Daily Archives

ନବଜୀବନ ବିଦ୍ୟାପୀଠର ସହ ଶିକ୍ଷୟତ୍ରୀଙ୍କ ଦେହାନ୍ତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ଅପରାହ୍ନରେ ନବଜୀବନ ବିଦ୍ୟାପୀଠ, ବଲାଙ୍ଗିରର ସହ ଶିକ୍ଷୟତ୍ରୀ ସୁପ୍ରଭା ବାରିକଙ୍କ ଡୁଙ୍ଗୁରିପଡା ସ୍ଥିତ ଖ୍ରୀଷ୍ଟିୟ ସମାଧି ସ୍ଥଳରେ ଖ୍ରୀଷ୍ଟିୟ ରୀତିରେ ସମାଧିକାର୍ଯ୍ୟ ସମ୍ପନ୍ନ ହୋଇଯାଇଅଛି । ପ୍ରକାଶ ଯୋଗ୍ୟ ଯେ, ଗତ ୩୧.୧୨.୨୦୨୦ ଦିନ ଅପରାହ୍ନରେ
Read More...

ଝୁଲନ୍ତା ଅବସ୍ଥାରେ ଅଚିହ୍ନା ଯୁବକଙ୍କ ମୃତ ଦେହ ଉଦ୍ଧାର

କଂଟାବାଂଜି, (ମନିଶ କୁମାର ହଂସ) : କଂଟାବାଂଜି-ତୁରେକେଲା ରାସ୍ତାରେ ଦାବିରୀ ନିକଟରେ ଏକ ଗୋହରିଆ ଗଛରୁ ଝୁଲନ୍ତା ଅବସ୍ଥାରେ ଜଣେ ଅଚିହ୍ନା ଯୁବକଙ୍କ ମୃତ ଦେହ ଉଦ୍ଧାର ହୋଇଥିବା ଖବର ମିଳିଛି । ତେବେ ମୃତ ଯୁବକଙ୍କ ବୟସ ୨୪ରୁ ୨୫ ବର୍ଷ ହେବ ବୋଲି ଅନୁମାନ କରାଯାଉଛି । ତେବେ ଗାଁ ଲୋକେ ଗଛରେ
Read More...

୩୦ ମାସ ହେଲା ଦରମା ପାଇ ନାହାନ୍ତି ପାଣି ପମ୍ପ ଚାଳକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଳକ ଟେମରୀ ଗ୍ରାମ ପଞ୍ଚାୟତରେ ପାନୀୟ ଜଳ ଯୋଗାଣ ପାଇଁ ରତନ ହରିପାଲ ୨୦୧୨ ମସିହାରୁ ପାଣି ପମ୍ପ ଚାଳକ ତଥା ନଳକୂପ ମରାମତି ଦାୟିତ୍ୱରେ କାମକରି ଆସୁଛନ୍ତି । ହେଲେ ବିଗତ ଜୁଲାଇ ୧ ତାରିଖ ୨୦୧୮ ମସିହା ଠାରୁ ଡିସେମ୍ବର ୨୯
Read More...

କୋଭିଡରେ ମୃତ୍ୟୁବରଣ କରିଥିବା ଅସହାୟଙ୍କ ଶବ ସତ୍କାର କଲା ସଂକଳ୍ପ ପରିବାର

ବରଗଡ଼, (ନିରୋଜ କୁମାର ପାଣୀ) : ବରଗଡ଼ ସଂକଳ୍ପ ପରିବାର ସାହାଯ୍ୟରେ ଆଜି ପିପଲମୁଣ୍ଡା ସ୍ଥିତ କୋଭିଡ ସ୍ୱର୍ଗଦ୍ୱାରରେ ଏକ ଶବ ସତ୍କାର କରାଯାଇଛି । ମୃତ ବ୍ୟକ୍ତି ଜଣକ ହେଲେ ପଦ୍ମପୁର ବ୍ଲକ ଅନ୍ତର୍ଗତ ମେଲଛାମୁଣ୍ଡା ଗ୍ରାମର ଆଦିତ୍ୟ ପ୍ରସାଦ ଭୁଏ । ବୟସ- ୫୮ବର୍ଷ । ସେ ମେଲଛାମୁଣ୍ଡା ପୋଷ୍ଟ
Read More...

ପରମେଶ୍ୱର ମୁଣ୍ଡ ଡଟ୍ ଇନ୍ ଲୋକାର୍ପିତ

ଭବାନୀପାଟଣା, (କେପିଏନ୍‌ଏସ୍‌) : ବିଶିଷ୍ଟ ଲୋକସଂସ୍କୃତି ଗବେଷକ, ନାଟ୍ୟକାର, ନିର୍ଦ୍ଦେଶକ, ଭାଷାବିତ୍‌, କବି, ଅଧ୍ୟାପକ ପରମେଶ୍ୱର ମୁଣ୍ଡଙ୍କ ପୋର୍ଟଫୋଲିଓ ୱେବ୍‌ସାଇଟ୍ ପରମେଶ୍ୱରମୁଣ୍ଡ.ଇନ୍ (www.parameswarmund.in) ଲୋକାର୍ପିତ ହୋଇଯାଇଛି । ଭବାନୀପାଟଣା ହିଲ୍‌ଟାଉନ୍‌ରେ ଏକ
Read More...

