Daily Archives

ସି.ଆଇ.ଏସ୍.ଏଫ.ରେ ଯୋଗଦେବେ ପୁରେନାର ଚାଷୀପୁଅ ଦିନେଶ ଧରୁଆ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଳ ବ୍ଳକ ବରତୁଣ୍ତା ଗ୍ରାମ ପଞ୍ଚାୟତ ପୁରେନା ଗାଁର ଖଗେଶ୍ବର ଧରୁଆଙ୍କ ପୁଅ ଦିନେଶ ଧରୁଆ ସି.ଆଇ.ଏସ୍.ଏଫରେ ଯୋଗ ଦେବେ । ସେ ୨୦୧୮ ଏସ.ସି.ସି ଆବେଦନ କରିଥିଲେ । ବାପା ଜଣେ ଚାଷୀ ମୂଲିଆ ଲୋକ । ଗାଁର ସ୍କୁଲରେ ପାଠ ପଢିଥିଲେ ।
Read More...

ଚାଷୀଙ୍କ ଧାନ ଉଠିବ କେବେ ?

ଟିଟିଲାଗଡ, (ଗୌରବ ଦର୍ଜୀ) : ଟିଟିଲାଗଡ଼ ଉପଖଣ୍ଡର ପ୍ରତ୍ୟେକ ମଣ୍ଡିରେ ଲକ୍ଷ ଲକ୍ଷ ଧାନବସ୍ତା ପଡିଛି । ଚାଷୀମାନେ ସରକାରଙ୍କ ଠାରୁ ଟୋକନ୍ ପାଇ ମଣ୍ଡିମାନଙ୍କରେ ଧାନ ଗଦା କରିଛନ୍ତି ବୋଲି ଚାଷୀ କହନ୍ତି । ଅନେକ ଚାଷୀ ଟୋକନ୍ ପାଇଥିବା ସତ୍ତ୍ୱେ ମଣ୍ଡିକୁ ଧାନ ଆଣିପାରୁ ନଥିବା ଅଭିଯୋଗ
Read More...

କ୍ୟାନ୍ସର ଆକ୍ରାନ୍ତ ଝିଅର ମନୋବଳ ବଢ଼ାଇବା ପାଇଁ ମା’ ବି ନିଜ ଚୁଟି କାଟିଲେ

ନୂଆଦିଲ୍ଲୀ : ତ୍ୟାଗର ପ୍ରତିମୂର୍ତି ମାଁର ଆଉ ଏକ ରୂପ ସୋସିଆଲ ସାଇଟରେ ଦେଖିବାକୁ ମିଳିଛି । ଲୁସିୟାନା ରିବେଲା ନାମକ ଜଣେ ମହିଳା କ୍ୟାନସରରେ ଆକ୍ରାନ୍ତ ହୋଇଛନ୍ତି । ଏଥିଯୋଗୁ ତାଙ୍କ ଚୁଟି ଝଡିବା ଆରମ୍ଭ ହୋଇଥିଲା । ଏହା ଦେଖି ତାଙ୍କ ମାଁ ନିଜ ଝିଅର ଚୁଟି ସବୁ କାଟି ଦେଇଥିଲେ । ଝିଅର
Read More...

ସର୍କସ ଫିଲ୍ମ ପାଇଁ ରଣବୀର ସିଂ ନେବେ ୫୦ କୋଟି

ମୁମ୍ବାଇ : ବଲିଉଡ ଅଭିନେତା ରଣବୀର ସିଂ ପ୍ରତ୍ୟେକ ହିଟ ଫିଲ୍ମ ପରେ ତାଙ୍କ ଫିସ୍ ବଢ଼ାଇବାରେ ଲାଗିଛନ୍ତି । ବଲିଉଡ ହଙ୍ଗାମାରେ ପ୍ରକାଶିତ ଖବର ଅନୁସାରେ ରୋହିତ ସେଟ୍ଟୀଙ୍କ ଆଗାମୀ ଫିଲ୍ମ ସର୍କସ ପାଇଁ ରଣବୀର ୫୦ କୋଟି ଟଙ୍କା ଡିମାଣ୍ଡ କରିଛନ୍ତି । ସେହିପରି ସେ ତାଙ୍କ ଫିଲ୍ମକୁ ଥିଏଟରରେ
Read More...

ବୃଦ୍ଧ ଦମ୍ପତିଙ୍କ ଘରୁ ଜମିପଟ୍ଟା, ବିଭିନ୍ନ କାଗଜାତ ଓ ଏକଭରି ସୁନା ଅଳଙ୍କାର ଚୋରି

ଭବାନୀପାଟଣା : କଳାହାଣ୍ଡି ଜିଲା ନର୍ଲା ଥାନା ଅଧୀନ ଇନ୍ଦ୍ରମାଲ ଗ୍ରାମର ଜଣେ ବୃଦ୍ଧ ଦମ୍ପତିଙ୍କ ଘରୁ କିଛି ଟଙ୍କା ସହ ସୁନା ଅଳଙ୍କାର ଚୋରି ହୋଇଥିବା ଅଭିଯୋଗ ହୋଇଛି । ସୂଚନା ଅନୁଯାୟୀ, ଗ୍ରାମର କାହ୍ନୁ ସାହୁ (୭୫) ଓ ତାଙ୍କ ସ୍ତ୍ରୀ ବୁଧବାର ରାତିରେ ଖାଇ ଶୋଇଥିଲେ । ବିଳମ୍ବିତ ରାତିରେ
Read More...

