Browsing Tag

khaprakhol news

“ମାଛ ତେଲ” ନାଁରେ ଚାଲିଛି ଠକେଇ, ସ୍ୱାସ୍ଥ୍ୟ ବିଭାଗ ନୀରବ

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ଖପ୍ରାଖୋଲ ଅଞ୍ଚଳର ନିରୀହ ଜନସାଧାରଣଙ୍କୁ ଲକ୍ଷ୍ୟ କରି “ମାଛ ତେଲ” ନାଁରେ କିଛି ପଶ୍ଚିମବଙ୍ଗର ବେପାରୀ ବେପରୁଆ ଠକେଇ କରୁଥିବା ନଜରକୁ ଆସିଛି । ଆୟୁର୍ବେଦିକ ଔଷଧ ବୋଲି ଦାବି କରୁଥିବା ଏହି ଲୋକମାନେ ନିଜକୁ ଲାଇସେନ୍ସଧାରୀ ବୋଲି ପରିଚୟ ଦେଇ ଲୋକଙ୍କୁ
Read More...

ଖପ୍ରାଖୋଲ ପୋଲିସର କାର୍ଯ୍ୟଦକ୍ଷତା : ଦାଦନ ସର୍ଦ୍ଦାର ବିନୋଦ ରାଏ ଗିରଫ, ଜନମନରେ ପ୍ରଶଂସାର ତରଙ୍ଗ

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ଖପ୍ରାଖୋଲ ପୋଲିସ ଆଉଥରେ ନିଜ କର୍ତ୍ତବ୍ୟନିଷ୍ଠା ଓ ସତର୍କତାର ଅପୂର୍ବ ଦୃଷ୍ଟାନ୍ତ ସୃଷ୍ଟି କରିଛି । ଗତ ୨୨ ତାରିଖ ହରିଶଙ୍କର ଛକ ଠାରୁ ପିଙ୍କି ବସ୍‌ରେ ବେଆଇନ ଭାବେ ଚାଲାଣ ହେଉଥିବା ୧୧ ଜଣ ଦାଦନ ଶ୍ରମିକଙ୍କୁ ଉଦ୍ଧାର କରିଥିଲା ଖପ୍ରାଖୋଲ ପୋଲିସ । ଏହି
Read More...

ରେଙ୍ଗାଲି ଗାଁରେ ଜନ ଶୁଣାଣୀ : ଲୋକଙ୍କ ମୁଖରେ ଉଠିଲା ଅନେକ ସମସ୍ୟା ଓ ଆଶା

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ବଲାଙ୍ଗିର ଜିଲ୍ଲାର ଖପ୍ରାଖୋଲ ବ୍ଲକ ଅନ୍ତର୍ଗତ ରେଙ୍ଗାଲି ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ସରପଞ୍ଚ ଉମାକାନ୍ତ ମେହେରଙ୍କ ଅଧ୍ୟକ୍ଷତାରେ ପଞ୍ଚାୟତ ସ୍ତରୀୟ ଜନଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ଗ୍ରାମ ଅଞ୍ଚଳର ଲୋକମାନେ ନିଜର
Read More...

ଖପ୍ରାଖୋଲରେ ସାଇବର ସଚେତନତା ଝଡ଼ : ଠକେଇ ବିରୋଧରେ ଜାଗୃତ ହେଲା ଯୁବପିଢ଼ି ଓ ଜନମନ

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ପୋଲିସଙ୍କ ଅଭିନବ ପଦକ୍ଷେପ । ଡିଜିଟାଲ ଯୁଗରେ ସଚେତନ ସମାଜ ଗଠନ ପାଇଁ “ସାଇବର ସୁରକ୍ଷା ଅଭିଯାନ ୨୦୨୫” ଶନିବାର ଖପ୍ରାଖୋଲ ନୋଡାଲ ଉଚ୍ଚ ବିଦ୍ୟାଳୟ ଖେଳପଡିଆ ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ସଚେତନତା କାର୍ଯ୍ୟକ୍ରମର
Read More...

ବ୍ଲକ ସ୍ତରୀୟ ଶିଶୁ ମହୋତ୍ସବ ସୁରଭି–୨୦୨୫ : ଖପ୍ରାଖୋଲରେ ଶିଶୁମନଙ୍କ ଉଜ୍ଜ୍ଵଳ ପ୍ରତିଭା ପ୍ରଦର୍ଶନ

ଖପ୍ରାଖୋଲ (ଅଶୋକ କୁମାର ବାଗ): ଖପ୍ରାଖୋଲରେ ଏକ ଅପୂର୍ବ ଦିନ । ଗୋଷ୍ଠୀ ଶିକ୍ଷା ଅଧିକାରୀ କାର୍ୟ୍ୟାଳୟ ପରିସର ଛାତ୍ରଛାତ୍ରୀଙ୍କ ହର୍ଷୋଲ୍‌ଲ୍ଲାସରେ ଭରିଯାଇଥିଲା । ଆୟୋଜିତ ହୋଇଥିଲା ବ୍ଲକ ସ୍ତରୀୟ ଶିଶୁମହୋତ୍ସବ “ସୁରଭି–୨୦୨୫” । ଏହା କେବଳ ଏକ ମହୋତ୍ସବ ନୁହେଁ, ଏହା ହେଉଛି ଶିଶୁମନଙ୍କ
Read More...