୭୦ ବର୍ଷ ବୟସ୍କ ବୃଦ୍ଧାଙ୍କୁ ଭତ୍ତା ମିଳୁନାହିଁ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପରିଣତି ବୟସରେ ବୃଦ୍ଧ ବୃଦ୍ଧାଙ୍କୁ ବାର୍ଦ୍ଧକ୍ୟ ଭତ୍ତା ପ୍ରଦାନ କରିବା ପାଇଁ ସରକାର ପକ୍ଷରୁ ବିଭିନ୍ନ ଯୋଜନା ପ୍ରଣୟଣ କରୁଛନ୍ତି । ହେଲେ ସରକାରୀ ବାବୁ ହେଉ କି ପଞ୍ଚାୟତ ପ୍ରଶାସନର ଦୂର ଦୃଷ୍ଟି ଅଭାବରୁ ପ୍ରକୃତ ହିତାଧିକାରୀ ସରକାରୀ ଯୋଜନାରୁ ବଞ୍ଚିତ
Read More...

ଦଶମ ଓ ଦ୍ୱାଦଶ ଶ୍ରେଣୀ ପାଠ ପଢ଼ା ଜାନୁଆରୀ ୮ରୁ ଆରମ୍ଭ ହେବ : ୧୦୦ ଦିନ ହେବ ପାଠପଢ଼ା

ଭୁବନେଶ୍ୱର, (କେପିଏନ୍‌ଏସ୍‌) ; କୋଭିଡ଼୍‌ କଟକଣା ଯୋଗୁଁ ଶିକ୍ଷାନୁଷ୍ଠାନଗୁଡ଼ିକ ବନ୍ଦ ଥିବା ବେଳେ ରାଜ୍ୟ ସରକାର ଆସନ୍ତା ୮ ତାରିଖରୁ ସ୍କୁଲ ଖୋଲିବାକୁ ଯାଉଛନ୍ତି । ତେବେ କେବଳ ଦଶମ ଓ ଦ୍ୱାଦଶ ଶ୍ରେଣୀରେ ପଢ଼ୁଥିବା ଛାତ୍ରଛାତ୍ରୀମାନେ ପଢ଼ିବାକୁ ଯିବେ । ମାଧ୍ୟମିକ ଶିକ୍ଷା ବୋର୍ଡ ଓ
Read More...

ବନ୍ଧଗୋରା ଧବଳେଶ୍ବର ମନ୍ଦିରରେ ସଫେଇ କାର୍ଯ୍ୟକ୍ରମ

ବୌଦ୍ଧ, (ବଂଶୀଧର ମାଝୀ) : କୋଭିଡ କଟକଣା ଯୋଗୁଁ ମନ୍ଦିର ମାନଙ୍କରେ କୌଣସି ଉତ୍ସବ ବା ବ୍ରତ ପାଳନ ହେଉନାହିଁ ତେଣୁ ମନ୍ଦିର ମାନଙ୍କର ପରିବେଶ ସେତେଟା ସ୍ବଚ୍ଛ ରହୁନାହିଁ । ଘଣ୍ଟାପଡା ଅଞ୍ଚଳର ମନ୍ଦିର ପରିବେଶକୁ ସ୍ବଚ୍ଛ ରଖିବା ପାଇଁ ସ୍ଥାନୀୟ ଅଞ୍ଚଳର କିଛି ଉତ୍ସାହୀ ଯୁବକ ନବବର୍ଷ ପ୍ରଥମ
Read More...

ସତ୍ୟଭାମା ସିଂହଙ୍କ ପରଲୋକ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ଜାରାସିଂହା ଗାଁର ଶ୍ରୀମତୀ ସତ୍ୟଭାମା ସିଂହ(୭୮) ଶନିବାର ସକାଳ ୫ଟାରେ ମୃତ୍ୟୁ ବରଣ କରିଛନ୍ତି । ମୃତ୍ୟୁ ସମୟରେ ତାଙ୍କ ସ୍ବାମୀ ମଳୟ କିଶୋର ସିଂହ, ବଡ଼ପୁଅ ଉମା ଶଙ୍କର ସିଂହ ସହ ଅନ୍ୟ ତିନି ପୁଅ, ପୁତ୍ର ବଧୂ, ଝିଅ ଜ୍ୱଇଁ, ନାତି ନାତୁଣୀ
Read More...

ଆଇଆଇଏମ ସମ୍ବଲପୁରର ସ୍ଥାୟୀ କ୍ୟାମ୍ପସ ପାଇଁ ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ

• ଆତ୍ମନିର୍ଭର ଭାରତରେ ଯୋଗଦାନ ନିମନ୍ତେ ଛାତ୍ରଛାତ୍ରୀଙ୍କୁ ଆହ୍ୱାନ• ଦେଶର ଆଶାଆକାଂକ୍ଷା ସହିତ ନିଜ କ୍ୟାରିଅରକୁ ଯୋଡ଼ିବା ନିମନ୍ତେ ଆଇଆଇଏମ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ନୂଆଦିଲ୍ଲୀ / ସ‌ମ୍ବଲପୁର, (ପିଆଇବି) : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନଫରେନ୍ସିଂ
Read More...