Browsing Tag

khaprakhol news

ପୁତଲାମହୁଲ ଗ୍ରାମରେ ରାତିରେ ଧାନ ଚୋରି ଉଦ୍ୟମ, ଟ୍ରାକ୍ଟର ସହ ଧରାପଡ଼ିଲେ ୪ ଦୁର୍ବୃତ୍ତ

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ଖପ୍ରାଖୋଲ ଥାନା ଅନ୍ତର୍ଗତ ମାଟିଆଭଟା ପଞ୍ଚାୟତର ପୁତଲାମହୁଲ ଗ୍ରାମରେ ଶୁକ୍ରବାର ରାତିରେ ଘଟିଥିବା ଧାନ ଚୋରି ଉଦ୍ୟମ ଅଞ୍ଚଳରେ ଭୟ ଓ ଆତଙ୍କ ସୃଷ୍ଟି କରିଛି । ଗ୍ରାମର ଚାଷୀ ଶତ୍ରୁଘନ ସାହୁ ଧାନ ଅମଳ କରି ତାହାକୁ ନିଜ ଖଳାରେ ସଞ୍ଚୟ କରିଥିଲେ । ରାତିର
Read More...

ଖପ୍ରାଖୋଲ ଡାକ୍ତରଖାନାରେ ଉନ୍ନତି ଚାଲିଛି ନା’ ଆଉ କିଛି

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ଖପ୍ରାଖୋଲ ଡାକ୍ତରଖାନାର ମରାମତି ଓ ଉନ୍ନତି କାମ ଗତ ବର୍ଷେରୁ ଅଧିକ ସମୟ ହେଲା ଅଧାପନ୍ତରିଆ ଭାବେ ପଡି ରହିଛି । କାମ ଚାଲିଛି ବୋଲି କେବଳ କାଗଜରେ ଲେଖି, କାନ୍ଥରେ ସୂଚନା ଲଗାଇ ଠିକାଦାର ଚୁପ୍‌ଚାପ୍‌ ବସିଥିବା ଦୃଶ୍ୟ ଏବେ ସାଧାରଣ ଲୋକଙ୍କୁ ଅସନ୍ତୋଷ
Read More...

ଖପ୍ରାଖୋଲ ପୋଲିସର ସଫଳତା : ବେଆଇନ ଦାଦନ ଚାଲାଣ ବେଳେ ୭ ଜଣ ଉଦ୍ଧାର

ଦାଦନ ସର୍ଦ୍ଦାର ଗିରଫ ଖପ୍ରାଖୋଲ, (ଅଶୋକ କୁମାର ବାଗ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ପୋଲିସ ବେଆଇନ ଦାଦନ ଶ୍ରମିକ ଚାଲାଣ ବେଳେ ଶ୍ରମିକ ମାନଙ୍କୁ ଉଦ୍ଧାର କରିଛି । ଗତ ଶୁକ୍ରବାର ସନ୍ଧ୍ୟା ପ୍ରାୟ ୭ଟା ୧୫ ମିନିଟ ସମୟରେ ଗମ୍ଭାରୀ ଛକ ନିକଟରେ ପେଟ୍ରୋଲିଙ୍ଗ କରୁଥିବା ବେଳେ ପୋଲିସ କିଛି
Read More...

ଲାଠୋର ବନବିଭାଗର ନିଷ୍କ୍ରିୟତା ନେଲା ଜଣେ ମହିଳାଙ୍କ ଜୀବନ

ହାତୀ ଆତଙ୍କରେ ବେନ୍ଦେର ଅଞ୍ଚଳ, ସଚେତନତା ଶୂନ୍ୟ ପ୍ରଶାସନ ଖପ୍ରାଖୋଲ, (ଅଶୋକ କୁମାର ବାଗ) : ଖପ୍ରାଖୋଲ ବ୍ଲକ ଲାଠୋର ରେଞ୍ଜ ଅନ୍ତର୍ଗତ ବେନ୍ଦେର ପଞ୍ଚାୟତର ଚହକପଡ଼ା ଗ୍ରାମରେ ଗୁରୁବାର ରାତି ପ୍ରାୟ ୩ଟା ସମୟରେ ୩୨ ଟିକିଆ ହାତୀପଲ ଦ୍ୱାରା ହୋଇଥିବା ଭୟଙ୍କର ଆକ୍ରମଣ ଲାଠୋର ବନବିଭାଗର
Read More...

ବେନ୍ଦେର ସଂରକ୍ଷିତ ଜଙ୍ଗଲରେ ୩୨ ଟିକିଆ ହାତୀପଲ, ଅଞ୍ଚଳବାସୀ ଆତଙ୍କିତ

ଖପ୍ରାଖୋଲ (ଅଶୋକ କୁମାର ବାଗ) ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ଅନ୍ତର୍ଗତ ଲାଠୋର ଫରେଷ୍ଟ ରେଞ୍ଜ ଅଧୀନ ବେନ୍ଦେର ସଂରକ୍ଷିତ ଜଙ୍ଗଲରେ ଏକ ଛୋଟ ହାତୀ ଛୁଆ ସହିତ ପ୍ରାୟ ୩୨ଟି ହାତୀଙ୍କ ଏକ ବଡ଼ ପଲ ଆଗମନ କରିଥିବା ଜଣାପଡ଼ିଛି। ଏହାରେ ସମଗ୍ର ଅଞ୍ଚଳରେ ଆତଙ୍କ ଓ ଭୟର ପରିବେଶ ସୃଷ୍ଟି ହୋଇଛି
Read More...

