Daily Archives

ଗଜପତିରେ ୨୬ ଶିକ୍ଷକ କରୋନା ପଜିଟିଭ ଚିହ୍ନଟ ହେଲେ

ଗଜପତି : ଗଜପତି ଜିଲ୍ଲାରେ ୨ଦିନରେ ୨୬ ଜଣ ଶିକ୍ଷକ କରୋନା ପଜିଟିଭ ଚିହ୍ନଟ ହୋଇଥିବା ଜଣାପଡ଼ିଛି । ଗଜପତି ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଏହି ସୂଚନା ପ୍ରଦାନ କରିଥିବା ଜଣାପଡ଼ିଛି । ସ୍କୁଲ ଖୋଲିବାକୁ ଦୃଷ୍ଟିରେ ରଖି ଶିକ୍ଷକ ଓ କର୍ମଚାରୀଙ୍କ ନମୁନା ପରୀକ୍ଷା ହୋଇଥିବା ବେଳେ
Read More...

ରାଣୀପାଲି ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ‘ମୋ ସ୍କୁଲ ଅଭିଯାନ’

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ମଧ୍ୟାହ୍ନରେ ରାଣୀପାଲି ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ "ମୋ ସ୍କୁଲ ଅଭିଯାନ' ବୈଠକ ପ୍ରଧାନ ଶିକ୍ଷକ ଓ ବିଦ୍ୟାଳୟର ପୁରାତନ ଛାତ୍ରଛାତ୍ରୀଙ୍କୁ ନେଇ ଅନୁଷ୍ଠିତ ହୋଇଯାଇଛି । ଏଥିରେ ପ୍ରଧାନ ଶିକ୍ଷକ ଧର୍ମାନନ୍ଦ ପ୍ରଧାନଙ୍କ ଆବାହକତ୍ୱରେ ୨୪ ଜଣ
Read More...

ଲକ୍ଷ୍ମୀ ଓ ଶକୁନ୍ତଳାଙ୍କୁ ୬୭ ବର୍ଷ : ମିଳୁନି ବାର୍ଦ୍ଧକ୍ୟ ଭତ୍ତା

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ବୁକୁରା ମୁଣ୍ଡା ପଞ୍ଚାୟତ ମହୁଲପାଲି ଗ୍ରାମର ଅନେକ ଆଦିବାସୀ ଗରିବ ବିଧବା ମହିଳା ଓ ବୃଦ୍ଧବୃଦ୍ଧା ବିଧବା ଭତ୍ତା, ବାର୍ଦ୍ଧକ୍ୟ ଭତ୍ତା ପାଇବାରୁ ବଞ୍ଚିତ ହୋଇଥିବା ଅଭିଯୋଗ ହେଉଛି । ଅଭିଯୋଗ ଅନୁଯାୟୀ, ମହୁଲିପାଲି
Read More...

ଆମ୍ବେଦକ୍ରାଇଟ ପାର୍ଟି ଅଫ୍‌ ଇଣ୍ଡିଆର ରାଜ୍ୟସ୍ତରୀୟ କାର୍ଯ୍ୟକାରିଣୀ ବୈଠକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସାମ୍ବାଦିକ ଭବନ ବଲାଙ୍ଗିର ଠାରେ ରାଜ୍ୟ ସଭାପତି ଦିନେଶ ନାଗଙ୍କ ସଭାପତିତ୍ୱରେ ଆମ୍ବେଦକ୍ରାଇଟ୍‌ ପାର୍ଟି ଅଫ୍‌ ଇଣ୍ଡିଆ (ଏପିଆଇ)ର ଏକ ଦିବସୀୟ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଥିଲା । ବୈଠକରେ ଓଡିଶାର ସମସ୍ତ ଜିଲ୍ଲାର ସଭାପତିଙ୍କ ସହିତ ରାଜ୍ୟ
Read More...

ବିଚିତ୍ର ଅନ୍ଧବି‌ଶ୍ୱାସ : ମୃତ ଶରୀରରେ ଜୀବନ ଫେରିବା ଆଶାରେ ଦୀର୍ଘ ୧୦ ଦିନ ଧରି ଘରେ ରଖିଥିଲେ ଶବ, ସଂକଳ୍ପ ପରିବାର…

ବରଗଡ଼, (ନିରୋଜ କୁମାର ପାଣୀ) : ମଣିଷର ମୃତ୍ୟୁ ହେବା ପରେ ଆଉ ସେ ଜୀବନ୍ତ ହୁଏ ନାହିଁ, ଏହା ସମସ୍ତଙ୍କୁ ଜଣା । ବହୁ ପୁରାତନ କାଳରେ ମୃତ ଶବକୁ ଯତ୍ନ ସହକାରେ ରଖୁଥିଲେ ମୃତକର ଜୀବନ ଫେରି ପାଇବା ଆଶାରେ, ଯାହା ଏକ ଅନ୍ଧବିଶ୍ଵାସ ରହିଥିଲା । ମାତ୍ର ବର୍ତ୍ତମାନର ଆଧୁନିକ ଯୁଗରେ ଯଦି ମୃତ
Read More...

