Daily Archives

ଆସ‌ନ୍ତା ୮ ତାରିଖରୁ ଖୋଲିବ କେଶରୀ ଟକିଜ

ଭୁବନେଶ୍ବର: ବି‌ଶ୍ୱମହାମରୀ ମହାମରୀ କରୋନା ଯୋଗୁଁ ଦୀର୍ଘ ୧୦ ମାସ ହେବ ବ‌ନ୍ଧ ହୋଇଥିଲା ଦେଶରେ ସିନେମା ହଲ୍‌ ଗୁଡିକ । ତେବେ ଭୁବନେଶ୍ବରରେ ଆସନ୍ତା ୮ ତାରିଖରେ ଖୋଲିବ କେଶରୀ ଟକିଜ । ୫୦ ପ୍ରତିଶତ ଦର୍ଶକଙ୍କୁ ନେଇ ଖୋଲିବ । ସମ‌ସ୍ତ କୋଭିଡ୍‌ ‌ନିୟମ ମାନି ରାଜ୍ୟରେ ସିନେମା ହଲ୍‌ ଖୋଲିବା
Read More...

ପ‌ଶ୍ଚିମ ଓଡିଶା ଯୁବା ମଂଚର ସହାୟତା

ବରପାଲି : ବର୍ତ୍ତମାନ ବରପାଲି ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଅଛନ୍‌ନ୍ତି କଳାକାର ଶ୍ରୀମନ ଲୁହା । ତାଙ୍କ ଦୁର୍ଦ୍ଦଶା ଖବର ପାଇବା ପରେ ପ୍ରତ୍ୟେକ ଦିନ ସବୁ ସମିଆରେ ପ‌ଶ୍ଚିମ ଓଡିଶା ଯୁବା ମଂଚର ସଦସ୍ୟ ହସ୍ପିଟାଲରେ ରହି ତାଙ୍କ ଚିକିତ୍ସା କରାଉଛ‌ନ୍ତି । ଆଜି ବି କିଛି ଖାଇବା
Read More...

ଭଟଲି ବ୍ଲକର ସରକାରୀ ସ୍କୁଲକୁ ବନ୍ଦ କରାନଯାଉ : ଆପ୍

ବରଗଡ଼, (ସତ୍ୟନାରାୟଣ ପଧାନ ) : ରାଜ୍ୟ ସରକାର ବନ୍ଦ କରୁଥିବା ପ୍ରାଥମିକ ବିଦ୍ୟାଳୟ ଗୁଡ଼ିକ ମଧ୍ୟରୁ ଭଟଲି ବ୍ଲକର ୧୫ଟି ସ୍କୁଲ ରହିଛି । ସରକାରଙ୍କ ଏହି ନିଷ୍ପତ୍ତିକୁ ଅଭିଭାଭକ ମାନେ ବିରୋଧ କରୁଛନ୍ତି । ଜିଲ୍ଲାପାଳଙ୍କ ଜରିଆରେ ସର୍ଭେ କରି ସ୍କୁଲ ଗୁଡ଼ିକୁ ପୁନଃ ଖୋଲିବାକୁ ସରକାର ନିର୍ଦେଶ
Read More...

ସାଧାରଣତନ୍ତ୍ର ଦିବସ ପାଳନ ପାଇଁ ପ୍ରସ୍ତୁତି ବୈଠକ

ବରଗଡ଼, (ସତ୍ୟନାରାୟଣ ପଧାନ) : ବରଗଡ଼ ଜିଲ୍ଲା ସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳନ ପାଇଁ ପ୍ରସ୍ତୁତି ବୈଠକ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଅତିରିକ୍ତ ଜିଲ୍ଲାପାଳ ମିର୍ଦ୍ଧା ଟପ୍ପୋଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଚଳିତ ବର୍ଷ ଜିଲ୍ଲା ସ୍ତରୀୟ ଜାତୀୟ ଉତ୍ସବ
Read More...

ସମ୍ପିଆ ଗ୍ରାମରେ ନୂତନ ନଳକୂପ ବସାଯିବ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ରାଜବୋଡାସମର ବ୍ଳକ ଅନ୍ତର୍ଗତ କଂସର ଗ୍ରାମ ପଞ୍ଚାୟତ ସମ୍ପିଆ ଗ୍ରାମରେ ଏକ ନୂତନ ନଳକୂପ ବସାଯିବ । ସମ୍ପିଆ ଓ ବନୁପାଲି ପାଇଁ ସମ୍ପିଆ ଗାଁ ମୁଣ୍ଡରେ ଏକ ଗଭୀର ନଳକୂପ ଖନନ କରି ଦୁଇ ଗ୍ରାମକୁ ଜଳ ଯୋଗାଣ ପାଇଁ ବ୍ୟବସ୍ଥା କରାଯାଇଥିଲା ।
Read More...

