Daily Archives

ଏସବୁ ହେଉଛି ନୂଆ କରୋନା ଭୂତାଣୁର ଲକ୍ଷଣ : ଛାତି ଯନ୍ତ୍ରଣା ବଡ଼ ବିପଦ ହୋଇପାରେ

ନୂଆଦିଲ୍ଲୀ : ଭାରତରେ ୧୯ତମ ଦିନରେ କୋଭିଡ -୧୯ ର ୩୦ ହଜାରରୁ କମ୍ ନୂତନ ସଂକ୍ରମଣ ଘଟିଛି ଏବଂ ଏହା ସହିତ ଦେଶରେ ସଂକ୍ରମଣ ମାମଲା ଶୁକ୍ରବାର ଦିନ ୧,୦୨,୮୬,୭୦୯କୁ ବୃଦ୍ଧି ପାଇଛି । ସେଥିମଧ୍ୟରୁ ୯୮.୮୩ ଲକ୍ଷରୁ ଅଧିକ ଲୋକ ସଂକ୍ରମଣମୁକ୍ତ । ତେବେ ଆହୁରି ୨୫୬ ଜଣଙ୍କ ମୃତ୍ୟୁ ପରେ ମୃତ୍ୟୁ
Read More...

ବଲାଙ୍ଗିର ଜିଲ୍ଲାରୁ ଆଜି ୯ ଜଣ ସଂକ୍ରମିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାରୁ ଆଜି ୯ ଜଣ କରୋନା ସଂକ୍ରମିତ ହୋଇଥିବା ସରକାରୀ ସୂତ୍ରରେ କୁହାଯାଇଛି । ଗୁଡଭେଲା ବ୍ଲକରୁ ଜଣେ, କଂଟାବାଂଜି ଏନ୍‌ଏସି ୱାର୍ଡ ନଂ. ୨ରୁ ଜଣେ, ଖପ୍ରାଖୋଲ ବ୍ଲକ ଲାଠୋର ଗ୍ରା.ପ.ରୁ ୬ ଜଣ ଓ ଟିଟିଲାଗଡ଼ ମ୍ୟୁନିସିପାଲିଟି ୱାର୍ଡ ନଂ.୧ରୁ ଜଣେ
Read More...

ଆଜି ଇଂରାଜୀ ନବବର୍ଷ : କେଶରୀୟା ହିନ୍ଦୁ ବାହିନୀ ବଲା‌ଙ୍ଗିର ପରିବାର ତରଫରୁ ଜିଲ୍ଲାର ବିଶିଷ୍ଟ ପ୍ରଶାସନିକ…

ବଲା‌ଙ୍ଗିର, (କେପିଏନ୍‌ଏସ୍‌) : ଇଂରାଜୀ ନବବର୍ଷ ଉପଲକ୍ଷେ କେଶରୀୟା ହିନ୍ଦୁ ବାହିନୀର ଜି‌ଲ୍ଲା ସଭାପତି ସନ୍ତାେଷ ଭୋଲ‌ଙ୍କ ନେତୃତ୍ୱରେ ବଲା‌ଙ୍ଗିର ଜିଲ୍ଲାର ବିଶିଷ୍ଟ ପ୍ରଶାସନିକ ଅଧିକାରୀ ଏସ୍‌ପି, ଉପଜିଲ୍ଲାପାଳ, ପିଡବ୍ଲ୍ୟୁଡି ଇଂଜିନିୟର, ଏସଡିପିଓ, ଟାଉନ୍ ଥାନା ଆଇଆଇସି, ସଦର ଆଇଆଇସି
Read More...

ଓଡିଶା ପ୍ରଶାସନିକ ସେବା ଗ୍ରୁପ-କ (କନି‌ଷ୍ଠ ଶାଖା)କୁ ପଦୋନ୍ନତି ପାଇଲେ ଆ‌ର୍ତ୍ତତ୍ରାଣ ଥାଟି

ସୁବ‌ର୍ଣ୍ଣପୁର, (ପ୍ରଭୁଦ‌ତ୍ତ ରଥ) : ସରକାର ୬୯ ଜଣ ଓଡିଶା ରାଜସ୍ୱ ସେବା ଅଧିକାରୀଙ୍କୁ ଓଡିଶା ପ୍ରଶାସନିକ ସେବା ଗ୍ରୁପ-କ (କନି‌ଷ୍ଠ ଶାଖା)କୁ ପଦୋନ୍ନତି ଦେଇଛନ୍ତି । ଏହି କ୍ରମରେ ସୁବ‌ର୍ଣ୍ଣପୁର ଜିଲ୍ଲାର ସହକାରୀ ଜି‌ଲ୍ଲାପାଳ ଆ‌ର୍ତ୍ତତ୍ରାଣ ଥାଟି ମଧ୍ୟ ପଦୋନ୍ନତି ପାଇଛନ୍ତି । ତାଙ୍କ
Read More...

୮୪ଟି ୧୦୮ ଆମ୍ବୁଲାନ୍ସର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ରାଜ୍ୟରେ ଜରୁରୀ ସ୍ୱାସ୍ଥ୍ୟ ସେବାକୁ ଆହୁରି ସୁଦୃଢ କରାଯିବା ପାଇଁ ନୂଆବର୍ଷରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ୮୪ଟି ନୂଆ ତଥା ଅତିରିକ୍ତ ୧୦୮ ଆମ୍ବୁଲାନ୍ସକୁ ଲୋକାର୍ପିତ କରିଛନ୍ତି । ଏଜି ଛକସ୍ଥିତ ପରିବହନ ଭବନ ପରିସରରୁ ଭିଡିଓ କନଫରେନ୍ସ ମାଧ୍ୟମରେ ଏହାର ଉଦଘାଟନ
Read More...

