Daily Archives

ନେତାଜୀ ସଂଗ୍ରାମୀ ପରିଷଦ ତରଫରୁ ସୁବାଷ ଜୟନ୍ତୀ ପାଳିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ନେତାଜୀ ସଂଗ୍ରାମୀ ପରିଷଦର ୩୦ ତମ ପ୍ରତିଷ୍ଠା ଦିବସ ସ୍ଥାନୀୟ ସାମ୍ବାଦିକ ଭବନଠାରେ ପାଳିତ ହୋଇଯାଇଛି । ଏହି ଅବସରରେ ନେତାଜୀ ସୁବାଷ ଚନ୍ଦ୍ର ବୋଷ ଓ ମାଟିର ପୁଅ ବୀର ସୁରେନ୍ଦ୍ର ସାଏଙ୍କ ‌ସ୍ମୃତି ଚାରଣ କରିବା ସହିତ ଉଭୟଙ୍କ ଜନ୍‌ନ୍ମଦିନ ପାଳନ
Read More...

ଲୁହାଖାନରେ ଦୁଇ ବର୍ଷ ହେଲା ଅକ୍ଷମ ହୋଇ ପଡି ରହିଛି ନଳକୂପ

ପଦ୍ମପୁର, ( ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ରାଜବୋଡାସମର ବ୍ଲକ ଅନ୍ତର୍ଗତ ବୁଡାମାଲ ଗ୍ରାମ ପଞ୍ଚାୟତ ଲୁହାଖାନ ଗ୍ରାମରେ ଏକ ନଳକୂପ ପ୍ରାୟ ଦୁଇ ବର୍ଷ ହେବ ପଡି ରହିଛି । ଦୁଃଖର ବିଷୟ ଏହି ଯେ, ଏହି ନଳକୂପର ପାଇପ ଫାଟି ଯାଇଥିବାରୁ ତାହା ଅକ୍ଷମ ହୋଇ ପଡି ରହିଛି ବର୍ଷ ବର୍ଷ ଧରି ।
Read More...

ଜାମସେଠରେ ପରାକ୍ରମ ଦିବସ ପାଳିତ ଓ ଏକ ଦିନିଆ ନେତାଜୀ କପ କ୍ରିକେଟରେ : ‌ୱାଇଟ ସ୍ଫୋଟିଂ ଚମ୍ପିୟାନ

ପଦ୍ମପର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଳ ବ୍ଳକ ଜାମସେଠ ଗ୍ରାମରରେ ନେତାଜୀ ଯୁବକ ସଂଘ ସଭାପତି ହେମନ୍ତ ପ୍ରଧାନଙ୍କ ସଭାପତିତ୍‌ତ୍ୱରେ ପରାକ୍ରମ ଦିବସ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ କ୍ଳବ ସଭାପତି ହେମନ୍ତ ପ୍ରଧାନ, ଉପ ସଭାପତି ଆର୍ତ୍ତତ୍ରାଣ ସାହୁ, ସମ୍ପାଦକ
Read More...

ଛେଳି ଚରାକୁ ନେଇ ୨ ଗୋଷ୍ଠୀ ମଧ୍ୟରେ ସଂଘର୍ଷ : କଥା କଟାକଟି ପରେ ଘରକୁ ଆସି କୋଦାଳରେ ଛେଚି ଜଣକୁ ହତ୍ୟା : ଅନ୍ୟ ଜଣେ…

ଦେଓଗାଁ, (ମନୀଷ କୁମାର ସାହୁ): ଦେଓଗାଁ ଥାନା ଜରାସିଂହାରେ ଶନିବାର ୫ଟା ସମୟରେ ଛେଳି ଚରାଇବାକୁ ନେଇ ଦୁଇ ଜଣଙ୍କ ମଧ୍ୟରେ ଝଗଡ଼ା ହେବାରୁ ପରେ ଏହା ଗୋଷ୍ଠି ସଂଘର୍ଷର ରୁପ ନେଇଥିବା ଜଣାପଡ଼ିଛି। ଜଣକୁ ଖୋଦାଳରେ ହାଣି ହତ୍ୟା କରିଥିବା ବେଳେ ଅନ୍ୟ ଜଣେ ବଲାଙ୍ଗୀର ହସ୍ପିଟାଲରେ ମୃତ୍ୟୁବରଣ
Read More...

ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୫ତମ ଜୟନ୍ତୀ ଅବସରରେ ସଂସ୍କୃତି ମନ୍ତ୍ରଣାଳୟ ପକ୍ଷରୁ ବିଶେଷ କାର୍ଯ୍ୟକ୍ରମ ଆୟୋଜିତ

ନେତାଜୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନୂଆଦି‌ଲ୍ଲୀ, (ପିଆଇବି) : ଭାରତ ସରକାରଙ୍କ ସଂସ୍କୃତି ମନ୍ତ୍ରଣାଳୟ ଅଧୀନ ଦକ୍ଷିଣ ମଧ୍ୟ କ୍ଷେତ୍ର ସାଂସ୍କୃତିକ କେନ୍ଦ୍ର, ନାଗପୁର ପକ୍ଷରୁ ‘ଏକ ଭାରତ ଶ୍ରେଷ୍ଠ ଭାରତ’ ଯୋଜନା ଅନ୍ତର୍ଗତ “ନେତାଜୀ ସୁଭାଷ
Read More...

