Browsing Tag

khaprakhol news

ଭଲ ଭାବେ ଠିଆ ହୋଇ ପାରୁନଥିବା ବୃଦ୍ଧ ପ୍ରଚଣ୍ଡ ଖରାରେ ଭତ୍ତା ପାଇଁ ବ୍ୟାଙ୍କର ଦ୍ୱାରସ୍ଥ

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ସାମାଜିକ ସୁରକ୍ଷା ଯୋଜନାରେ ଅସହାୟ ଗରିବ ବୃଦ୍ଧବୃଦ୍ଧାଙ୍କୁ ସରକାରଙ୍କ ପକ୍ଷରୁ ବାର୍ଦ୍ଧକ୍ୟ ଭତ୍ତା ମାସିକ ସାମାନ୍ୟ କିଛି ଟଙ୍କା ମିଳିଥାଏ । ଉକ୍ତ ସହାୟତା ରାଶି ପାଇବା ପାଇଁ ବୃଦ୍ଧବୃଦ୍ଧା ପ୍ରତ୍ୟେକ ମାସରେ ଚାହିଁ ରହିଥାନ୍ତି । ମାତ୍ର ବିଭାଗ ପକ୍ଷରୁ
Read More...

ନଦୀକୁ ଗାଧୋଇବାକୁ ଯାଇ ବୃଦ୍ଧ ଜଣକ ମୃତ

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ଥାନା କନଗାଁ ଗ୍ରାମରେ ମଙ୍ଗଳବାର ଅପରାହ୍ନ ସମୟରେ ନିକଟସ୍ଥ ନଦୀକୁ ଗାଧୋଇବାକୁ ଯାଇ ପାଣିରେ ବୁଡି ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି । ସୂଚନା ଅନୁଯାୟୀ ଗ୍ରାମର ଦୁର୍ଯ୍ୟୋଧନ ଦୀପ(୭୦) ମଙ୍ଗଳବାର ଅପରାହ୍ନ ସମୟରେ ଗ୍ରାମ
Read More...

ବେଆଇନ ପାଥୋଲୋଜି କ୍ଲିନିକ୍ ଉପରେ ଚଢ଼ାଉ : ନକଲି ଡାକ୍ତରଙ୍କ ଚାହିଦା ବଢୁଥିବା ନେଇ ଜନସାଧାରଣ ଚିନ୍ତାରେ

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ଲାଠୋର ସରକାରୀ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ସମ୍ମୁଖରେ ରହିଥିବା ବେଆଇନ ପାଢ଼ୀ ପାଥୋଲୋଜି କ୍ଲିନିକ୍ ଉପରେ ଶୁକ୍ରବାର ସ୍ୱାସ୍ଥ୍ୟ ବିଭାଗ ପୋଲିସ ଉପସ୍ଥିତିରେ ଚଢ଼ାଉ କରି ସିଲ୍ କରିଥିବା ଜଣାପଡ଼ିଛି । ଦୀର୍ଘ
Read More...

ଘରକୁ ଫେରୁଥିବା ସମୟରେ ଦାଦନ ଶ୍ରମିକଙ୍କ ମୃତ୍ୟୁ

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ବଲାଙ୍ଗିର ଜିଲ୍ଲା ଲାଠୋର ଥାନା ସଦର ଗ୍ରାମ ଖଇରାପଡ଼ାର ଦାଦନ ଶ୍ରମିକଙ୍କ ମୃତଦେହ ବୁଧବାର ସକାଳେ ଗ୍ରାମରେ ପହଞ୍ଚି ଥିବା ଜଣାପଡ଼ିଛି । ମୃତକ ଜଣକ ହେଲେ ବାବୁଲାଲ ଭୋଇ(୩୬) । ଶବ ପହଞ୍ଚିବା ପରେ ପଡ଼ାରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା । ଗତ
Read More...

ଉପାନ୍ତ ଇଲାକା ସ୍କୁଲମାନଙ୍କରେ ଶିକ୍ଷକଙ୍କ ମନମାନି : ଶିକ୍ଷା ମନ୍ଦିରରେ ମାତାଲ ପ୍ରଧାନ ଶିକ୍ଷକ ଏବଂ ସହକାରୀ ଶିକ୍ଷକ

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ଖପ୍ରାଖୋଲ ବ୍ଲକ୍‌ ଗୋଷ୍ଠୀ ଶିକ୍ଷା ବିଭାଗ ଅଧୀନରେ ଥିବା ଉପାନ୍ତ ଇଲାକାରେ ଶିକ୍ଷାଦାନ କରୁଥିବା ଶିକ୍ଷକମାନଙ୍କ ଅବହେଳାକୁ ନେଇ ସବୁବେଳେ ଅଭିଯୋଗ ଉପରେ ଅଭିଯୋଗ ଆସିଥାଏ । କେତେବେଳେ ଶିକ୍ଷକ ମାସ ମାସ ଧରି ସ୍କୁଲ ଆସୁନାହାନ୍ତି ତ ଆଉ କେତେବେଳେ
Read More...