ଆସନ୍ତା ୧୧ରୁ ସମସ୍ତ ଧର୍ମାନୁଷ୍ଠାନ ଖୋଲିବ

ବରଗଡ଼, (ସତ୍ୟନାରାୟଣ ପଧାନ) : ଆସନ୍ତା ଜାନୁୟାରୀ ୧୧ ତାରିଖରୁ ବରଗଡ଼ ଜିଲ୍ଲାର ସମସ୍ତ ମନ୍ଦିର, ମସଜିଦ, ଚର୍ଚ୍ଚ, ଗୁରୁଦ୍ୱାରା ଆଦି ଖୋଲିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଆଦେଶ ନାମା ଜାରି କରାଯାଇଛି । ଜିଲ୍ଲାପାଳଙ୍କ କାର୍ୟ୍ୟାଳୟ ଆଦେଶ ସଂଖ୍ୟା VI - 28/2020-45/EMG.dated 5-1-2021
Read More...

ପଦ୍ମପୁର ବିଜେପି ଯୁବମୋର୍ଚ୍ଚା ତରଫରୁ ଥାନା ଘେରାଉ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଦର୍ଶ ଥାନା ପଦ୍ମପୁର ସମ୍ମୁଖରେ ଆଜି ଭାରତୀୟ ଜନତା ଯୁବମୋର୍ଚ୍ଚା ତରଫରୁ କଟକ ଜିଲ୍ଲା ମହଂଗା ବ୍ଲକର ପୂର୍ବତନ ବ୍ଲକ ଅଧ୍ୟକ୍ଷ ତଥା ବିଜେପିର ବରିଷ୍ଠ କାର୍ୟ୍ୟକର୍ତ୍ତା କୁଳମଣି ବରାଳ ଓ ତାଙ୍କ ସହଯୋଗୀ ହିବ୍ୟସିଂହ ବରାଳଙ୍କୁ ଆକ୍ରମଣ କରାଯାଇ ଆକ୍ରୋଶ
Read More...

ପାଇକମାଲ ବ୍ଲକ କଂଗ୍ରେସ କମିଟି ତରଫରୁ ସାମ୍ବାଦିକ ସମ୍ମିଳନୀ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ଥାନା ଅଧୀନସ୍ଥ ଯୋଗେନ୍ଦ୍ରନାଥପୁର ନାବାଳିକା ହତ୍ୟା କାଣ୍ତକୁ ନେଇ ପାଇକମାଲ କଂଗ୍ରେସ ଦଳ ପକ୍ଷରୁ ପାଇକମାଲ ଥାନା ଅଧିକାରୀଙ୍କ ଜରିଆରେ ବରଗଡ଼ ଏସପିଙ୍କୁ ଏକ ଲିଖିତ ଅଭିଯୋଗ ପତ୍ର ପ୍ରଦାନ କରିଛନ୍ତି ଆଜି । ପ୍ରଥମେ କଂଗ୍ରେସ ଦଳ ପକ୍ଷରୁ
Read More...

ଗାଜିଆବାଦ : ଅଧିକାରୀମାନଙ୍କୁ ୩୦% କମିଶନ, ଶ୍ମଶାନ ଘାଟ କଣ୍ଟ୍ରାକ୍ଟରଙ୍କ ସ୍ୱୀକାରୋକ୍ତି

ଗାଜିଆବାଦ : ଗାଜିଆବାଦର ମୁରାଦନଗରରେ ଶ୍ମଶାନ ଘାଟର ଛାତ ଭୁଷୁଡ଼ି ଯାଇଥିବା ମାମଲାରେ ଗିରଫ ହୋଇଥିବା କଣ୍ଟ୍ରାକ୍ଟର ଅଜୟ ତ୍ୟାଗୀ କ୍ୟାମେରାରେ ଏହି ଆଶ୍ଚର୍ୟ୍ୟଜନକ ଘଟଣା ପ୍ରକାଶ କରିଛନ୍ତି ଏବଂ ଏହି ଶବଦାହ କ୍ଷେତ୍ରର ଛାତ ନିର୍ମାଣରେ ଥିବା ପରଦାକୁ ହଟାଇ ଦେଇଛନ୍ତି । ଗିରଫ କଣ୍ଟ୍ରାକ୍ଟର
Read More...

ଉପାନ୍ତ ଅଞ୍ଚଳରେ ଅସହାୟମାନଙ୍କୁ ଶୀତବସ୍ତ୍ର ବଣ୍ଟନ କଲା ବଦାନ୍ୟ ବନ୍ଧୁ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବଦାନ୍ୟ ବନ୍ଧୁ ପକ୍ଷରୁ ଉପାନ୍ତ ଅଞ୍ଚଳରେ ଶୀତବସ୍ତ୍ର ବଣ୍ଟନ କରାଯାଇଛି । ବରଗଡ଼ ଜିଲ୍ଲାରେ ପ୍ରବଳ ଶୀତ ଲହରି ଜାରି ରହିଛି । ଏଥିପାଇଁ ବରଗଡ଼ ଜିଲ୍ଲାର ଅଗ୍ରଣୀ ସ୍ବେଚ୍ଛାସେବୀ ସଂଗଠନ ବଦାନ୍ୟ ବନ୍ଧୁ ପକ୍ଷରୁ ଜିଲ୍ଲାର ଉପାନ୍ତ ଅଞ୍ଚଳ ମାନଙ୍କରେ
Read More...