Daily Archives

ରାଜ୍ୟ ବିଜେପି ଯୁବ ମୋର୍ଚ୍ଚା ସଂପାଦକ ହେଲେ ଯୁବ ନେତା ପ୍ରିତେଶ ବହିଦାର

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ନିର୍ବାଚନ ମଣ୍ଡଳୀ ଭାରତୀୟ ଜନତା ପାର୍ଟିର ଯୁବ ନେତା ପ୍ରିତେଶ ବହିଦାରଙ୍କୁ ରାଜ୍ୟ ବିଜେପି ଦଳର ସଭାପତି ଇରାଷିସ ଆଚାର୍ୟ୍ୟ ଆଜି ବିଧିବଦ୍ଧ ଭାବେ ରାଜ୍ୟ ବିଜେପି ଯୁବ ମୋର୍ଚ୍ଚା ସଂପାଦକ ଭାବେ ଦାୟିତ୍ୱ ଦେଇଛନ୍ତି । ଯୁବ ନେତା ପ୍ରିତେଶ
Read More...

କୋଟିଏ ପ୍ରାଣର ମହାନାୟକ ଲଳିତ ନାୟକଙ୍କୁ ବଲାଙ୍ଗିର ମାଟିର ଶେଷ ସଲାମ୍

ବଲାଙ୍ଗିର, (କେପିଏନ୍ଏସ୍) : ବିଶିଷ୍ଟ ସାମାଜସେବୀ, ଶ୍ରମିକ ନେତା ଲଲିତ ନାୟକଙ୍କ ଆଜି ଭୋର୍ ସକାଳେ ଏମ୍ସ ଭୁବନେଶ୍ୱରରେ ଦେହାନ୍ତ ହୋଇଥିବା ବେଳେ ବଲାଙ୍ଗିର ସହରରେ ପାଖାପାଖି ୧୦ ହଜାର ଲୋକଙ୍କ ସମାଗମରେ ଏକ ବିରାଟ ଶୋଭାଯାତ୍ରାରେ ତାଙ୍କୁ ଅଶ୍ରୁଳ ବିଦାୟ ଦିଆଯାଇଛି। ଆଜି ସନ୍ଧ୍ୟାରେ
Read More...

ଉଠା ଦୋକାନୀଙ୍କ ଥଇଥାନ ଦାବିରେ ବିଜେପୁର ଏନଏସି ସାମ୍ନାରେ ଧାରଣା

ବିଜେପୁର, (ସତ୍ୟନାରାୟଣ ପ୍ରଧାନ) : ବିଜେପୁର ସହର ଏବେ ନୂଆ ବିଜ୍ଞାପିତ ଅଂଚଳ ଭାବେ ପରିଚୟ ପାଇଛି ସତ କିନ୍ତୁ ଏଠାରେ ଅନେକ ମୌଳିକ ସମସ୍ୟା ଏବେ ବି ସମାଧାନ ହେଉ ନାହିଁ । ଏମିତି ଏକ ପ୍ରସଙ୍ଗରେ ଏନଏସି ଅଧୀନରେ ଥିବା ଉଠା ଦୋକାନୀ ତଥା ହଟଲିର ପନିପରିବା ବିକାଳି ଏବେ ରୋଜଗାର ହରାଇଥିବା
Read More...

ଅଠର ଦିନ ମଧ୍ୟରେ ତୃତୀୟ ଶ୍ରଦ୍ଧାଞ୍ଜଳି ସଭା

ଟିଟିଲାଗଡ, (ଗୌରବ ଦର୍ଜୀ) : ୨୦୨୦ ମସିହା କରୋନା ମହାମାରୀ ଯୋଗୁଁ ଅଶୁଭ ବୋଲି ସମସ୍ତେ ଜାଣିଥିଲେ। କରୋନା ମହାମାରୀ ଯୋଗୁଁ ଅନେକ ଲୋକ ଅକାଳ ମୃତ୍ୟୁର ସମ୍ମୁଖୀନ ହେଉଥିବା ବେଳେ ୨୦୨୧ ଶୁଭ ଓ ଖୁସିର ବର୍ଷ ହେବ ବୋଲି ସମସ୍ତ ଦେଶ ବାସୀଙ୍କ ଆଶା ରହିