ବ୍ଲକ ସ୍ତରୀୟ ଶିଶୁ ମହୋତ୍ସବ ସୁରଭି–୨୦୨୫ : ଖପ୍ରାଖୋଲରେ ଶିଶୁମନଙ୍କ ଉଜ୍ଜ୍ଵଳ ପ୍ରତିଭା ପ୍ରଦର୍ଶନ
ଖପ୍ରାଖୋଲ (ଅଶୋକ କୁମାର ବାଗ): ଖପ୍ରାଖୋଲରେ ଏକ ଅପୂର୍ବ ଦିନ । ଗୋଷ୍ଠୀ ଶିକ୍ଷା ଅଧିକାରୀ କାର୍ୟ୍ୟାଳୟ ପରିସର ଛାତ୍ରଛାତ୍ରୀଙ୍କ ହର୍ଷୋଲ୍ଲ୍ଲାସରେ ଭରିଯାଇଥିଲା । ଆୟୋଜିତ ହୋଇଥିଲା ବ୍ଲକ ସ୍ତରୀୟ ଶିଶୁମହୋତ୍ସବ “ସୁରଭି–୨୦୨୫” । ଏହା କେବଳ ଏକ ମହୋତ୍ସବ ନୁହେଁ, ଏହା ହେଉଛି ଶିଶୁମନଙ୍କ!-->…
Read More...
Read More...