Daily Archives

ସ୍କୁଲ ଯିବା ପାଇଁ ରାସ୍ତା ନାହିଁ ବିଜୁ ଏକ୍ସପ୍ରେସ ୱେ ଏକ ମାତ୍ର ଭରସା, ଦୁର୍ଘଟଣା ହେଲେ ଦାୟୀ ହେବେ କି ?

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଳ ବ୍ଳକ ଜାମସେଠ ହାଇସ୍କୁଲ ଛାତ୍ରଛାତ୍ରୀ ସ୍କୁଲ ଯିବା ପାଇଁ ରାସ୍ତା ନଥିବାରୁ ବାଧ୍ୟ ହୋଇ ବିଜୁ ଏକ୍ସପ୍ରେସ ୱେରେ ଯିବା ଆସିବା କରୁଛନ୍ତି । ଯାହା ଛାତ୍ରଛାତ୍ରୀଙ୍କ ପାଇଁ ବିପଦ ଘେରି ରହିଛି । ଏହି ରାସ୍ତାରେ ଶହ ଶହ ଗାଡି ଦ୍ରୁତ ଗତିରେ ଯିବା
Read More...

ଛିନ୍ଦେଇକେଲାରେ ଶୁଣ୍ତି ସମାଜର ବୈଠକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ବ୍ଲକ ଛିନ୍ଦେଇକେଲା ଆଞ୍ଚଳିକ ଶୁଣ୍ତି ସମାଜର ଝାରବ‌ନ୍ଧ ବ୍ଲକ କୋତନା ସିନ୍ଧୁଢିପା ଠାରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ଭୂବନେ‌ଶ୍ୱର ସାହୁ ସଭାପତି‌ତ୍ୱ କରିଥିବା ବେଳେ ସମାଜର ବିଭିନ୍ନ ସଂସ୍କାର ମୂଳକ କାର୍ୟ୍ୟକ୍ରମ ହାତକୁ ନିଆ
Read More...

ପାଇକମାଲ ବ୍ଲକ ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘର ବୈଠକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ବ୍ଲକ ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘର ଏକ ବୈଠକ ଅନିଲ କୁମାର କାଲିଆଙ୍କ ସଭାପତିତ୍ବରେ ନୃସିଂହନାଥ ସ୍ଥିତ ଗାୟତ୍ରୀ ମଣ୍ତପ ପରିସରରେ ଅନୁଷ୍ଠିତ ହୋଇଯାଇଛି । ସଭାର ଉଦ୍ଦେଶ୍ୟ ଜ୍ଞାପନ ସହ ସମସ୍ତ ସଭ୍ୟମାନଙ୍କୁ ସ୍ବାଗତ କରିଥିଲେ ଗିରିଶ
Read More...

କାଠଗଣ୍ଡି ବୋଝେଇ ଟ୍ରାକ୍ଟର ଜବତ

କଂଟାବାଂଜି, (ମନୀଷ କୁମାର ହଂସ) : ରବିବାର ସଂଧ୍ୟା ପ୍ରାୟ ୭ଟା ସମୟରେ ସ୍ଥାନୀୟ କେ.ଭି. କଲେଜ ନିକଟରେ କାଠଗଣ୍ଡି ବୋଝେଇ ଟ୍ରାକ୍ଟର ବନ ବିଭାଗ ଦ୍ୱାରା ଜବତ ହୋଇଛି । ମିଳିଥିବା ସୂଚନା ଅନୁସାରେ କଂଟାବାଂଜି ବନ ବିଭାଗ କୌଣସି ସୂତ୍ରରୁ ଖବର ପାଇ ଟ୍ରାକ୍ଟର ନଂ.ଓଡି୦୩ଏସ୍‌-୫୫୯୦ରେ
Read More...

ବଙ୍ଗୋମୁଣ୍ଡା ନକଆଉଟ ଫୁଟବଲ ଟୁର୍ଣ୍ଣାମେଣ୍ଟ : ଫାଇନାଲରେ କଣ୍ଟାବାଞ୍ଜି ଦଳ

ବଙ୍ଗୋମୁଣ୍ଡା, (ଅର୍ଜୁନ କମୁାର ହଂସ) : ବଲାଙ୍ଗିର ଜିଲା ବଙ୍ଗୋମୁଣ୍ଡା ବ୍ଲକ ସଦର ଠାରେ ଥିବା ସର୍ବସାଧାରଣ ଖେଳ ପଡିଆରେ ସ୍ୱାମୀ ବିବେକାନନ୍ଦ ପାଠାଗାର ଓ ଆଥଲେଟିକ ଆସୋସିଏସନ ଦ୍ୱାରା ଆୟୋଜିତ ହେଉଥିବା ବଙ୍ଗୋମୁଣ୍ଡା ନକ ଆଉଟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଆଜି ଷଷ୍ଠ ଦିନରେ ପହଂଚିଛି । ଷଷ୍ଠ
Read More...

