ହରିଶଙ୍କର ପାହାଡ଼ରେ ଗଳିତ ଶବ ଉଦ୍ଧାର, ହତ୍ୟା ନା ଆତ୍ମହତ୍ୟା
ଖପ୍ରାଖୋଲ, (ଅଶୋକ କୁମାର ବାଗ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ଅନ୍ତର୍ଗତ ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ ହରିଶଙ୍କର ମନ୍ଦିର ନିକଟରୁ ପ୍ରାୟ ୮୦୦ ମିଟର ଦୂର ପାହାଡ଼ ଉପରେ ଜଣେ ଅପରିଚିତ ପୁରୁଷଙ୍କ ଗଳିତ ଶବ ମିଳିଥିବା ଘଟଣା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ପ୍ରାପ୍ତ!-->…
Read More...
Read More...