Daily Archives

ଜଗତସିଂହପୁର ଠାରେ ଜିଲ୍ଲାସ୍ତରୀୟ ସାଧାରଣତନ୍ତ୍ର ଦିବସ -୨୦୨୧ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ

ଜଗତସିଂହପୁର, (ଶୁଭ୍ରାଂଶୁ ଶେଖର ପୃଷ୍ଟି) : ଆଜି ପୂର୍ବାହ୍ନରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସଦ୍‌ଭାବନା ସଭାଗୃହ ଠାରେ ଜିଲ୍ଲାସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳନ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଅଛି ।
Read More...

ପାରାଦୀପ ବନ୍ଦର ପ୍ରଶାସନିକ ଭବନରେ ଅଗ୍ନିଶମ ବିଭାଗର ମକ୍‌ଡ୍ରିଲ୍‌

ପାରାଦୀପ, (ଶୁଭ୍ରାଂଶୁ ଶେଖର ପୃଷ୍ଟି) : ପାରାଦୀପ ବନ୍ଦର ପ୍ରଶାସନିକ ଭବନରେ ଶୁକ୍ରବାର ଦିନ ମଧ୍ୟାହ୍ନରେ ଅଗ୍ନିଶମ ବରିଷ୍ଠ ଅଧିକାରୀ ଓ ସିଆଇଏସ୍‌ଏଫ୍‌ ର ସମନ୍ୱୟରେ ଏକ ଫାୟାର ମକ୍‌ଡ୍ରିଲ୍‌ ଅନୁଷ୍ଠିତ ହୋଇଯାଇଛି । ସିଆଇଏସ୍‌ଏଫ୍‌ ର କମାଣ୍ଟାଣ୍ଟ ଏମ୍‌.ବିଶ୍ୱାଳଙ୍କ ତତ୍ୱାବଧା ରେ ସମସ୍ତ
Read More...

ମହିଳାଙ୍କ ସୁରକ୍ଷା ପାଇଁ ରେଡ୍ ସ୍କୁଟି

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ମହିଳାଙ୍କ ସୁରକ୍ଷା ଓ ସହାୟତା ପ୍ରଦାନ କରିବା ପାଇଁ ସରକାରଙ୍କ ନୂତନ ପଦକ୍ଷେପ ସ୍ୱରୂପ କେନ୍ଦ୍ର ସରକାରଙ୍କ ଗୃହ ବିଭାଗ ପକ୍ଷରୁ ରାଜ୍ୟ ପୋଲିସ ବିଭାଗକୁ ୫ ଶହ ରେଡ୍ ସ୍କୁଟି ଯୋଗାଇ ଦିଆଯାଇଛି । ନିର୍ଭୟା ଯୋଜନା ମାଧ୍ୟମରେ ଦିଆଯାଇଥିବା ଏହି ସ୍କୁଟି
Read More...

ଗୁଡ଼ଖାପଲା ୪ର୍ଥ ଟାଇଗର କ୍ରିକେଟ ପ୍ରତିଯୋଗିତା ଉଦଯାପିତ : ସମରାକୁ ୧୧ ରନ୍‌ରେ ହରାଇ ରେକଡୋଲ ଦଳ ଚାମ୍ପିଅନ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ଗୁଡ଼ଖାପଲାରେ ୧୧ତାରିଖରୁ ଆରମ୍ଭ ହୋଇଥିବା ୪ର୍ଥ ଟାଇଗର କ୍ରିକେଟ କ୍ଳବ୍ ପକ୍ଷରୁ କ୍ରିକେଟ ପ୍ରତିଯୋଗିତା ଶୁକ୍ରବାର ଦିନ ଉଦଯାପିତ ହୋଇଯାଇଛି । ଫାଇନାଲ ମ୍ୟାଚ୍ ରେକଡୋଲ ଓ ସମରା ଦଳ ମଧ୍ୟରେ ହୋଇଥିବା ପ୍ରତିଯୋଗିତାର ଫାଇନାଲ ଖେଳରେ ରେକଡୋଲ୍
Read More...

ସମସ୍ତ ଅଧିକାରୀଙ୍କୁ ଧରି ନରସିଂହଙ୍କ ରାଣୀପାଲି ଗସ୍ତ : ସ୍ପଟ୍‌ରେ ହେଲା ହିତାଧିକାରୀ ଚୟନ, ଘଣ୍ଟାଏ ଭିତରେ ଭତ୍ତା…

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଗାଁ ମାନଙ୍କରେ ଜଣେ ବି ଯୋଗ୍ୟ ହିତାଧିକାରୀ ସରକାରୀ ଯୋଜନା ଫାଇଦାରୁ ବଂଚିତ ନ ହେବା କଥା । ବାଦ୍ଧକ୍ୟ ଭତ୍ତା, ଗରିବଙ୍କ ପାଇଁ ବାସଗୃହ, ଖାଦ୍ୟ ସୁରକ୍ଷା ଯୋଜନାରେ ରାସନ କାର୍ଡ ହେଉ କି ବିଧବା ଏବଂ ବିକଳାଙ୍ଗ ଭତ୍ତା, କୌଣସି ଜଣେ ବି ଯୋଗ୍ୟ ହିତାଧିକାରୀ ଏ
Read More...

