Daily Archives

ଟେଣ୍ଟ ମାଲିକ ସଂଘର ବୈଠକ ଶ୍ରୀ ଶ୍ରୀ ନୃସିଂହନାଥ ପୀଠ ଠାରେ ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ତ ଟେଣ୍ଟ ମାଲିକ ସଂଘର ଏକ ବୈଠକ ଶ୍ରୀ ଶ୍ରୀ ନୃସିଂହନାଥ ପୀଠ ଠାରେ ଅନୁଷ୍ଠିତ ହୋଇଥିଲା । ଉକ୍ତ ବୈଠକରେ ରାମ ନାରାୟଣ ଦାଶ ସଭାପତିତ୍ବରେ କରିଥିଲେ । ବରଗଡ଼ ଜିଲ୍ଲା ସଭାପତି କ୍ଷୀରୋଦ୍ର ଶତପଥୀ, ସଂପାଦକ ବାବୁ ପ୍ରଧାନ, ରାଜ କୁମାର ଛତରିଆ,
Read More...

ଭାରତୀୟ ଜନତା ପାର୍ଟି ମହିଳା ମୋର୍ଚ୍ଚା ତରଫରୁ ପରୀ ସ୍ମୃତିରେ ଦୀପ ପ୍ରଜ୍ୱଳନ କାର୍ଯ୍ୟକ୍ରମ ଅନୁଷ୍ଠିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ଭାରତୀୟ ଜନତା ପାର୍ଟି ମହିଳା ମୋର୍ଚ୍ଚା ତରଫରୁ ବିଧାନସଭା ସ୍ତରୀୟ ଏକ କାର୍ଯ୍ୟକ୍ରମ ସ୍ଥାନୀୟ ପାଟଣେଶ୍ୱରୀ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଥିଲା । କାର୍ଯ୍ୟକ୍ରମରେ ନୟାଗଡ଼ରେ ହୋଇଥିବା ପରୀ କାଣ୍ଡକୁ ବିରୋଧ କରି ଏବଂ ପରୀର ସ୍ମୃତିରେ ଏକ ଦୀପ
Read More...

ଟିଟିଲାଗଡ଼ ନିର୍ବାଚନ ମଣ୍ଡଳୀର ସରପଞ୍ଚ ମାନଙ୍କୁ ନେଇ ବନ୍ଧୁ ମିଳନ

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ଗୁଡ଼ଭେଳା ପଞ୍ଚାୟତ ସମିତି ଅନ୍ତର୍ଗତ ଋଷୁଡା ପଞ୍ଚାୟତ ପରିସରରେ ଟିଟିଲାଗଡ଼ ନିର୍ବାଚନ ମଣ୍ଡଳୀ ସ୍ତରୀୟ ଜିଏସ୍‌ଟି ସରପଞ୍ଚ ସଂଘର ବାର୍ଷିକ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ସରକାରଙ୍କ ଲୋକାଭିମୁଖୀ ଯୋଜନା ଗୁଡ଼ିକ କିପରି
Read More...

୧୫ତମ ଜୟ ଜଗନ୍ନାଥ କ୍ରିକେଟ ପ୍ରତିଯୋଗିତା ଉଦ୍‌ଯାପିତ : ବୀରାମୁଣ୍ତାକୁ ହରାଇ ଅର୍ଜୁନପୁର ଚାମ୍ପିଅନ୍

ବୌଦ୍ଧ, (ବଂଶୀଧର ମାଝୀ) : କଣ୍ଟାମାଳ ବ୍ଳକ କୁଲୁତାଯୋର ପଞ୍ଚାୟତ ଜୟ ଜଗନ୍ନାଥ କ୍ରିକେଟ କ୍ଲବ ଫାସେଡ ଦ୍ବାରା ଆୟୋଜିତ ୧୫ତମ କ୍ରିକେଟ ପ୍ରତିଯୋଗିତା ଶୁକ୍ରବାର ଉଦ୍‌ଯାପିତ ହୋଇଯାଇଛି । ସ୍ଥାନୀୟ ଖେଳ ପଡ଼ିଆରେ ଚାଲିଥିବା କ୍ରିକେଟ ପ୍ରତିଯୋଗିତାର ଫାଇନାଲ ଖେଳ ଅର୍ଜୁନପୁର ଓ ବୀରାମୁଣ୍ତା
Read More...

ଉଦୟନାଥ ଫର୍ଣ୍ଣିଚରର ୧୪ତମ ଲକି ଡ୍ର’ ଉଠାଣ

ପଦ୍ମପୁର, (ନିରୋଜ କୁମାର ପାଣୀ) : ସ୍ଥାନୀୟ କପସିଲା ରୋଡ଼ସ୍ଥିତ ଉଦୟନାଥ ଫର୍ଣ୍ଣିଚର ଦ୍ୱାରା ଆରମ୍ଭ କରାଯାଇଥିବା ମାସିକ ଯୋଜନାର ୧୪ତମ ଲକି ଡ୍ର' ଆଜି ସଂଧ୍ୟାରେ ଉଠାଣ ହୋଇଯାଇଛି । ଏହି ଉଠାଣର ବିଜେତା ହେଉଛନ୍ତି ବରପାଲିର ସୁବୋଧ ଭୋଇ । ଏହି ଉଠାଣ କାର୍ୟ୍ୟକ୍ରମରେ ରୋହିତ କୁମାର
Read More...