ନାଟକ ‘ଆମ ଘର’ ସୁବର୍ଣ୍ଣପୁରଠାରେ ମଂଚସ୍ଥ

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ବିଶ୍ୱ ମହାମାରୀ କରୋନା ଓ ସମସାମୟିକ ପରିସ୍ଥିତିରେ ଜଣେ ଦାଦନ ଶ୍ରମିକର ସାମାଜିକ ଗତି ଓ ସ୍ଥିତିକୁ ନେଇ ନାଟକ 'ଆମ ଘର' ସୁବର୍ଣ୍ଣପୁରଠାରେ ମଂଚସ୍ଥ ହୋଇଯାଇଛି । ଓଡିଶାର ଅଗ୍ରଣୀ ନାଟ୍ୟାନୁଷ୍ଠାନ ନାଟ୍ୟଚେତନା, ଭୁବନେଶ୍ବର ପକ୍ଷରୁ ସ୍ଥାନୀୟ
Read More...

ବିଜେଡିର ଜବାବ୍‌, ହୀନ ରାଜନିତୀ କରୁଛି କଂଗ୍ରେସ : ନ୍ୟାୟପ୍ରାପ୍ତି ପାଇଁ ସମସ୍ତ ସହଯୋଗ କରିବି ବୋଲି କହିଲେ…

ବଲାଙ୍ଗିର, (ଦେବାଶିଷ ମିଶ୍ର) : ମାକଡଚୁଆଁ ଆଦିବାସୀ ଯୁବକଙ୍କୁ ଆକ୍ରମଣ ଘଟଣାର ଏପର୍ୟ୍ୟନ୍ତ କୌଣସି ନିର୍ୟ୍ୟାସ ବା ସମାଧାନ ବାହାରି ନଥିବା ବେଳେ ଏହି ଘଟଣା ଦୁଇ ଗୋଷ୍ଠୀରୁ ଦୁଇ ପରିବାର ଓ ପରେ ପରେ ଦୁଇ ରାଜନୈତିକ ବିରୋଧୀ ଦଳ ମଧ୍ୟରେ ଆରୋପ ପ୍ରତ୍ୟାରୋପର କାରଣ ପାଲଟିଛି । ଗତକାଲି ଏହି
Read More...

୩ ବର୍ଷର ଶିଶୁକୁ ଅପ୍ରାକୃତିକ ଯୌନ ନିର୍ଯାତନା ଦେବା ଅଭିଯୋଗରେ ଅଭିଯୁକ୍ତ ଗିରଫ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ସହରରେ ଏକ ଅଭାବନୀୟ ଘଟଣା ଘଟିଛି । ଜଣେ ୩ ବର୍ଷର ଶିଶୁଙ୍କ ସହ ଅପ୍ରାକୃତିକ ଯୌନ ସମ୍ବନ୍ଧ ରଖି ଜଣେ ଅଭିଯୁକ୍ତ ଗିରଫ ହୋଇଛି । ଗିରଫ ହୋଇଥିବା ଅଭିଯୁକ୍ତ ଜଣଙ୍କ ଉତ୍ତରପ୍ରଦେଶର ଅବନିଶ ନାଏକ(୧୯) ବୋଲି ଜଣାପଡିଛି । ଏହି ଘଟଣା ବଲାଙ୍ଗିରରେ
Read More...

ସୁଟିଂରେ ମେଡେଲ ଜିତିଥିବା ୩ ସୁଟର୍‌ ସମ୍ବର୍ଦ୍ଧିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସୁଟିଂ ହେଉଛି ଏକ ବ୍ୟୟବହୁଳ ଖେଳ । ବଲାଙ୍ଗିରରେ ସୁଟିଂ ଖେଳ ପାଇଁ ସେମିିତି ଆନୁସାଙ୍ଗିକ ଭିତ୍ତିଭୂମି ନାହିଁ । ତଥାପି ମଧ୍ୟ ନିଜସ୍ୱ ପ୍ରଚେଷ୍ଟା ଓ ଉଦ୍ୟମ ବଳରେ ବଲାଙ୍ଗିରର ୩ ଜଣ ସୁଟର୍‌ ରାଜ୍ୟସ୍ତରୀୟ ସୁଟିଂ ପ୍ରତିଯୋଗିତାରେ ମେଡେଲ ଜିତିବାରେ ସକ୍ଷମ
Read More...

ଯାଦବ ସମାଜ ପକ୍ଷରୁ ଜାତୀୟ ନେତାଙ୍କୁ ସମ୍ବର୍ଦ୍ଧନା : ସାମାଜିକ ଓ ରାଜନୀତି କ୍ଷେତ୍ରରେ ପ୍ରମୁଖ ଭୂମିକା ଗ୍ରହଣ କରିବେ…

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଅଖିଳ ଭାରତ ଯୁବ ଯାଦବ ମହାସଭାର ସଭାପତି ଇଂ. ପ୍ରଦୀପ କୁମାର ବେହେରା ବଲାଙ୍ଗିର ଜିଲ୍ଲାଗସ୍ତରେ ଆସିଛନ୍ତି । ଏନେଇ ତାଙ୍କୁ ଜିଲ୍ଲା ଯାଦବ ସମାଜ ପକ୍ଷରୁ ସମ୍ବର୍ଦ୍ଧନା ଦିଆଯାଇଛି । ସ୍ଥାନୀୟ ଯାଦବ ଭବନ ପରିସରରେ ଜିଲା ଯାଦବ ସମାଜ ଆନୁକୂଲ୍ୟରେ ଅନୁଷ୍ଠିତ
Read More...