Browsing Tag

khaprakhol news

ଲାଠୋର ବନବିଭାଗର ନିଷ୍କ୍ରିୟତା ନେଲା ଜଣେ ମହିଳାଙ୍କ ଜୀବନ

ହାତୀ ଆତଙ୍କରେ ବେନ୍ଦେର ଅଞ୍ଚଳ, ସଚେତନତା ଶୂନ୍ୟ ପ୍ରଶାସନ ଖପ୍ରାଖୋଲ, (ଅଶୋକ କୁମାର ବାଗ) : ଖପ୍ରାଖୋଲ ବ୍ଲକ ଲାଠୋର ରେଞ୍ଜ ଅନ୍ତର୍ଗତ ବେନ୍ଦେର ପଞ୍ଚାୟତର ଚହକପଡ଼ା ଗ୍ରାମରେ ଗୁରୁବାର ରାତି ପ୍ରାୟ ୩ଟା ସମୟରେ ୩୨ ଟିକିଆ ହାତୀପଲ ଦ୍ୱାରା ହୋଇଥିବା ଭୟଙ୍କର ଆକ୍ରମଣ ଲାଠୋର ବନବିଭାଗର
Read More...

ବେନ୍ଦେର ସଂରକ୍ଷିତ ଜଙ୍ଗଲରେ ୩୨ ଟିକିଆ ହାତୀପଲ, ଅଞ୍ଚଳବାସୀ ଆତଙ୍କିତ

ଖପ୍ରାଖୋଲ (ଅଶୋକ କୁମାର ବାଗ) ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ଅନ୍ତର୍ଗତ ଲାଠୋର ଫରେଷ୍ଟ ରେଞ୍ଜ ଅଧୀନ ବେନ୍ଦେର ସଂରକ୍ଷିତ ଜଙ୍ଗଲରେ ଏକ ଛୋଟ ହାତୀ ଛୁଆ ସହିତ ପ୍ରାୟ ୩୨ଟି ହାତୀଙ୍କ ଏକ ବଡ଼ ପଲ ଆଗମନ କରିଥିବା ଜଣାପଡ଼ିଛି। ଏହାରେ ସମଗ୍ର ଅଞ୍ଚଳରେ ଆତଙ୍କ ଓ ଭୟର ପରିବେଶ ସୃଷ୍ଟି ହୋଇଛି
Read More...

ଖପ୍ରାଖୋଲ ପୋଲିସର ବଡ଼ ସଫଳତା : ୮ ଅଭିଯୁକ୍ତ ଗିରଫ

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ଖପ୍ରାଖୋଲ ଥାନା ପୋଲିସ ୧୧ କେଭି ବିଦ୍ୟୁତ ତାର ଚୋରି କରୁଥିବା ଏକ ସକ୍ରିୟ ଚୋର ଗ୍ୟାଙ୍ଗକୁ ଧରିବାରେ ବଡ଼ ସଫଳତା ହାସଲ କରିଛି । ଗତ ପ୍ରାୟ ୬ ମାସ ଧରି ଏହି ଗ୍ୟାଙ୍ଗ ସିନ୍ଧେକେଲା, ବେଲପଡା, ଲରମ୍ଭା ଓ ଖପ୍ରାଖୋଲ ଅଞ୍ଚଳର ୧୧ କେଭି ବିଦ୍ୟୁତ ସଂଯୋଗ
Read More...

ଅବ୍ୟବସ୍ଥାରେ ମତ୍ସ୍ୟ–ପ୍ରାଣୀ ମେଳା

ରିବନ କାଟିବାକୁ ଅପେକ୍ଷା କରି କ୍ଷୁବ୍ଧ ଉପମୁଖ୍ୟମନ୍ତ୍ରୀ, ପ୍ରଶାସନ ଉପରେ ପ୍ରଶ୍ନ ଖପ୍ରାଖୋଲ, (ଅଶୋକ କୁମାର ବାଗ) : ଖପ୍ରାଖୋଲ ନୋଡାଲ ଉଚ୍ଚ ବିଦ୍ୟାଳୟ ଖେଳ ପଡିଆରେ ବୁଧବାର ଆୟୋଜିତ ବ୍ଲକ ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳାରେ ପ୍ରଶାସନିକ ଅବହେଲା ଭରି ରହିଥିଲା । ଓଡ଼ିଶା
Read More...

ଖପ୍ରାଖୋଲ ଯାଜ୍ଞସେନୀ କପଡ଼ା ଦୋକାନରେ ଅଗ୍ନିକାଣ୍ଡ

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ଠାରେ ମଙ୍ଗଳବାର ରାତି ୧୧ଟା ବେଳେ ଯାଜ୍ଞସେନୀ କପଡ଼ା ଦୋକାନରେ ହୋଇଥିବା ଭୟାବହ ଅଗ୍ନିକାଣ୍ଡ ସାରା ଅଞ୍ଚଳରେ ଆଲୋଚନା ବିଷୟ ହୋଇଛି । ବିଜୁଳି ସର୍ଟ ସର୍କିଟରୁ ଏହି ଘଟଣା ଘଟିଥିବା କୁହାଯାଉଛି । କ୍ଷଣକରେ ପ୍ରାୟ ୪୦ ଲକ୍ଷ
Read More...