ନରସିଂହଙ୍କ ଡୁଡୁକା ଧାନକିଣା କେନ୍ଦ୍ର ପରିଦର୍ଶନ : ଧାନ ଅମଳ ବେଶୀ, କିନ୍ତୁ କିଣିବା ଟାର୍ଗେଟ କମ୍‌ : ସରକାରଙ୍କ ଅଜବ…

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ଆଗଲପୁର ବ୍ଲକ ଅନ୍ତର୍ଗତ ଡୁଡୁକା ଧାନକିଣା କେନ୍ଦ୍ର ପରିଦର୍ଶନରେ ଯାଇଥିଲେ । ଏଠାରେ ସୂଚନାଯୋଗ୍ୟ ଯେ, ଏ ଅଂଚଳର ଚାଷୀଙ୍କ ଧାନ ମାନ୍ୟବର ହାଇକୋର୍ଟଙ୍କ ନିର୍ଦ୍ଦେଶ ମୁତାବକ ଭାରତୀୟ ଖାଦ୍ୟ ନିଗମ ଦୀର୍ଘ ସମୟ ଧରି
Read More...

ପୁଇଁନ୍ତଲା ବ୍ଲକ କ୍ରୀଡା ଶିକ୍ଷକମାନଙ୍କ ସାଧାରଣ ବୈଠକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ୟୁଜିଏଚ୍‌ଏସ୍‌ ଗଇଁନ୍ତଲା ଠାରେ ପୁଇଁନ୍ତଲା ବ୍ଲକର କ୍ରୀଡା ଶିକ୍ଷକମାନଙ୍କର ଏକ ସାଧାରଣ ବୈଠକ ବିଇଓ ନେପାଳ ଚନ୍ଦ୍ର ବାଗଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ବ୍ଲକ ଲେଭେଲ ସ୍କୁଲ କ୍ରୀଡା ଏସୋସିଏସନ ସଭାପତି ନେପାଲ ଚନ୍ଦ୍ର ବାଗ ବିଇଓ
Read More...

୧୦ ଲକ୍ଷ ଟଙ୍କାର ଗଂଜେଇ ଜବତ, ଜଣେ ଗିରଫ

କୋରାପୁଟ : କୋରାପୁଟ ଜିଲ୍ଲାରୁ ରାଜ୍ୟ ବାହାରକୁ ଗଂଜେଇ ଚାଲାଣ କରିବାକୁ ଅଭିନବ ଉପାୟ ଖୋଜିଛନ୍ତି ଗଂଜେଇ ମାଫିଆ । ସିଧାସଳଖ ଗଂଜେଇ ନେବାବେଳେ ପୁଲିସ ଧରୁଥିବାରୁ ଗାଡିରେ ସିକ୍ରେଟ୍‌ ଚ୍ୟାମ୍ପର କରୁଛନ୍ତି ମାଫିଆ । ଆଉ ଏପରି ଏକ ଗଂଜେଇ ଚାଲାଣକୁ ପଣ୍ଡ କରିଛି କୋରାପୁଟ ଜିଲ୍ଲା ସେମିଳିଗୁଡା
Read More...

ସୁବର୍ଣ୍ଣପୁର ଜିଲ୍ଲା ଅନ୍ତର୍ଗତ ସୋନପୁର ବିଧାନସଭା ନିର୍ବାଚନ ମଣ୍ଡଳୀ ଓ ବୀରମହାରାଜପୁର ବିଧାନସଭା ନିର୍ବାଚନ ମଣ୍ଡଳୀ…

ସମସ୍ତ ରାଜନୈତିକ ଦଳ ପ୍ରତିନିଧି ଙ୍କୁ ୦୧/୦୧/୨୦୨୧ସୁଦ୍ଧା ଚୂଡାନ୍ତ ଯୋଗ୍ୟ ଭୋଟର ତାଲିକା ପ୍ରଦାନ କଲେ ଜିଲ୍ଲା ନିର୍ବାଚନ ଅଧିକାରୀ ସୁବର୍ଣ୍ଣପୁର, (ପ୍ରଭୁଦ‌ତ୍ତ ରଥ) : ଆଜି ସୁବର୍ଣ୍ଣପୁର ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ଶ୍ରୀମତୀ ମୋନୀଷା ବାନାର୍ଜୀ, ୬୫-ସୋନପୁର ଓ
Read More...

ସାହିତ୍ୟ କଳା ପରିଷଦ ବଙ୍ଗୋମୁଣ୍ଡା ତରଫରୁ ମକର ଉତ୍ସବ ପାଳିତ

ବଙ୍ଗୋମୁଣ୍ଡା, (କୈଳାଶ ସଗ୍ରିଆ‌) : ବଙ୍ଗୋମୁଣ୍ଡାର ଅଗ୍ରଣୀ ସାରସ୍ବତ ଅନୁଷ୍ଠାନ ସାହିତ୍ୟ କଳା ପରିଷଦ ତରଫରୁ ପଞ୍ଚମ ମକର ଉତ୍ସବ ପାଳିତ ହୋଇଯାଇଛି । ପରିଷଦର ସଭାପତି ଡ.ନାରାୟଣ ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଅଜିତ ଯୋଷୀ, ମୁଖ୍ୟ ବକ୍ତା ବିନୟ କୁମାର ଦାଶ ଓ
Read More...