ବାଇକ୍ ଓ କାର୍ ଧକ୍କାରେ ବାଇକ୍ ଚାଳକ ମୃତ୍ୟୁ
ଖପ୍ରାଖୋଲ, (ଅଶୋକ କୁମାର ବାଗ) : ବାଇକ୍ ଓ କାର୍ ଧକ୍କାରେ ବାଇକ୍ ଚାଳକଙ୍କ ମୃତ୍ୟୁ ଘଟିଛି । ଏଭଳି ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି । ଜୁରିଆ ଗାଁ ନିକଟସ୍ଥ ଭୁଲିଆ ବନ୍ଦ ଅଞ୍ଚଳରେ ଆଜି ସକାଳେ ଏକ ଦୁର୍ଘଟଣା ଘଟିଥିଲା, ଯେଉଁଥିରେ ଡୁଲାମଣି ମେହେର (୫୨) ନାମକ ଜଣେ ବ୍ୟକ୍ତି!-->…
Read More...
Read More...