ଚାଷୀ ମୁଣ୍ଡରେ ଚଡକ, ମଣ୍ଡିରେ ପଡିଛି ହଜାର ହାଜର ବସ୍ତା ଧାନ, ପ୍ରଶାସନ ନିଦାବିଷ୍ଣୁ : ଚାଷୀଙ୍କୁ ଘାରୁଛି ଟୋକନ…

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲାରେ ଗତ କିଛି ମାସ ହେଲା ଧାନକିଣା ଆରମ୍ଭ ହୋଇଯାଇଛି । ହେଲେ ବର୍ତ୍ତମାନ ଚାଷୀ ମୁଣ୍ଡରେ ଚଡକ । ପ୍ରତ୍ୟେକ ପେକ୍ସ ଓ ଏସଏଚଜିରେ ହଜାର ହଜାର ଧାନ ପଡି ରହିଥିବା ବେଳେ ପ୍ରଶାସନ ନିଦାବିଷ୍ଣୁ ସାଜିଥିବା ଦେଖିବାକୁ ମିିଲିଛି । ବର୍ତ୍ତମାନ
Read More...

ପଦ୍ମପୁର ପୋଲିସ ତରଫରୁ ପ୍ରେସମିଟ : ପ୍ରାୟ ୫ଲକ୍ଷ ଟଙ୍କାର ଚୋରା ସାମଗ୍ରୀ ଜବତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡର ବିଭିନ୍ନ ଥାନା ଅଞ୍ଚଳରେ ଗତ କିଛିଦିନ ହେବ ଚୋରି ହାର ବଢିଥିବା ବେଳେ ଆଜି ଏହିସବୁ ଚୋରି କାର୍ଯ୍ୟକଳାପର ପର୍ଦ୍ଦାଫାସ କରିଛି ପଦ୍ମପୁର ପୋଲିସ । ଗାଇସିଲାଟ ଅଞ୍ଚଳର ମୋଟ ପ୍ରାୟ ୪ ଜଣ ଚୋରଙ୍କୁ ଗିରଫ କରିବା ସହ ସମସ୍ତଙ୍କୁ କୋର୍ଟ
Read More...

ସଇଁନ୍ତଲା ବ୍ଲକ୍‌ର ପିପ୍‌ରୁଟ୍‌ ସ୍ଥିତ ମେସର୍ସ ମହାବୀର ଫୁଡ୍‌ ପ୍ରଡକ୍ଟକୁ ଟ୍ୟାଗ୍‌ ହୋଇଥିବା ପ୍ୟାକ୍ସ କିମ୍ବା ମହିଳା…

ବଲାଙ୍ଗିର, (କେପିଏନ୍‌ଏସ୍‌) : ସଇଁନ୍ତଲା ବ୍ଲକ୍‌ର ପିପ୍‌ରୁଟ୍‌ ସ୍ଥିତ ମେସର୍ସ ମହାବୀର ଫୁଡ୍‌ ପ୍ରଡକ୍ଟ ବିରୁଦ୍ଧରେ ଅତ୍ୟାବଶ୍ୟକ ଦ୍ରବ୍ୟ ଆଇନ, ଓଡ଼ିଶା ଚାଉଳ ଓ ଧାନ ସଂଗ୍ରହ ଏବଂ ଚାଉଳ କଷ୍ଟମ୍‌ ମିଲିଂ ଆଇନ, ୨୦୧୬ ଅନୁସାରେ ଏଫ୍‌ଆଇଆର୍‌ ବଲାଙ୍ଗିର ଜିଲ୍ଲାପାଳ ଓ ଜିଲ୍ଲା
Read More...

ଟ୍ରେନ୍‌ରେ କଟି ଯୁବକଙ୍କ ମୃତ୍ୟୁ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଟ୍ରେନ୍‌ରେ କଟି ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । କୁହାଯାଉଛି, ଟ୍ରେନ୍‌ ଆଗକୁ ଡେଇଁ ଆତ୍ମହତ୍ୟା କରିଛନ୍ତି କଦମ ପଡାର ରାହୁଲ ସୁନା (୨୮) । ଟ୍ରେନ୍‌ରେ କଟି ଯୁବକଙ୍କ ମୁଣ୍ଡ-ଗଣ୍ଡି ଅଲଗା ହୋଇଯାଇଥିବା ଦେଖିବାକୁ ମିଳିଛି ।
Read More...

କିଟ ପକ୍ଷରୁ ବ୍ଲକସ୍ତରୀୟ ରାଜମିସ୍ତ୍ରୀମାନଙ୍କୁ ଉପକରଣ ବଂଟନ କାର୍ଯ୍ୟକ୍ରମ ଅନୁଷ୍ଠିତ

ହରଭଙ୍ଗା : କିଟ ପକ୍ଷରୁ ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକ କାର୍ୟ୍ୟାଳୟ ପ୍ରାଙ୍ଗଣରେ ଗତକାଲି ଅର୍ଥାତ ବୁଧବାର ଦିନ ରାଜମିସ୍ତ୍ରୀମାନଙ୍କୁ ଉପକରଣ ବଂଟନ କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି କାର୍ୟ୍ୟକ୍ରମରେ କିଟର ପ୍ରତିଷ୍ଠାତା ତଥା କନ୍ଧମାଳର ସାଂସଦ ଡ.ଅଚ୍ୟୁତାନନ୍ଦ ସାମନ୍ତ ମୁଖ୍ୟ
Read More...