ଉତ୍ତରାଞ୍ଚଳ ରାଜସ୍ୱ କମିଶନରଙ୍କ ପାଇକମାଲ ଗ୍ରସ୍ତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଉତ୍ତରାଞ୍ଚଳ ରାଜସ୍ୱ କମିଶନର ନିରଞ୍ଜନ ସାହୁ ଆଜି ଦିନିକିଆ ପାଇକମାଲ ଗ୍ରସ୍ତରେ ଆସି ନୃସିଂହନାଥ ମନ୍ଦିରକୁ ଯାଇ ପ୍ରଭୁ ନୃସିଂହନାଥଙ୍କ ଦର୍ଶନ କରିଛନ୍ତି । ନୃସିଂହନାଥ ମନ୍ଦିର ସିଂହଦ୍ୱାର ନିକଟରେ ମନ୍ଦିର ପରିଚାଳନା କମିଟିର ସଦସ୍ୟ ମାନେ ସ୍ୱାଗତ
Read More...

ବୀର ସୁରେନ୍ଦ୍ର ସାଏ କ୍ଲବ, ନାୟକ ପଡା ଆନୁକୁଲ୍ୟରେ ଗୁଣନିଧି ମେମୋରିଆଲ ଚାଲେଞ୍ଜ ବ୍ୟାଡ୍‌ମିଣ୍ଟନ ପ୍ରତିଯୋଗିତା…

ବରଗଡ, (ସତ୍ୟନାରାୟଣ ପ୍ରଧାନ) : ସ୍ଥାନୀୟ ବରଗଡ ନାୟକପଡା, ବୀର ସୁରେନ୍ଦ୍ର ସାଏ କ୍ଲବ ଠାରେ, ସ୍ୱାଧୀନତା ସଂଗ୍ରାମୀ "ବୀର ସୁରେନ୍ଦ୍ର ସାଏ"ଙ୍କ ଜୟନ୍ତୀ ତଥା କ୍ଲବର ବାର୍ଷିକ ଉତ୍ସବ ପାଳନ କରାଯାଇଥିଲା । ଜୟନ୍ତୀ ଅବସରରେ କ୍ଲବ୍‌ ଆନୁକୂଲ୍ୟରେ ସ୍ଥାନୀୟ ଆଇନଜୀବୀ ତଥା କ୍ଲବର ବୟୋଜ୍ୟେଷ୍ଠ
Read More...

ମାଁ ବସ୍ତ୍ରେନ ମାଉଲି ଫୁଟବଲ ଟୁର୍ଣ୍ଣାମେଣ୍ଟ : ମନିଗାଁ ଓ ଟେପସା ଦଳ ବିଜୟୀ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଝଲପ ପଂଚାୟତର ମମିଆଁ ଗ୍ରାମରେ ଚାଲିଥିବା ମାଁ ବସ୍ତ୍ରେନ ମାଉଲି ଫୁଟବଲ ଟୁର୍ଣ୍ଣାମେଣ୍ଟ ଆଜି ତୃତୀୟ ଦିନରେ ପହଂଚିଛି । ତୃତୀୟ ଦିବସରେ ମୁଖ୍ୟ ଅତିଥି ଭାବେ ଜାମଖୁଣ୍ଟା ପଂଚାୟତର ଗ୍ରାମ ରୋଜଗାର ସେବକ ଦୀନେଶ
Read More...

ସାଲେପାଲି ବଜରଙ୍ଗ ଦଳ ପକ୍ଷରୁ ରକ୍ତଦାନ ଶିବିର : ଦଳର ୫୦ଜଣ ସ୍ଵେଚ୍ଛାକୃତ ଭାବେ ରକ୍ତଦାନ କଲେ

ଦେଓଗାଁ, (ମନୀଷ କୁମାର ସାହୁ) : ରବିବାର ଦିନ ଦେଓଗାଁ ବ୍ଲକ୍ ସାଲେପାଲି ଓ ବଲାଙ୍ଗୀରର ବଜରଙ୍ଗ ଦଳର ମିଳିତ ଉଦ୍ୟମରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା । ଏହି ଶିବିରରେ ଦଳର ସଭ୍ୟମାନଙ୍କ ନିକଟରୁ ୫୦ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା । ଏହି ଅବସରରେ ମୁଖ୍ୟ ଅତିଥି ଭାବେ
Read More...

ପ୍ରଥମ ଜଗନ୍ନାଥ ନନ୍ଦ ସ୍ମାରକୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ : ନୁଆଁପାଲିକୁ ହରାଇ ଥାଳବନ୍ଧ ଚାମ୍ପିଅନ

ଦେଓଗାଁ, (ମନୀଷ କୁମାର ସାହୁ): ଦେଓଗାଁ ବ୍ଲକ ଉଡ଼ାରରେ ପ୍ରଥମ ଜଗନ୍ନାଥ ନନ୍ଦ ସ୍ମାରକୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି । ଏହି ଉତ୍ସବକୁ ଶିକ୍ଷକ ବିରେନ୍ଦ୍ର ସୁନା ସଂଯୋଜନା କରିଥିଲେ । ଏହି ପ୍ରତିଯୋଗିତାର ଫାଇନାଲ ଖେଳରେ ଥାଳବନ୍ଧ ଓ ନୁଆଁପାଲି ଦଳ ଖେଳିଥିଲେ । ଏହି
Read More...