ରାଜ୍ୟରେ ଆଜି ୨୪୫ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ ଆଜି ୨୪୫ ନୂଆ କରୋନା ଆକ୍ରାନ୍ତ ଆଜି ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୧୩୯ ଜଣ କ୍ୱାରେନ୍‌ଟାଇନ୍‌ରୁ ଏବଂ ୧୦୬ ଜଣ ଅଂଚଳିକ ସଂକ୍ରମଣରୁ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ କୁହାଯାଇଛି । ଜିଲ୍ଲା ଅନୁସାରେ
Read More...

ୟୁପିରେ କୁହୁଡ଼ି : ଏକ୍ସପ୍ରେସ ୱେରେ ବଡ ଦୁର୍ଘଟଣା

ବାଗପତ : ଆଜି ସକାଳେ ଦିଲ୍ଲୀ ଏନ୍‌ସିଆର ଏବଂ ପଶ୍ଚିମ ୟୁପିରେ ଘନ କୁହୁଡି ଦେଖାଦେଇଛି । ପଶ୍ଚିମ ୟୁପିର ବାଗପତରେ ଘନ କୁହୁଡ଼ିର ପାର୍ଶ୍ୱ ପ୍ରତିକ୍ରିୟା ମଧ୍ୟ ପରିଲକ୍ଷିତ ହୋଇଛି । କୁହୁଡି ଯୋଗୁଁ ଆଜି ସକାଳେ ଇଷ୍ଟର୍ଣ୍ଣ ପେରିଫେରାଲ୍ ଏକ୍ସପ୍ରେସ ୱେରେ ଏକ ବଡ଼ ଦୁର୍ଘଟଣା ଘଟିଛି । କୁହୁଡି
Read More...

କୋଶଲ ଭଞ୍ଜ କବି ରସିକ ବେହେରାଙ୍କ ତିନୋଟି କାବ୍ୟ ଉନ୍ମୋଚିତ

ଗାଇସିଲାଟ : (ପୁସ୍ତମ ଯୁଆଡି) : କୋଶଲ ଭଞ୍ଜ କବି ରସିକ ବେହେରାଙ୍କ କୋଶଲି/ସମ୍ବଲପୁରୀ କାବ୍ୟ ଧରସା ଜୀବନର ସର୍‌ସା ଏବଂ ଓଡ଼ିଆ କାବ୍ୟ 'ପ୍ରାଚୀନ ପ୍ରାଚୀ ରୂପା ରାସଯାତ୍ରା' ଓ 'ଜନମ ଭୂଇଁ' କବିଙ୍କ ଗ୍ରାମ ନୂଆପାଲିଠାରେ ଉନ୍ମୋଚିତ ହୋଇଯାଇଛି । ଗଙ୍ଗାଧର ସାହିତ୍ୟ ସଂସଦ ଗାଇସିଲାଟର
Read More...

ଦାୟି‌ତ୍ୱ ଗ୍ରହଣ କଲେ ମୁଖ୍ୟ ଶାସନ ସଚିବ ଭାବେ ବରିଷ୍ଠ ଆଇଏଏସ୍ ଅଧିକାରୀ ସୁରେଶ ଚନ୍ଦ୍ର ମହାପାତ୍ର

ଭୁବନେଶ୍ୱର : ନୂଆ ମୁଖ୍ୟ ଶାସନ ସଚିବ ଭାବେ ବରିଷ୍ଠ ଆଇଏଏସ୍ ଅଧିକାରୀ ସୁରେଶ ଚନ୍ଦ୍ର ମହାପାତ୍ର ଆଜି ଦାୟିତ୍ବ ଗ୍ରହଣ କରିଛନ୍ତି । ଅସିତ ତ୍ରିପାଠୀ ଅବସର ଗ୍ରହଣ କରିବା ପରେ ସେ ଏହି ପଦରେ ଅବସ୍ଥାପିତ ହୋଇଛନ୍ତି । ୧୯୮୬ ବ୍ୟାଚର ଆଇଏଏସ୍ ସୁରେଶ ମହାପାତ୍ର ୧୪ ମାସ ଅର୍ଥାତ ୨୦୨୨
Read More...

ସରକାରଙ୍କ ସହ କୃଷକଙ୍କ ଅଷ୍ଟମ ରାଉଣ୍ଡ ଆଲୋଚନାର ପ୍ରସ୍ତୁତି ପାଇଁ ଆଜି ୮୦ଟି ସଂଗଠନ ସାମିଲ୍‌ ହେବେ ଏକ ବୈଠକରେ

ନୂଆଦିଲ୍ଲୀ : ଆଜି ହେଉଛି କୃଷକ ଆନ୍ଦୋଳନର ୩୭ ତମ ଦିନ । କୃଷକ ଏବଂ ସରକାରଙ୍କ ମଧ୍ୟରେ ସପ୍ତମ ରାଉଣ୍ଡ ଆଲୋଚନାରେ ସମ୍ପୂର୍ଣ୍ଣ ସମାଧାନ ହୋଇପାରିଲା ନାହିଁ । କିନ୍ତୁ ବିବାଦର ଦୁଇଟି ପ୍ରସଙ୍ଗରେ ସହମତି ପ୍ରକାଶ ପାଇଲା । ବର୍ତ୍ତମାନ ସମ୍ପୂର୍ଣ୍ଣ ସମାଧାନ ପାଇଁ ଜାନୁଆରୀ ୪ରେ ଅଷ୍ଟମ ରାଉଣ୍ଡ
Read More...