Browsing Tag

khaprakhol news

ଖପ୍ରାଖୋଲରେ କାଳବୈଶାଖୀର ତାଣ୍ଡବ : କୁଆପଥର ବର୍ଷାରେ ଭୟଙ୍କର କ୍ଷୟକ୍ଷତି

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ବଲାଙ୍ଗିର ଜିଲ୍ଲାର ଖପ୍ରାଖୋଲ ବ୍ଲକ ଅଧୀନ ପଡ଼ିଆବାହାଲ, ଚଙ୍ଗରିଆ ଏବଂ ଆଖପାଖ ଅଞ୍ଚଳ ବାଙ୍କିବାହାଲ ଓ ଗମ୍ଭାରୀ ଅଞ୍ଚଳରେ ଆଜି ଦିନ ପ୍ରାୟ ୨ଟା ସମୟରେ ହଠାତ୍ କାଳବୈଶାଖୀର ପ୍ରଭାବ ଦେଖାଦେଇଥିଲା । ଅଚାନକ ଆକାଶ ଘନାନ୍ଧକାର ହୋଇ ପବନ ସହିତ ମୁସଳଧାର
Read More...

ଛୋଟ ପିଲାଙ୍କ ବଡ଼ ସ୍ୱପ୍ନ : ଖପ୍ରାଖୋଲରେ ଖଡ଼ି ଛୁଆଁ କାର୍ଯ୍ୟକ୍ରମ

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ନୂତନ ଶିକ୍ଷାବର୍ଷ ଅବସରରେ ଖପ୍ରାଖୋଲ ପ୍ରାଥମିକ ବିଦ୍ୟାଳୟରେ ପ୍ରବେଶ ଉତ୍ସବ ଓ ଖଡ଼ି ଛୁଆଁ କାର୍ଯ୍ୟକ୍ରମ ଉତ୍ସାହର ସହିତ ପାଳିତ ହୋଇଥିଲା । ନୂତନ ଶିଶୁମାନଙ୍କୁ ଚନ୍ଦନ ଟିକା ସହ ସ୍ୱାଗତ କରାଯାଇ, ତାଙ୍କ ହାତରେ ଖଡ଼ି ଧରାଇ ପ୍ରଥମ ଅକ୍ଷର ଲେଖାଇ ଶିକ୍ଷା
Read More...

ଖପ୍ରାଖୋଲରେ ଦୁଃଖଦ ଘଟଣା : ହାଇୱାକୁ ପଛରୁ ଧକ୍କା ବାଇକ, ଘଟଣାସ୍ଥଳରେ ମୃତ୍ୟୁ

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ଅଞ୍ଚଳରେ ଏକ ଦୁଃଖଦ ସଡ଼କ ଦୁର୍ଘଟଣା ଘଟିଛି । ଶନିବାର ସନ୍ଧ୍ୟା ପ୍ରାୟ ୫ଟା ସମୟରେ ଦୀନବନ୍ଧୁ ପେଟ୍ରୋଲ ପମ୍ପ ସମ୍ମୁଖରେ ଗୋଟିଏ ହାଇୱା ଗାଡି ରାସ୍ତାରେ ଠିଆ ହୋଇଥିବା ବେଳେ ପଛପଟୁ ଆସୁଥିବା ଗୋଟିଏ ପଲସର ବାଇକ ହଠାତ୍
Read More...

ପ୍ରେମର ନାମରେ ପ୍ରତାରଣା, ପରେ ପଳାୟନ : ବ୍ୟାଙ୍କ କର୍ମଚାରୀ ଚର୍ଚ୍ଚାରେ

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲରେ ଘଟିଥିବା ଏହି ଘଟଣା ସମାଜରେ ଲୋକଙ୍କର ବିଶ୍ୱାସକୁ ହଲାଇଦେଇଛି । ଯେଉଁ ବ୍ୟକ୍ତି ଭାରତୀୟ ଷ୍ଟେଟ ବ୍ୟାଙ୍କ ଭଳି ଏକ ଦାୟିତ୍ୱପୂର୍ଣ୍ଣ ସଂସ୍ଥାରେ କାମ କରି ଲୋକଙ୍କ ବିଶ୍ୱାସ ଜିତିବା ଉଚିତ, ସେହି ବ୍ୟକ୍ତିଙ୍କ ଦ୍ୱାରା ଏପରି
Read More...

ଟ୍ରେନ ସମ୍ମୁଖରେ ଯୁବକଙ୍କ ମୃତ୍ୟୁ : ଲାଠୋର ଫାଟକ ଘଟଣାରେ ଚାଞ୍ଚଲ୍ୟ, ଜିଆରପି ନଆସିବାରୁ ପ୍ରଶ୍ନ

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ଖପ୍ରାଖୋଲ ବ୍ଲକ ଲାଠୋର ମୁଖ୍ୟ ରାସ୍ତାରେ ଥିବା ରେଲୱେ ଫାଟକ ନିକଟରେ ଜଣେ ଯୁବକ ଟ୍ରେନ ସମ୍ମୁଖରେ ପଡ଼ି ମୃତ୍ୟୁବରଣ କରିଥିବା ଘଟଣା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ସୂଚନା ଅନୁସାରେ ବୁଧବାର ରାତି ପ୍ରାୟ ୮.୩୦ଟା ସମୟରେ ଫାଟକ ନିକଟରେ କିଛି
Read More...

