ପୋଖରୀରେ ବୁଡ଼ି ବୃଦ୍ଧଙ୍କ ମୃତ୍ୟୁ : ନିଶାସକ୍ତ ଅବସ୍ଥାରେ ଫେରୁଥିବା ବେଳେ ଘଟିଲା ଅଘଟଣ
ଖପ୍ରାଖୋଲ, (ଅଶୋକ କୁମାର ବାଗ) : ଖପ୍ରାଖୋଲ ଅଞ୍ଚଳରେ ମଙ୍ଗଳବାର ସକାଳୁ ଏକ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି । ପୋଖରୀରୁ ଜଣେ ବୃଦ୍ଧଙ୍କ ମୃତଦେହ ଉଦ୍ଧାର ହେବା ପରେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି । ମୃତକ ହେଲେ ସୁବନ ତାଣ୍ଡି (୭୯) । ତାଙ୍କ ଘର ପାଟଣାଗଡ଼ ଥାନା!-->…
Read More...
Read More...