ଦୁଇ ବିପ୍ଲବୀଙ୍କ ଜୟନ୍ତୀ ପାଳିତ

ସଇଁନ୍ତଲା, (ଅଜିତ କୁମାର ସାହୁ) : ଆଜି ସଇଁନ୍ତଲା ବ୍ଲକ ଅନ୍ତର୍ଗତ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ଡେଙ୍ଗ ଠାରେ ଦୁଇ ମହାନ ସ୍ୱତନ୍ତ୍ରତା ସଂଗ୍ରାମୀ ତଥା ଦେଶଭକ୍ତ, ଭାରତ ମୁକ୍ତି ସଂଗ୍ରାମର ଅବିସ୍ମରଣୀୟ ଯୋଦ୍ଧା ବୀର ସୁରେନ୍ଦ୍ର ସାଏ ଓ ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତୀ ପାଳିତ
Read More...

ବୀର ସୁରେନ୍ଦ୍ର ସାଏ ଜୟନ୍ତୀ ପାଳିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ସ୍ଥିତ ଗୋଁଣ୍ଡୱାନା ଗୋଁଣ୍ଡ ଭବନଠାରେ ଆଜି ଅପରାହ୍ନ ୩.୧୫ମି ସମୟରେ ସ୍ୱାଧୀନତା ସଂଗ୍ରାମୀ ବୀର ପୁରୁଷ ସୁରେନ୍ଦ୍ର ସାଏଙ୍କ ୧୨୧ତମ ଜନ୍ମ ଜୟନ୍ତୀ ପାଳିତ ହୋଇଯାଇଛି । ମୁଖ୍ୟବକ୍ତା ଭାବେ କୈାତୁକ ପନ୍ଦର ଯୋଗଦେଇ ତ୍ୟାଗୀ ବୀରଙ୍କ ଜୀବନୀ ଓ
Read More...

ଏକ୍ସନ କମିଟି ତରଫରୁ ଲଳିତ ନାୟକ ସ୍ମୃତିସଭା ଓ ରକ୍ତ ଦାନ ଶିବିର

ବଲାଙ୍ଗିର, (ଦେବାଶିଷ ମିଶ୍ର) :ଆଜି ସ୍ଥାନୀୟ ଆଇନ ମହାବିଦ୍ୟାଳୟ ପ୍ରାଙ୍ଗଣରେ ବଲାଙ୍ଗିର ଏକ୍ସନ କମିଟି ତରଫରୁ ଏକ ରକ୍ତ ଦାନ ଶିବିର ଆୟୋଜନ କରି ସାଥୀ ଲଳୀତ ନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି । ସ୍ୱର୍ଗତ ଳଳିତ ନାୟକ ନିଜ କଲେଜ ଜୀବନରୁ ରକ୍ତଦାନ କାର୍ୟ୍ୟକ୍ରମରେ ଯୋଗଦାନ କରି
Read More...

ବଙ୍ଗୋମୁଣ୍ଡା ନକଆଉଟ ଫୁଟବଲ ଟୁର୍ଣ୍ଣାମେଣ୍ଟ : କାନୁଟକୁ ହରାଇ ଦେବଙ୍ଗ ଦଳ ବିଜୟୀ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲା ବଙ୍ଗୋମୁଣ୍ଡା ବ୍ଲକ ସଦର ଠାରେ ଥିବା ସର୍ବସାଧାରଣ ଖେଳ ପଡିଆରେ ସ୍ୱାମୀ ବିବେକାନନ୍ଦ ପାଠାଗାର ଓ ଆଥଲେଟିକ୍‌ ଆସୋସିଏସନ ଦ୍ୱାରା ଆୟୋଜିତ ହେଉଥିବା ବଙ୍ଗୋମୁଣ୍ଡା ନକ ଆଉଟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଆଜି ପଂଚମ ଦିନରେ ପହଂଚିଛି । ପଂଚମ
Read More...

ତେଲେନପାଲି ଗାଁରେ ରକ୍ତଦାନ ଶିବିର ଅନୁଷ୍ଠିତ

ଖପ୍ରାଖୋଲ, (କ୍ରିଷ୍ଣା ସେଠୀ) : ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଲକର ତେଲେନପାଲିରେ ପଶ୍ଚିମ ଓଡିଶା ଆଦିବାସୀ କଲ୍ୟାଣ ମହାସଂଘ ଓ ସମ୍ବାଦ ଆମ ଓଡିଶା ମିଳିତ ଆନୁକୂଲ୍ୟରେ ରକ୍ତଦାନ ଶିବିର ହେଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ଉପ ଜିଲ୍ଲାପାଳ ପାଟଣାଗଡ ସୋମନାଥ ପ୍ରଧାନ, ସାମ୍ମନିତ ଅତିଥି
Read More...