ୟୁରିଆ ସାର ପାଇଁ ରାସ୍ତା ରୋକ କଲେ ଚାଷୀ
ଖପ୍ରାଖୋଲ, (ଅଶୋକ କୁମାର ବାଗ) : ସାର ପାଇଁ ରାତି ଅନିଦ୍ରା, ଲାଗିଛି ଲମ୍ବା ଲାଇନ । ଏ ହେଉଛି ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଲକ ଧଣ୍ଡାମୁଣ୍ଡା ପଞ୍ଚାୟତର ଦୃଶ୍ୟ । ସାର ଆସିଥିବା ଶୁଣିବା ପରେ ରାତି ୩ଟାରୁ ଆଧାର କାର୍ଡ ଆଣି ଲାଇନ ଲଗାଇଥିଲେ ଚାଷୀ । କିନ୍ତୁ ଚାଷୀମାନଙ୍କୁ ପେକ୍ସ କର୍ମୀ!-->…
Read More...
Read More...