Daily Archives

ମାନସିକ ରୋଗୀ ରାଜୁ ଧରୁଆର ଚିକିତ୍ସା କେବେ ହେବ ?

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲାର ପଦ୍ମପୁର ରାଜ ବୋଡାସମ୍ବର ବ୍ଲକ ବୁଡାମାଲ ଗ୍ରାମର ରାଜୁ ଧରୁଆ ନାମକ ଜଣେ ବ୍ୟକ୍ତି ମାନସିକ ଅସୁସ୍ଥ ହୋଇ ପାଗଳ ହୋଇ ଯାଇଛି । ବହୁ ବର୍ଷ ଧରି ଏଣେ ତେଣେ ବୁଲିବାରୁ ପଦ୍ମପୁର ସହରର ସମାଜସେବୀ ଆଶିଷ ନାଥ ତାଙ୍କ ଘରକୁ ଆସି ପଚରା ଉଚରା କରି
Read More...

ନୂତନ ବର୍ଷ ୨୦୨୧ରେ ବିଧାୟକ ସାଲୁଜା ନିର୍ବାଚନ ମଣ୍ଡଳିର ବିଭିନ୍ନ ମଂଦିର ବୁଲି ଆଶୀର୍ବାଦ ଭିକ୍ଷା କଲେ

କଂଟାବାଂଜି, (ମନିଶ କୁମାର ହଂସ) : ନୂତନ ବର୍ଷ ୨୦୨୧ରେ ଜନସାଧାରଣଙ୍କୁ ଶୁଭେଛା ଜଣାଇବା ସହ ମଂଦିର ଗୁଡିକ ବୁଲି ଆଶୀର୍ବାଦ ଭିକ୍ଷା କରିଛନ୍ତି ବିଧାୟକ ସନ୍ତୋଷ ସିଂ ସାଲୁଜା । ପ୍ରାତଃ ସମୟରୁ ସ୍ଥାନୀୟ ଶ୍ରୀଜଗନ୍ନାଥ ମଂଦିରକୁ ଦର୍ଶନ କରିବାକୁ ଯାଇ ମଂଦିର ପରିଚାଳନାର ସଭ୍ୟମାନଙ୍କ ସହ
Read More...

ଭିନ୍ନକ୍ଷମ ଓ ବରିଷ୍ଠ ନାଗରିକ ମାନଙ୍କୁ ସ୍ୱତନ୍ତ୍ର ଉପକରଣ ବଂଟନ ପାଇଁ ଚିହ୍ନଟ ଶିବିର

କଂଟାବାଂଜି, (ମନିଶ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ ଓ କଂଟାବାଂଜି ଏନ.ଏ.ସି. ଅଂଚଳର ଭିନ୍ନକ୍ଷମ ଓ ବରିଷ୍ଠ ନାଗରୀକ ମାନଙ୍କୁ ସ୍ୱତନ୍ତ୍ର ଉପକରଣ ବଂଟନ ପାଇଁ ଗୁରୁବାର ଦିନ ସ୍ଥାନୀୟ ରେଲବାଇ ଷ୍ଟାଡିୟମରେ ପରୀକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ଆର୍ଟିଫିସିଏଲ ଲିମ୍ବ୍ସ
Read More...

ବନ୍ଧୁତ୍ୱପୂର୍ଣ୍ଣ ଫୁଟବଲ ମ୍ୟାଚ ଖେଳି ନବବର୍ଷ ପାଳିଲେ ମାଲଗୋଦାମ ପଡାବାସୀ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ନବବର୍ଷର ପ୍ରଥମ ଦିନ ଏକ ବନ୍ଧୁତ୍ୱପୂର୍ଣ ଫୁଟବଲ ମ୍ୟାଚ୍‌ ମାଧ୍ୟମରେ ବଲାଙ୍ଗିର ବାସୀଙ୍କୁ ସ୍ୱାସ୍ଥ୍ୟ ଓ ଶାନ୍ତିର ବାର୍ତା ଦେଇଛନ୍ତି ମାଲଗୋଦାମ ପଡା ବାସୀ । ସକାଳୁ ପ୍ରଥମେ ବାବା ସାହେବଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବା ପରେ ମାଲଗୋଦାମ
Read More...

ଦେଷଣ୍ଢ ପଞ୍ଚମ ଚାନ୍ଦିଲି ପାହାଡ ମହୋତ୍ସବ ବିଶ୍ଵଶାନ୍ତି ବ୍ରହ୍ମଯଜ୍ଞ ଉଦଯାପିତ

ଦେଓଗାଁ, (ମନୀଷ କୁମାର ସାହୁ) : ଶୁକ୍ରବାର ଦିନ ଦେଓଗାଁ ବ୍ଲକ ଦେଷଣ୍ଢ ଗାଁରେ ୫ମ ଚାନ୍ଦିଲି ପାହାଡ ମହୋତ୍ସବ ବିଶ୍ଵଶାନ୍ତି ବ୍ରହ୍ମାଯଜ୍ଞ ଉଦଯାପିତ ହୋଇଯାଇଛି । ଏଥିରେ ବ୍ରହ୍ମଯଜ୍ଞ କର୍ତ୍ତା ଭାବେ ଘାସିରାମ ରଣା ଓ ଦମୟନ୍ତୀ ରଣା ଦାୟିତ୍ଵ ନେଇ ଥିବା ବେଳେ ବଙ୍ଗୋମୁଣ୍ଡା ର ମଠାଧିପତି
Read More...

