Browsing Tag

khaprakhol news

ତିନିମାସ ବିତିଯାଇଥିଲେ ସୁଦ୍ଧା ଦୋକାନୀ ମାନଙ୍କୁ ଅଣଦେଖା କରିଛି ପ୍ରଶାସନ

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ଖପ୍ରାଖୋଲ ରାସ୍ତାଘାଟରୁ ଦୋକାନ ସମ୍ପୂର୍ଣ୍ଣ ନିର୍ମୁଳ କରାଯାଇଛି । ପୂର୍ତ୍ତ ବିଭାଗର ରାସ୍ତା ପ୍ରଶସ୍ତିକରଣ ପାଇଁ ରାସ୍ତାର ଉଭୟ ପାର୍ଶ୍ୱରେ ଜବରଦଖଲକାରୀଙ୍କୁ ଗତ ଏପ୍ରିଲ ମାସରୁ ଜେସିବି ସାହାଯ୍ୟରେ ଉଚ୍ଛେଦ କରି ଗରିବ ପରିବାରଙ୍କ ଜୀବିକା ଉଜାଡି ଦେଇଛି
Read More...

ସିଆର୍‌ପିଏଫ୍‌ ଯବାନଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ପାଟଣାଗଡ଼, (ଅଶୋକ କୁମାର ବାଗ) : ସିଆର୍‌ପିଏଫ୍‌ ଯବାନଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ନା ଆତ୍ମହତ୍ୟା କାରଣ ଅସ୍ପଷ୍ଟ, ସୂଚନା ଅନୁଯାୟୀ ଘସିଏନ ଗ୍ରାମର ବଲ୍ଲଭ ଭୋଇଙ୍କ ପୁଅ ଭକ୍ତରାମ ଭୋଇ (ଗଣେଶ) ସେ ଛୁଟିରେ ନିଜ ଗାଁକୁ ଆସିଥିବା ବେଳେ ୧୬ ତାରିଖରୁ ନିଖୋଜ ଥିଲେ । ଗତକାଲି ତାଙ୍କ
Read More...

୪ଦିନ ପରେ ମଧ୍ୟ କରିସ୍ମା ମୃତ୍ୟୁ ଘଟଣାର ଟେର ପାଉନି ଖପ୍ରାଖୋଲ ପୋଲିସ

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ଥାନା ଘୁଚାପାଲି ଗ୍ରାମର କରିସ୍ମା ମୃତ୍ୟୁ ଘଟଣାରେ କୌଣସି ସୁରାକ କି ଟେର ପାଇ ପାରୁନି ଖପ୍ରାଖୋଲ ପୋଲିସ । କାହିଁକି ଓ କଣ ପାଇଁ କରିସ୍ମାଙ୍କ ଏମିତି ମୃତ୍ୟୁ ହେଲା ଏବଂ ଏହି ଘଟଣାରେ କେଉଁ ମାନେ ସଂଶ୍ଲିଷ୍ଟ ଅଛନ୍ତି କୌଣସି
Read More...

ନୃସିଂହ ଚତୁର୍ଦ୍ଦଶୀ ବୈଶାଖ ମେଳା ଚତୁର୍ଥ ଦିନରେ ପ୍ରବଳ ଜନ ସମାଗମ

ପାହାଡ ଚଢ଼ିବାର ମଜାନେଲେ ଶ୍ରଦ୍ଧାଳୁ, ମନ୍ଦିରରେ ଲାଗିହେଲା ପିଠା କନ୍ଦ ଭୋଗ ଖପ୍ରାଖୋଲ, (ଅଶୋକ କୁମାର ବାଗ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକର ପ୍ରମୁଖ ପୁଣ୍ୟ କ୍ଷେତ୍ର ତଥା ପର୍ଯ୍ୟଟନ ସ୍ଥଳୀ ହରିଶଙ୍କର ଠାରେ ନୃସିଂହ ଚତୁର୍ଦ୍ଦଶୀ ବୈଶାଖ ମେଳା ତଥା ହରିଶଙ୍କର ମହୋତ୍ସବର ଚତୁର୍ଥ
Read More...

ଲାଠୋର ଠାରେ ପଞ୍ଚାୟତ ସ୍ତରୀୟ ଜନ ଶୁଣାଣୀ ଶିବିର

ଖପ୍ରାଖୋଲ, (ଅଶୋକକୁମାର ବାଗ) : ବଲାଙ୍ଗିର ଜିଲ୍ଲା ଲାଠୋର ସଦର ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ଠାରେ ସରପଞ୍ଚ ଜୟଶ୍ରୀ ଭଇଁଶାଲଙ୍କ ଅଧ୍ୟକ୍ଷତାରେ ପଞ୍ଚାୟତ ସ୍ତରୀୟ ଜନ ଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଛି । ଶିବିରରେ ବିଡ଼ିଓ ବିବେକାନନ୍ଦ ଷଡ଼ଙ୍ଗୀ, ସାଂସଦ ପ୍ରତିନିଧି ସନ୍ତୋଷ କୁମାର
Read More...