ଗ୍ରାମ୍ୟ ଜଙ୍ଗଲ ଜବରଦଖଲ ଅଭିଯୋଗର ସତ୍ୟତା ଅନୁସନ୍ଧାନ କଲେ ଆର୍‌ଆଇ

ବୌଦ୍ଧ, (ବଂଶୀଧର ମାଝୀ) : କଣ୍ଟାମାଳ ବନାଞ୍ଚଳ ଅନ୍ତର୍ଗତ ନାରାୟଣପ୍ରସାଦ ସେକ୍ସନ ଅଧୀନ ରିଙ୍ଗାପଡା ବିଟ୍‌ର ରିଙ୍ଗାପଡା ଗ୍ରାମରେ ସଂରକ୍ଷିତ ରହିଥିବା ଗ୍ରାମ୍ୟ ଜଙ୍ଗଲ ଯାହାର ଖାତା ନଂ.୧୧୧ ଏବଂ ପ୍ଲଟ ନଂ. ୫୦୫, ୮୦୨ ଓ ୮୨୨ରେ ଥିବା ୮୬.୬୦ ଏକର ଗ୍ରାମ୍ୟ ଜଙ୍ଗଲ ରହିଛି । ସେଥି ମଧ୍ୟରେ
Read More...

ଉତ୍କଳ ଗ୍ରାମୀଣ ବ୍ୟାଙ୍କ କର୍ମଚାରୀ ସଂଘର କାଯ୍ୟକାରିଣୀ ବୈଠକ : ସଂଘକୁ ଦୁର୍ବଳ କରିବାର ଅପଚେଷ୍ଟା କରାଯାଉଛି, ଦାବୀ…

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଉତ୍କଳ ଗ୍ରାମୀଣ ବ୍ୟାଙ୍କ କର୍ମଚାରୀ ସଂଘର ସଭାପତି ସତ୍ୟନାରାୟଣ ମିଶ୍ରଙ୍କ ସଭାପତିତ୍ୱରେ ଏକ କାର୍ୟ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଦୀର୍ଘ ସମୟ ଆଲୋଚନା ପରେ ମଧ୍ୟ ବ୍ୟାଙ୍କ କର୍ତୃପକ୍ଷ ଯଦି ଆଗମୀ ଦିନରେ ତାଙ୍କର ମନୋଭାବରେ ପରିବର୍ତନ
Read More...

ବିଦ୍ୟାଳୟ ଖୋଲିବାରୁ ସଭିଙ୍କ ମନରେ ଖୁସିର ସୂର୍ୟ୍ୟୋଦୟ ହୋଇଛି

ବୌଦ୍ଧ, (ବଂଶୀଧର ମାଝୀ) : କରୋନା କଟକଣା ଯୋଗୁଁ ସରକାର ସମସ୍ତ ବିଦ୍ୟାଳୟକୁ ବନ୍ଦ ରଖିଥିଲେ ଦୀର୍ଘ ୧୦ ମାସ ବ୍ୟବଧାନ ପରେ ଦଶମ ଓ ଦ୍ବାଦଶ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ପାଇଁ ଶିକ୍ଷାଦାନ ଆରମ୍ଭ ହୋଇଛି । ଏହି ଅବସରରେ କଣ୍ଟାମାଳ ବ୍ଲକର ଖୁଣ୍ଟିଗୋରା ପଞ୍ଚାୟତ ଉଚ୍ଚ ବିଦ୍ୟାଳୟକୁ ଆମ
Read More...

ଇଣ୍ଡୋନେସିଆ ବିମାନ ଦୁର୍ଘଟଣା ନେଇ ପ୍ରଧାନମନ୍ତ୍ରୀଙ୍କ ଶୋକ

ନୂଆଦିଲ୍ଲୀ, (ପିଆଇବି) : ଇଣ୍ଡୋନେସିଆ ବିମାନ ଦୁର୍ଘଟଣା ଜନିତ ମୃତାହତ ନେଇ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଗଭୀର ଶୋକ ବ୍ୟକ୍ତ କରିଛନ୍ତି । ଏକ ଟ୍ଵିଟରେ ପ୍ରଧାନମନ୍ତ୍ରୀ କହିଛନ୍ତି, “ଇଣ୍ଡୋନେସିଆର ଏହି ଦୁର୍ଭାଗ୍ୟପୂର୍ଣ୍ଣ ବିମାନ ଦୁର୍ଘଟଣାରେ ଜୀବନ ହରାଇଥିବା ବ୍ୟକ୍ତିଙ୍କ
Read More...

ଜିଲ୍ଲା ଯୁବ କୁଲୁତା ସମାଜ ପକ୍ଷରୁ କମ୍ବଳ ବଣ୍ଟନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ମହିମୁଣ୍ଡା ଗ୍ରାମର ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ବଲାଙ୍ଗିର ଜିଲ୍ଲା ଯୁବ କୁଲୁତା ସମାଜ ସଭାପତି ଅସୀମ କୁମାର ଭୋଇଙ୍କ ନେତୃତ୍ୱରେ କମ୍ବଳ ବଣ୍ଟନ କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମହିମୁଣ୍ଡା, ସିରାବାହାଲ ଓ ଡାର୍ହମାଲର ୫୦ ଜଣ ଅସହାୟ
Read More...