ଜ୍ୟୋତିରଂଜନ ପାଣିଗ୍ରାହୀଙ୍କ ସ୍ମୃତିରେ …

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ବର୍ଗତ ଜ୍ୟୋତିରଂଜନ ପାଣିଗ୍ରାହୀଙ୍କ ସାଙ୍ଗ ସାଥୀମାନେ ସବୁ ବର୍ଷ ପରି ଭୋଜି ଭାତ ନ କରି ଏଥର ତାଙ୍କ ସ୍ମୃତିରେ ସଦର ବ୍ଲକ ବାରପୁଡୁଗିଆ ଗ୍ରାମରେ ଗରିବ ଅସହାୟ ଲୋକମାନଙ୍କୁ ମାଗଣା ସ୍ବାସ୍ଥ୍ୟ ସେବା ସହ ଔଷଧ ବଣ୍ଟନ କରିଥିଲେ । ଏହି ଅବସରରେ ପ୍ରାୟ ୨୦୦ରୁ
Read More...

ବାଧିତ ଜନବଂଧୁ ପ୍ରଭାକର ରଥଙ୍କ ଜନ୍ମ ଶତବାର୍ଷିକୀ ଜୟନ୍ତୀ ପାଳନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଅଦ୍ୟ ପୂର୍ବାହ୍ନରେ ଲିଟେରାରୀ ଏଣ୍ଡ ସୋସିଆଲ କ୍ଲବ ଠାରେ ବାଧିତ ଜନବଂଧୁ ପ୍ରଭାକର ରଥଙ୍କ ୧୦୦ତମ ଜୟନ୍ତୀ ଜୟରାମ ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ବିଶିଷ୍ଟ ଶିକ୍ଷାବିତ୍‌ ଚୈତନ୍ୟଦାସ ଠାକୁର ମୁଖ୍ୟ ଅତିଥି, ସୂଚନା ଅଧିକାର କର୍ମୀ ହେମନ୍ତ ପଣ୍ଡା
Read More...

ଅତି ଶୀଘ୍ର ଆରମ୍ଭ ହେବ ୨୦୨୧ ତୃତୀୟ ବୋଡ଼ାସମ୍ବର ଡ଼ିପି କଂଟେଷ୍ଟ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଦୀର୍ଘ ଦୁଇ ବର୍ଷ ହେଲା ପଦ୍ମପୁର ସହରରେ ଚାଲି ଆସୁଛି ଯୁବକ ମାନଙ୍କର ସୁନ୍ଦର ଚେହେରାକୁ ନେଇ ମନୋରଞ୍ଜନ କାର୍ୟ୍ୟକ୍ରମ ଡ଼ିପି କଂଟେଷ୍ଟ । ଏହି କଂଟେଷ୍ଟରେ ନିଜର ମନ ପସନ୍ଦ ବ୍ୟକ୍ତିଙ୍କୁ ଭୋଟ୍ ଦିଆଯାଇଥାଏ । ଗତ ବର୍ଷ ୨୦୨୦ର ବିଜେତା ହୋଇଥିଲେ ସାନୁ
Read More...

କୋଶଳ କଳାମଣ୍ଡଳର ପ୍ଲାଟିନମ ଜୁବ୍‌ଲି ଶୁଭାରମ୍ଭ : ‘ଚତୁରଙ୍ଗ’ ନୂତନ ପ୍ରସ୍ତ ପ୍ରଚ୍ଛଦ ଉନ୍ମୋଚିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିରର ସମୃଦ୍ଧ ଅତୀତ ଓ ବିପୁଳ ସାଂସ୍କୃତିକ ବିଭବର ମୁକସାକ୍ଷୀ ଭାବରେ କୋଶଳ କଳାମଣ୍ଡଳ ଅଞ୍ଚଳର ସାଂସ୍କୃତିକ ଚେତନାର ପ୍ରତୀକ । ସ୍ୱାଧୀନତା ପୂର୍ବରୁ ଓ ପରେ ମଧ୍ୟ ଓଡିଆ ସାହିତ୍ୟ ସହ ଓଡିଶାର ସାଂସ୍କୃତିକ ପରମ୍ପରାକୁ ଉତ୍ତରଣର ଶିଖର ପର୍ଯ୍ୟାୟକୁ
Read More...

ଗନ୍ଧମାର୍ଦ୍ଦନ ସୁରକ୍ଷା ଯୁବ ପରିଷଦର ୩୬ତମ ବାର୍ଷିକ ଉତ୍ସବ : ଗନ୍ଧମାର୍ଦ୍ଦନକୁ ଜାତୀୟ ସଂପତ୍ତି ଘୋଷଣା ପ୍ରସ୍ତାବ…

ପଦ୍ମପୁର, (ନିରୋଜ କୁମାର ପାଣୀ) : ନୃସିଂହନାଥ ସ୍ଥିତ ଭାଗବତତତ୍ୱ ଆଶ୍ରମ ପରିସରରେ ଗନ୍ଧମାର୍ଦ୍ଦନ ସୁରକ୍ଷା ଯୁବ ପରିଷଦର ଆଜି ୩୬ତମ ବାର୍ଷିକ ଉତ୍ସବ ପାଳନ ଅବସରରେ ଗନ୍ଧମାର୍ଦ୍ଦନ ପର୍ବତକୁ ଜାତୀୟ ସଂପତ୍ତି ଘୋଷଣା ସହ ଇକୋ ସେନସିଟିଭ ଜୋନ୍‌ର ମାନ୍ୟତା ଦେବା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ
Read More...