ରାସ୍ତା ନିର୍ମାଣରେ ଜାଲିଆତି ଅଭିଯୋଗ, ଯନ୍ତ୍ରୀ ଓ ଠିକାଦାରଙ୍କ ମଧୁଚନ୍ଦ୍ରିକାରେ ଚାଲିଛି ହରିଲୁଟ୍‌

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ସାଂଘାତିକ ଅଭିଯୋଗ, ଠିକାଦାର ଓ କନିଷ୍ଠ ଯନ୍ତ୍ରୀଙ୍କ ମଧୁଚନ୍ଦ୍ରିକରେ ଚାଲିଛି ହରିଲୁଟ୍‌ । ଖପ୍ରାଖୋଲ ଅଞ୍ଚଳରେ ଠିକାଦାରମାନେ ଯେପରି ସରକାରୀ ଅଫିସରଙ୍କ ଏକ ଟଙ୍କା ଲଗାଇବା ଗଛ ଭଳି ହୋଇଯାଇଛି ବୋଲି ଚର୍‌ଚା ଜୋର୍‌ ଧରିଛି । ଯେତେ ଲୁଟିଲେ ବି କାହାର
Read More...

ଟଙ୍କପାଣି ପଞ୍ଚାୟତରେ ଜମି ଉନ୍ନତି କାର୍ଯ୍ୟର ଟଙ୍କା ହେରଫେର :
ଧାରଣାରେ ବସିଲେ ଶ୍ରମିକ

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ସାଧାରଣ ଓ ଗରିବ ଲୋକଙ୍କୁ କାମ ଯୋଗାଇ ଆର୍ଥିକ ସ୍ତରରେ ଉନ୍ନତି ଆଣିବା ପାଇଁ ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା (ଏମ୍‌ଜିଏନ୍‌ଆର୍‌ଇଜିଏସ୍‌) କାର୍ଯ୍ୟକାରୀ ହୋଇଛି । ହେଲେ ଏହା ସଫଳତାର ସହ ହେଉ ନ ଥିବାରୁ ଲୋକେ କାମ
Read More...

ଆତଙ୍କବାଦୀ ଆକ୍ରମଣରେ ପ୍ରାଣ ହରାଇଲେ ଲାଠୋର ମାଟିର ପୁଅ

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ଲାଠୋର ମାଟିର ପୁଅ ଦିନେଶ ମୀରାନିଆ (୪୫) ମଙ୍ଗଳବାର ପହଲଗାମ ଠାରେ ଆତଙ୍କବାଦୀ ଆକ୍ରମଣରେ ପ୍ରାଣ ହରାଇଛନ୍ତି । ସ୍ୱର୍ଗତ ପ୍ରୟାଗଚନ୍ଦ ଅଗ୍ରୱାଲଙ୍କ ସାନ ପୁଅ ଦିନେଶ ମୀରାନିଆ । ସେ ଲାଠୋର ଶ୍ରୀ ଦୂର୍ଗେଶ୍ୱରୀ ଉଚ୍ଚ
Read More...

ପହଲଗାମ ଶହୀଦଙ୍କ ସ୍ମୃତିରେ କ୍ୟାଣ୍ଡେଲ ଶୋଭାଯାତ୍ରା

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ଜମ୍ମୁ-କଶ୍ମୀରର ପହଲଗାମ୍‌ ଆତଙ୍କବାଦୀ ଆକ୍ରମଣରେ ଅନେକ ପର୍ଯ୍ୟଟକ ଶହୀଦ ହୋଇଛନ୍ତି । ଏଥିସହ ଅନେକ ଆହତ ହୋଇ ଏବେ ବି ମେଡିକାଲରେ ଚିକିତ୍ସିତ ହେଉଛନ୍ତି । ସେମାନଙ୍କ ଆତ୍ମାର ସଦଗତି କାମନା କରିଛନ୍ତି ଖପ୍ରାଖୋଲବାସୀ । ଏନେଇ ଶହୀଦଙ୍କ ସ୍ମୃତିରେ
Read More...

ଚିତାବାଘ ଚମଡା ଜବତ ଘଟଣାରେ ଆଉଜଣେ ଅଭିଯୁକ୍ତକୁ ଗିରଫ

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ଖପ୍ରାଖୋଲ ବନ ବିଭାଗ ଗତ ୧୧ ତାରିଖରେ ତେଲେନପାଲି ପଞ୍ଚାୟତ ଅନ୍ତର୍ଗତ ଯମୁନାପାଲି ଗ୍ରାମର ସର୍ଗିପଡା ଠାରେ କୈଳାଶ କଠାରଙ୍କ ଘର ଭିତରୁ ଚିତାବାଘର ଚମଡା ଜବତ କରି ଅଭିଯୁକ୍ତକୁ କୋର୍ଟ ଚାଲାଣ କରିଥିଲା । ଏହି ଘଟଣାରେ ସମ୍ପୃକ୍ତ ଥିବା ସେହି ଗ୍ରାମର ଆଉ
Read More...