ଓଡ଼ିଆପାଲିରେ ଅଭାବନୀୟ ଘଟଣା : କୁକୁଡ଼ା ଫାର୍ମର କେମିକାଲ ମିଶ୍ରିତ ମଦ ପିଇ ଜଣେ ମୃତ, ଦୁଇଜଣ ସଙ୍କଟରେ

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ଥାନା ଅନ୍ତର୍ଗତ ଓଡ଼ିଆପାଲି ଗାଁରେ ଆଜି ଅପରାହ୍ନ ସମୟରେ ଘଟିଥିବା ଏକ ଭୟାବହ ଘଟଣା ଅଞ୍ଚଳସାରା ଚର୍ଚ୍ଚାରେ ରହିଛି । ସ୍ଥାନୀୟ ସୂତ୍ର ଅନୁସାରେ, କୁକୁଡ଼ା ଫାର୍ମ ସମ୍ମୁଖରେ ଗ୍ରାମର ଚନ୍ଦନ ମାଝୀ ଚରୁ ଭୋଜି ଦେଇଥିଲେ।
Read More...

ଭାଇଙ୍କ ହାତରେ ଭାଇ ଗୁରୁତର : ଝଗଡ଼ାକୁ ନିଷେଧ କରିବାରୁ ଟାଙ୍ଗିଆ ଆଘାତ

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ଖପ୍ରାଖୋଲ ଥାନା ଅନ୍ତର୍ଗତ କରୁଆଁଝର ଗ୍ରାମରେ ଭାଇ-ଭାଇ ମଧ୍ୟରେ ହୋଇଥିବା କଳହ ଗୁରୁତର ଆକ୍ରମଣର ରୂପ ନେଇଛି । ଘଟଣାରେ ଅନ୍ତର୍ଯ୍ୟାମୀ ଭୁଏ (ଆହତ) ଗୁରୁତର ଅବସ୍ଥାରେ ଭୀମସାର ବୁର୍ଲାରେ ଭର୍ତ୍ତି ହୋଇଛନ୍ତି । ପୋଲିସ ତଦନ୍ତରେ ଜଣାପଡ଼ିଛି, ଆହତ
Read More...

ଯୁବତୀଙ୍କୁ ଧମକ ଓ ଅସମ୍ମାନ ନଗ୍ନ ଫଟୋ ପଠାଇ ବିବାହ ଭଙ୍ଗ : ଯୁବକ ବେଙ୍ଗଲୋରରୁ ଗିରଫ ଏବଂ କୋର୍ଟ ଚାଲାଣ

ଖପ୍ରଖୋଲ, (ଅଶୋକ କୁମାର ବାଗ)ବିବାହର ପ୍ରତିଶୃତି ଦେଇ ଜୋର ଜବରଦସ୍ତି ଶାରରୀକ ସମ୍ପର୍କ ରଖିଲା, ଆଉ ତା' ପରେ ସବୁ କିଛି ନିଜ ମୋବାଇଲରେ କଏଦ କରି ଭାଇରାଲ କଲା ଆଉ ଏବେ ଜେଲଗଲା ଜଣେ ଯୁବକ । ଏଭଳି ଘଟଣା ବଲାଙ୍ଗିର ଜିଲ୍ଲାରେ ଘଟିଥିବାବେଳେ ଘଟଣାକୁ ନେଇ ଏବେ ଚାରି ଆଡେ଼ ବେଶ୍‌ ଚର୍ଚ୍ଚା ।
Read More...

ପଞ୍ଚାୟତିରାଜ ମନ୍ତ୍ରୀଙ୍କ ନେତୃତ୍ୱରେ ଟାକ୍ସଫୋର୍ସ କମିଟିର ଖପ୍ରାଖୋଲ ବ୍ଲକ ଅଞ୍ଚଳ ଗସ୍ତ

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ବଲାଙ୍ଗିର ଜିଲ୍ଲାର ଦାଦନ ପ୍ରବଣ ଖପ୍ରାଖୋଲ ବ୍ଲକକୁ ପଞ୍ଚାୟତିରାଜ ମନ୍ତ୍ରୀ ରବିନାରାୟଣ ନାଏକଙ୍କ ନେତୃତ୍ୱରେ ଟାକ୍ସଫୋର୍ସ କମିଟି ବୁଧବାର ଗସ୍ତ କରିଥିଲେ । ଏହି ଅବସରରେ ଭାନପୁର ପଞ୍ଚାୟତ ତୁର୍ଲା ଗାଁକୁ ଗସ୍ତ କରିଥିଲେ । ଘର ଘର ବୁଲି ସର କାରୀ ଯୋଜନାର
Read More...

ଖପ୍ରାଖୋଲ ପୋଲିସ ଦ୍ୱାରା ୧୦ ଶ୍ରମିକ ଉଦ୍ଧାର, ଦୁଇ ଅଭିଯୁକ୍ତ ଗିରଫ

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ଅଞ୍ଚଳରେ ବୃଦ୍ଧି ପାଉଥିବା ବେଆଇନ ଦାଦନ ଚାଲାଣ ରୋକିବା ପାଇଁ ଖପ୍ରାଖୋଲ ପୋଲିସ ଏକ ସଫଳ ଅଭିଯାନ ଚଳାଇଥିବା ଦେଖିବାକୁ ମିଳିଛି । ଏହାର ଫଳ ସ୍ୱରୂପ ୨ ଶିଶୁ ସମେତ ୧୦ ଜଣ ଶ୍ରମିକଙ୍କୁ ଉଦ୍ଧାର କରିଛି ଖପ୍ରାଖୋଲ ପୋଲିସ । ପୋଲିସର ଦାଦନ ଶ୍ରମିକ ଉଦ୍ଧାର
Read More...