ପ୍ରତ୍ୟାହାର ଦାବିରେ ଏଆଇଡିଏସ୍‌ଓ ପକ୍ଷରୁ ଗଣ ବିକ୍ଷୋଭ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲାର ୩୭୫ଟି ସରକାରୀ ବିଦ୍ୟାଳୟ ବନ୍ଦ ନିଷ୍ପତ୍ତି ସମ୍ପୁର୍ଣ୍ଣ ପ୍ରତ୍ୟାହାର ଦାବିରେ ଏଆଇଡିଏସ୍‌ଓ ବଲାଙ୍ଗିର ଜିଲ୍ଲା କମିଟି ଓ ସ୍କୁଲ ସୁରକ୍ଷା କମିଟିର ଉଦ୍ୟୋଗରେ ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଆଜି ଏକ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି
Read More...

ବଙ୍ଗୋମୁଣ୍ଡା ବ୍ଲକର ୨୪ ହାଇସ୍କୁଲ ଓ ୩ କଲେଜ ଖୋଲିଲା

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : କୋଭିଡ କଟକଣା ମଧ୍ୟରେ ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକର ୨୪ ଗୋଟି ହାଇସ୍କୁଲ ଓ ୩ କଲେଜକୁ ଖୋଲିବା ପାଇଁ ଆଜି ଠାରୁ ରାଜ୍ୟ ସରକାରଙ୍କ ଅନୁମତି ହୋଇଛି । ତେଣୁ ସ୍କୁଲ ପରିସର ଗୁଡିକୁ ସଫାସୁତୁରା କରାଯାଇଛି । ଶ୍ରେଣୀ କକ୍ଷ ବାହାର ଓ ଭିତରକୁ
Read More...

ବଲାଙ୍ଗିର ଜିଲ୍ଲା ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘର ବୈଠକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା ଅବସରପ୍ରାପ୍ତ ସରକାରୀ କର୍ମ·ରୀ ସଂଘର ବୈଠକ ସଭାପତି ନିଳମଣି ମିଶ୍ରଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ଟିକ୍ରାପଡା ସ୍ଥିତ ଗାନ୍ଧୀ ପାଠାଗାରରେ ହୋଇଥିଲା । ଉକ୍ତ ସଭାରେ ଅବସରପ୍ରାପ୍ତ ସରକାରୀ କର୍ମ·ରୀ ସଂଘର କେତେକ ସମସ୍ୟା ଉପରେ ଆଲୋଚନା
Read More...

ଜିଲ୍ଲାର ସମସ୍ତ ହିନ୍ଦୁ ପରିବାର ଘରେ ଗେରୁଆ ପତାକା ଉଡ଼ିବ : କେଶରୀୟା ହିନ୍ଦୁ ବାହିନୀ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆସନ୍ତା ୧୪ ତାରିଖ ପବିତ୍ର ମକର ସଂକ୍ରାନ୍ତି ଦିନ ଠାରୁ କେଶରୀୟା ହିନ୍ଦୁ ବାହିନୀ ବଲାଙ୍ଗିର ଜିଲ୍ଲା କମିଟି ତରଫରୁ ଜିଲ୍ଲାର ସମସ୍ତ ହିନ୍ଦୁ ପରିବାର ଘରେ ଗେରୁଆ ପତାକା ଲଗାଇବା କାର୍ୟ୍ୟକ୍ରମର ଶୁଭାରମ୍ଭ କରାଯିବ । ଏଣୁ ଜିଲ୍ଲାର ସମସ୍ତ ହିନ୍ଦୁ ଭାଇ ଭଉଣୀ
Read More...

ପାଟଣାଗଡ ବିଧାୟକଙ୍କ ନୂତନ ଗୃହର ନିର୍ମାଣ ସମୟରେ ରାଜମିସ୍ତ୍ରୀଙ୍କ ମୃତ୍ୟୁ ଘଟଣା : ବିଧାୟକଙ୍କ ଗିରଫ ଦାବୀ କଲା…

ବଲାଙ୍ଗିର, (ଦେବାଶିଷ ମିଶ୍ର) : ପାଟଣାଗଡ଼ ବିଧାୟକଙ୍କ ନୂତନ ଗୃହ ନିର୍ମାଣ ସମୟରେ ରାଜମିସ୍ତ୍ରୀଙ୍କ ମୃତ୍ୟୁ ଘଟଣାକୁ ନେଇ ବିଧାୟକଙ୍କ ଗିରଫ୍‌ ଦାବୀ କରିଛି ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ । ସଂଘ ପକ୍ଷରୁ କୁହାଯାଇଛି ଯେ, ପାଟଣାଗଡ ବିଧାୟକ ସରୋଜ କୁମାର ମେହେରଙ୍କ ଦୁଇ ମହଲା ଘର ନିର୍ମାଣ
Read More...

ଡେଙ୍ଗ ବିଦ୍ୟାଳୟର ଜୁନିୟର ରେଡକ୍ରସ ତରଫରୁ ମାସ୍କ ଓ ସାବୁନ ବଣ୍ଟନ

ବଲାଙ୍ଗୀର, (କେପିଏନ୍‌ଏସ୍‌) : ସଇଁନ୍ତଲା ବ୍ଲକ ଅନ୍ତର୍ଗତ ଡେଙ୍ଗ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ଜୁନିୟର ରେଡକ୍ରସ ତରଫରୁ ଶିକ୍ଷାର୍ଥୀମାନଙ୍କୁ ମାସ୍କ ଓ ସାବୁନ ବଣ୍ଟନ କରାଯାଇଛି । ବିଦ୍ୟାଳୟର ପ୍ରଧାନଶିକ୍ଷକ ବିଶ୍ୱନାଥ ମେହେରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା କାର୍ଯ୍ୟକ୍ରମରେ
Read More...

ବରପାଲି ଜଗନ୍ନାଥ ନଗର ବସ୍ତି ବାସିନ୍ଦାଙ୍କୁ ଥଇଥାନ ନକଲେ ଜୋରଦାର ଆନ୍ଦୋଳନ ହେବ : ଆମ୍ ଆଦମୀ ପାର୍ଟି

ବରଗଡ଼, (ସତ୍ୟନାରାୟଣ ପଧାନ) : ବରପାଲି ଏନଏସି ଅଧୀନରେ ଥିବା ୱାର୍ଡ ନଂ ୩ ଜଗନ୍ନାଥ ନଗର ବସ୍ତି ବାସିନ୍ଦାଙ୍କ ଘରକୁ ଜବର ଦଖଲ ନାମରେ ଉଚ୍ଛେଦ କରିବାକୁ ଆମ୍ ଆଦମୀ ପାର୍ଟି ନିନ୍ଦା କରିଛି । ରାଜ୍ୟ ସରକାରଙ୍କ 'ଜାଗା ମିଶନ' ଯୋଜନାରେ ସମସ୍ତଙ୍କୁ ପ୍ରମାଣ ପତ୍ର ମିଳିଥିବା ବେଳେ ଥଇଥାନ ନକରି
Read More...