ଖପ୍ରାଖୋଲ ପୋଲିସର ବଡ଼ ସଫଳତା : ୮ ଅଭିଯୁକ୍ତ ଗିରଫ

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ଖପ୍ରାଖୋଲ ଥାନା ପୋଲିସ ୧୧ କେଭି ବିଦ୍ୟୁତ ତାର ଚୋରି କରୁଥିବା ଏକ ସକ୍ରିୟ ଚୋର ଗ୍ୟାଙ୍ଗକୁ ଧରିବାରେ ବଡ଼ ସଫଳତା ହାସଲ କରିଛି । ଗତ ପ୍ରାୟ ୬ ମାସ ଧରି ଏହି ଗ୍ୟାଙ୍ଗ ସିନ୍ଧେକେଲା, ବେଲପଡା, ଲରମ୍ଭା ଓ ଖପ୍ରାଖୋଲ ଅଞ୍ଚଳର ୧୧ କେଭି ବିଦ୍ୟୁତ ସଂଯୋଗ
Read More...

ଅବ୍ୟବସ୍ଥାରେ ମତ୍ସ୍ୟ–ପ୍ରାଣୀ ମେଳା

ରିବନ କାଟିବାକୁ ଅପେକ୍ଷା କରି କ୍ଷୁବ୍ଧ ଉପମୁଖ୍ୟମନ୍ତ୍ରୀ, ପ୍ରଶାସନ ଉପରେ ପ୍ରଶ୍ନ ଖପ୍ରାଖୋଲ, (ଅଶୋକ କୁମାର ବାଗ) : ଖପ୍ରାଖୋଲ ନୋଡାଲ ଉଚ୍ଚ ବିଦ୍ୟାଳୟ ଖେଳ ପଡିଆରେ ବୁଧବାର ଆୟୋଜିତ ବ୍ଲକ ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳାରେ ପ୍ରଶାସନିକ ଅବହେଲା ଭରି ରହିଥିଲା । ଓଡ଼ିଶା
Read More...

ଖପ୍ରାଖୋଲ ଯାଜ୍ଞସେନୀ କପଡ଼ା ଦୋକାନରେ ଅଗ୍ନିକାଣ୍ଡ

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ଠାରେ ମଙ୍ଗଳବାର ରାତି ୧୧ଟା ବେଳେ ଯାଜ୍ଞସେନୀ କପଡ଼ା ଦୋକାନରେ ହୋଇଥିବା ଭୟାବହ ଅଗ୍ନିକାଣ୍ଡ ସାରା ଅଞ୍ଚଳରେ ଆଲୋଚନା ବିଷୟ ହୋଇଛି । ବିଜୁଳି ସର୍ଟ ସର୍କିଟରୁ ଏହି ଘଟଣା ଘଟିଥିବା କୁହାଯାଉଛି । କ୍ଷଣକରେ ପ୍ରାୟ ୪୦ ଲକ୍ଷ
Read More...

ଓଡ଼ିଆପାଲିରେ ଅଭାବନୀୟ ଘଟଣା : କୁକୁଡ଼ା ଫାର୍ମର କେମିକାଲ ମିଶ୍ରିତ ମଦ ପିଇ ଜଣେ ମୃତ, ଦୁଇଜଣ ସଙ୍କଟରେ

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ଥାନା ଅନ୍ତର୍ଗତ ଓଡ଼ିଆପାଲି ଗାଁରେ ଆଜି ଅପରାହ୍ନ ସମୟରେ ଘଟିଥିବା ଏକ ଭୟାବହ ଘଟଣା ଅଞ୍ଚଳସାରା ଚର୍ଚ୍ଚାରେ ରହିଛି । ସ୍ଥାନୀୟ ସୂତ୍ର ଅନୁସାରେ, କୁକୁଡ଼ା ଫାର୍ମ ସମ୍ମୁଖରେ ଗ୍ରାମର ଚନ୍ଦନ ମାଝୀ ଚରୁ ଭୋଜି ଦେଇଥିଲେ।
Read More...

ଭାଇଙ୍କ ହାତରେ ଭାଇ ଗୁରୁତର : ଝଗଡ଼ାକୁ ନିଷେଧ କରିବାରୁ ଟାଙ୍ଗିଆ ଆଘାତ

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ଖପ୍ରାଖୋଲ ଥାନା ଅନ୍ତର୍ଗତ କରୁଆଁଝର ଗ୍ରାମରେ ଭାଇ-ଭାଇ ମଧ୍ୟରେ ହୋଇଥିବା କଳହ ଗୁରୁତର ଆକ୍ରମଣର ରୂପ ନେଇଛି । ଘଟଣାରେ ଅନ୍ତର୍ଯ୍ୟାମୀ ଭୁଏ (ଆହତ) ଗୁରୁତର ଅବସ୍ଥାରେ ଭୀମସାର ବୁର୍ଲାରେ ଭର୍ତ୍ତି ହୋଇଛନ୍ତି । ପୋଲିସ ତଦନ୍ତରେ ଜଣାପଡ଼ିଛି, ଆହତ
Read More...