ଗଞ୍ଜେଇ ଜବତ, ଗାଡି ସହ ଜଣେ ଗିରଫ

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ଅବକାରୀ ଥାନା ତରଫରୁ ପେଟ୍ରୋଲିଙ୍ଗ ବେଳେ ପାଟଣାଗଡ଼ ଧୂମାଭଟା ରାସ୍ତା କଦଳୀମୁଣ୍ଡା ଛକ ନିକଟରୁ ଗୋଟିଏ ହୁଣ୍ଡାଇ କାର ନଂ ଓଆର୍‌ ୧୯ଜେ ୭୩୩୩ରେ ଗଞ୍ଜେଇ ଚାଲାଣ ହେଉଥିବା ଦେଖିବାକୁ ପାଇଥିଲେ । ଗାଡି ଡ୍ରାଇଭର, କାର ଓ
Read More...

ସୀତା ବିବାହ ସହ ଶ୍ରୀରାମ ନବମୀ ଉତ୍ସବ ଉଦ୍‌ଯାପିତ

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ଖପ୍ରାଖୋଲ ଗ୍ରାମରେ ତିନିଦିନ ଧରି ଅନୁଷ୍ଠିତ ହେଉଥିବା ଶ୍ରୀରାମ ନବମୀ ଉତ୍ସବ ଶୁକ୍ରବାର ସନ୍ଧ୍ୟାରେ ଉଦ୍‌ଯାପିତ ହୋଇଯାଇଛି । ଶୁକ୍ରବାର ସୀତା ବିବାହ ଅନୁଷ୍ଠିତ ହୋଇଥିବା ବେଳେ ଖପ୍ରାଖୋଲ ଅଂଚଳ ଉତ୍ସବ ମୁଖର ହୋଇପଡିଥିଲା । ସ୍ଥାନୀୟ ଜଗନ୍ନାଥ
Read More...

ଅଗ୍ନିଶମ ସପ୍ତାହ ପାଳନ ଉପଲକ୍ଷେ ଜନ ସଚେତନତା

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ପ୍ରତି ବର୍ଷ ଦେଶବ୍ୟାପୀ ପାଳିତ ହେଉଛି ଅଗ୍ନିଶମ ସୁରକ୍ଷା ସପ୍ତାହ ଓ ସହୀଦ ଦିବସ ଏପ୍ରିଲ୍ ୧୪ ତାରିଖରୁ ୨୦ ତାରିଖ ପର୍ଯ୍ୟନ୍ତ ଅଗ୍ନିଶମ ସପ୍ତାହ ପାଳନ କରାଯାଏ । ଚଳିତ ବର୍ଷର ଥିମ୍‌ ରହିଛି 'ଆଗ୍ନେୟ ସୁରକ୍ଷା ସୁନିଶ୍ଚିତ କରିବା, ରାଷ୍ଟ୍ର ନିର୍ମାଣରେ
Read More...

ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ମରଣାନ୍ତକ ଆକ୍ରମଣ

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ମରଣାନ୍ତକ ଆକ୍ରମଣ କରିବା ଅଭିଯୋଗରେ ଖପ୍ରାଖୋଲ ଥାନା ପୋଲିସ ଶୁକ୍ରବାର ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି । ସୂଚନା ଅନୁସାରେ ଏହି ଥାନା ଅନ୍ତର୍ଗତ ପାଚେର ଗ୍ରାମର ଚୈତନ୍ୟ ନାଗ ଓ ଉକ୍ତ ଗ୍ରାମର ଅନିଲ ନିଆଲଙ୍କ
Read More...

ଖପ୍ରାଖୋଲରେ ବିଜେଡି ସାଂସଦ ପ୍ରାର୍ଥୀ ସୁରେନ୍ଦ୍ର ସିଂ ଭୋଇଙ୍କୁ ଦଳୀୟ କର୍ମୀଙ୍କ ଭବ୍ୟ ସ୍ୱାଗତ

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ବଲାଙ୍ଗିର ଜିଲ୍ଲା ବିଜେଡି ଲୋକସଭା ସାଂସଦ ପ୍ରାର୍ଥୀ ସୁରେନ୍ଦ୍ର ସିଂ ଭୋଇଙ୍କୁ ସୋମବାର ପାଟଣାଗଡ଼ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଖପ୍ରାଖୋଲ ବ୍ଲକ ଅଞ୍ଚଳ ବିଜୁ ଜନତା ଦଳର ଦଳୀୟ କର୍ମୀମାନଙ୍କ ପକ୍ଷରୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି ।
Read More...
error: Content is protected !!