ଖପ୍ରାଖୋଲ ପୋଲିସର ସଚେତନ ଅଭିଯାନ : ନାବାଳକ ଓ ନାବାଳିକା ସହ ୧୧ ଜଣ ଦାଦନ ଶ୍ରମିକ ଉଦ୍ଧାର

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ଖପ୍ରାଖୋଲ ପୋଲିସ ତାଙ୍କ ସଚେତନତା ଓ ଦୃଢ଼ ତଦନ୍ତ ଯୋଗୁଁ ଗୁରୁତ୍ୱପୂର୍ଣ୍ଣ ସଫଳତା ହାସଲ କରିଛି । ବୁଧବାର ହରିଶଙ୍କର ଛକ ନିକଟରେ ଅଭିଯାନ ଚଲାଇ ପିଙ୍କି ବସରୁ ୧୧ ଜଣ ଦାଦନ ଶ୍ରମିକଙ୍କୁ ଉଦ୍ଧାର କରିଛି । ଉଦ୍ଧାର ହୋଇଥିବା ମଧ୍ୟରୁ କିଛି ନାବାଳକ ଓ
Read More...

ଆର୍‌.ଡବ୍ଲୁ.ଏସ୍‌.ଏସ୍‌ ବିଭାଗର ନିଘୋଡ ନିଦ୍ରା, ଜନସାଧାରଣ ଦୁର୍ଦ୍ଦଶାରେ

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ସରକାର ଘରେ ଘରେ ଶୁଦ୍ଧ ପାଣି ପହଞ୍ଚାଇବା ପାଇଁ ଆରମ୍ଭ କରିଥିଲେ ‘ଘରେ ଘରେ ଜଳ’ ଯୋଜନା । କିନ୍ତୁ ସଦର ଖପ୍ରାଖୋଲ ତଳିପଡାଠାରେ ଏହି ଯୋଜନା ଆଜି ହୋଇପଡ଼ିଛି ଏକ ମଜାକ । ପାଞ୍ଚ ମାସରୁ ଉର୍ଦ୍ଧ୍ୱ ହେଲା ଗାଁକୁ ସଂଯୋଗ କରିଥିବା ପାଇପ ଭାଙ୍ଗି ଯାଇଛି ।
Read More...

ଆର୍‌.ଡବ୍ଲୁ.ଏସ୍‌.ଏସ୍‌ ବିଭାଗର ନିଘୋଡ଼ ନିଦ୍ରା, ଜନସାଧାରଣ ଦୁର୍ଦ୍ଦଶାରେ

ଖପ୍ରାଖୋଲ, (ଅଶୋକ କୁମାର ବାଗ) : “ସରକାର ଘରେ ଘରେ ଶୁଦ୍ଧ ପାଣି ପହଞ୍ଚାଇବା ପାଇଁ ଆରମ୍ଭ କରିଥିଲେ ‘ଘରେ ଘରେ ଜଳ’ ଯୋଜନା । କିନ୍ତୁ ସଦର ଖପ୍ରାଖୋଲ ତଳିପଡା ଠାରେ ଏହି ଯୋଜନା ଆଜି ହୋଇପଡ଼ିଛି ଏକ ମଜାକ । ପାଞ୍ଚ ମାସରୁ ଉର୍ଦ୍ଧ୍ୱ ହେଲା ଗାଁକୁ ସଂଯୋଗ ଦେଇଥିବା ପାଇପ ଭାଙ୍ଗି ଯାଇଛି ।
Read More...

ପଡିଆବାହାଲ କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ପଡିଆବାହାଲ କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ସିଆରସିସି ସନାତନ ବାରିକଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ଏବଂ ପଡିଆବାହାଲ ଉନ୍ନୀତ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ପ୍ରମୋଦ ମେହେରଙ୍କ ସଭାପତିତ୍ୱରେ କାର୍ଯ୍ୟକ୍ରମର ଉଦ୍‌ଘାଟନୀ
Read More...

ରେଙ୍ଗାଲିରେ ଅବକାରୀ ବିଭାଗର ଚଢ଼ାଉ : ୨୫ କିଲୋଗ୍ରାମ ଗଞ୍ଜେଇ ଜବତ, ଦୁଇ ଚାଲାଣକାରୀ ଫେରାର

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ଖପ୍ରାଖୋଲ ବ୍ଲକର ରେଙ୍ଗାଲିଠାରେ ବୁଧବାର ସନ୍ଧ୍ୟା ସାତଟା ସମୟରେ ଖପ୍ରାଖୋଲ ଏବଂ ପାଟଣାଗଡ଼ ଅବକାରୀ ବିଭାଗର ସଂଯୁକ୍ତଟିମ ଚଢ଼ାଉକରି ହାରାହାରି ୨୫ କିଲୋଗ୍ରାମ ଗଞ୍ଜେଇ ଜବତ କରିଛି । ବିଶ୍ୱସ୍ତ ସୂତ୍ର ଅନୁସାରେ ଖପ୍ରାଖୋଲ ଅବକାରୀ ବିଭାଗର ଅଧିକାରୀ
Read More...