ଛାତରୁ ପଡ଼ି ଯୁବତୀଙ୍କ ମୃତ୍ୟୁ : ଫୁଲଝର ଗ୍ରାମରେ ଶୋକର ଛାୟା

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ବଲାଙ୍ଗିର ଜିଲ୍ଲା ଲାଠୋର ଥାନା ଅନ୍ତର୍ଗତ ଫୁଲଝର ଗ୍ରାମରେ ଏକ ହୃଦୟବିଦାରକ ଘଟଣା ଘଟିଛି । ସ୍ୱର୍ଗତ ହୃଦାନନ୍ଦ ପୁଟେଲଙ୍କ ସାନ ଝିଅ ଅନୁପମା ପୁଟେଲ (୨୩) ଶନିବାର ସନ୍ଧ୍ୟାବେଳେ ଘର ଛାତ ଉପରକୁ କିଛି କାମରେ ଯାଇଥିଲେ । ଛାତରୁ ତଳକୁ ପାହାଚ ଓହ୍ଲାଇବା
Read More...

ଦାନା ପାଇଁ ଭବିଷ୍ୟତ ନିଲାମ : ଖପ୍ରାଖୋଲରେ ୮୧ ଛାତ୍ରଛାତ୍ରୀ ଅନୁପସ୍ଥିତ ଶିକ୍ଷା ବ୍ୟବସ୍ଥାର ଲଜ୍ୟାଜନକ ପରାଜୟ

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ଖପ୍ରାଖୋଲ ବ୍ଲକରେ ଚଳିତ ବର୍ଷ ମେଟ୍ରିକ ପରୀକ୍ଷାରେ ୮୧ ଜଣ ଛାତ୍ରଛାତ୍ରୀଙ୍କ ଅନୁପସ୍ଥିତି କେବଳ ଏକ ସଂଖ୍ୟା ନୁହେଁ । ଏହା ରାଜ୍ୟର ଶିକ୍ଷା ବ୍ୟବସ୍ଥାର ନିର୍ମମ ସତ୍ୟର ଆଇନା । ଯେତେବେଳେ ସରକାର “ଶିକ୍ଷା ଅଧିକାର”ର ଢୋଲ ପିଟୁଛନ୍ତି, ସେତେବେଳେ
Read More...

ମାଓବାଦୀଙ୍କୁ ମୁଖ୍ୟସ୍ରୋତରେ ସାମିଲ ପାଇଁ ପୋଲିସର ଶାନ୍ତିପୂର୍ଣ୍ଣ ପଦକ୍ଷେପ

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ବଲାଙ୍ଗିର ଜିଲ୍ଲାର ଖପ୍ରାଖୋଲ ଥାନା ଅଧୀନସ୍ଥ ଗନ୍ଧମାର୍ଦ୍ଦନ ପାହାଡ଼ର ପାଦଦେଶରେ ଅବସ୍ଥିତ ପବିତ୍ର ହରିଶଙ୍କରରୁ ଜଳମହାଦେବ ଯାଉଥିବା ଜଙ୍ଗଲାଞ୍ଚଳ ରାସ୍ତା କଡରେ ଏକ ସକାରାତ୍ମକ ଓ ମାନବିକ ପଦକ୍ଷେପ ଦେଖିବାକୁ ମିଳିଛି । ବିଭିନ୍ନ ଗଛରେ ପୋଷ୍ଟର ଲଗାଇ
Read More...

ଖପ୍ରାଖୋଲରେ ଜିଲ୍ଲାପାଳ–ଏସପିଙ୍କ ମିଳିତ ଜନଶୁଣାଣି : ୭୨ ଅଭିଯୋଗ ଦାଖଲ

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ସାଧାରଣ ଲୋକଙ୍କ ସମସ୍ୟାକୁ ସିଧାସଳଖ ଶୁଣି ତ୍ୱରିତ ସମାଧାନ କରିବା ଲକ୍ଷ୍ୟରେ ମଙ୍ଗଳବାର ସ୍ଥାନୀୟ ବ୍ଲକ ସଭାଗୃହରେ ବଲାଙ୍ଗିର ଜିଲ୍ଲାପାଳ ଗୌରବ ଶିବାଜୀ ଇସଲୱାରଙ୍କ ଜନଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । କାର୍ଯ୍ୟକ୍ରମଟି ଗମ୍ଭୀର ଓ ସୁସଂଗଠିତ
Read More...

୧୬.୪୨ କୋଟିର ଷ୍ଟାଡିୟମ : ଖପ୍ରାଖୋଲରେ ବିକାଶର ଗର୍ଜନ

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ଦୀର୍ଘବର୍ଷର ଅବହେଳା, ଦାରିଦ୍ର୍ୟ ଓ ପ୍ରବାସ ସମସ୍ୟାରେ ପୀଡ଼ିତ ଖପ୍ରାଖୋଲ ଅଞ୍ଚଳ ଏବେ ବିକାଶର ନୂଆ ଆଶା ଦେଖୁଛି । ବୁଧବାର ଓଡ଼ିଶାର ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ଗସ୍ତ ଏହି ସଙ୍କଳ୍ପକୁ ସ୍ପଷ୍ଟ କରିଛନ୍ତି । ବଡ଼ଗୁର୍ଜିଭଟାରେ ୧୦ ଏକର
Read More...