pr

ଆଜି ଇଂରାଜୀ ନବବର୍ଷ : କେଶରୀୟା ହିନ୍ଦୁ ବାହିନୀ ବଲା‌ଙ୍ଗିର ପରିବାର ତରଫରୁ ଜିଲ୍ଲାର ବିଶିଷ୍ଟ ପ୍ରଶାସନିକ ଅଧିକାରୀମାନ‌ଙ୍କୁ ସାକ୍ଷାତ

dr. purohit

ବଲା‌ଙ୍ଗିର, (କେପିଏନ୍‌ଏସ୍‌) : ଇଂରାଜୀ ନବବର୍ଷ ଉପଲକ୍ଷେ କେଶରୀୟା ହିନ୍ଦୁ ବାହିନୀର ଜି‌ଲ୍ଲା ସଭାପତି ସନ୍ତାେଷ ଭୋଲ‌ଙ୍କ ନେତୃତ୍ୱରେ ବଲା‌ଙ୍ଗିର ଜିଲ୍ଲାର ବିଶିଷ୍ଟ ପ୍ରଶାସନିକ ଅଧିକାରୀ ଏସ୍‌ପି, ଉପଜିଲ୍ଲାପାଳ, ପିଡବ୍ଲ୍ୟୁଡି ଇଂଜିନିୟର, ଏସଡିପିଓ, ଟାଉନ୍ ଥାନା ଆଇଆଇସି, ସଦର ଆଇଆଇସି ଏବଂ ତୁଷୁରା ଆଇଆଇସି‌ଙ୍କୁ ସୌଜନ୍ୟ ମୂଳକ ସାକ୍ଷାତ କରି ପୁଷ୍ପଗୁଚ୍ଛ ଦିଆଯାଇଥିଲା । ଏଥିରେ ସନ୍ତାେଷ ସାହୁ, କବିତ୍ର ସାହୁ, ଶଙ୍କର୍ଷଣ ଆଚାର୍ଯ୍ୟ ଏବଂ ପ୍ରଦୀପ ସାହୁ ପ୍ରମୁଖ ଯୋଗଦାନ କରିଥିଲେ ।

nrusinghnath
Leave A Reply

Your email address will not be published.