ପଦ୍ମନାଭ ପୁରୋହିତଙ୍କ ଓଡିଶା ପ୍ରଶାସନିକ ସେବା ଗ୍ରୁପ-କ (କନିଷ୍ଠ ଶାଖା)କୁ ପଦୋନ୍ନତି
ବଲାଙ୍ଗିର, (କେପିଏନ୍ଏସ୍) : ସରକାର ଆଜି ୬୯ ଜଣ ଓଡିଶା ରାଜସ୍ୱ ସେବା ଅଧିକାରୀଙ୍କୁ ଓଡିଶା ପ୍ରଶାସନିକ ସେବା ଗ୍ରୁପ-କ (କନିଷ୍ଠ ଶାଖା)କୁ ପଦୋନ୍ନତି ଦେଇଛନ୍ତି । ସରକାରଙ୍କର ସ୍ୱଚ୍ଛତା ଏବଂ ୫ଟି ର କାର୍ୟ୍ୟକାରିତାର ସଫଳ ରୂପାୟନ ପାଇଁ ଅଧିକାରୀଙ୍କ ଆବଶ୍ୟକତା ପୁରଣ କରିବ । ବଲାଙ୍ଗିର!-->…
Read More...
Read More...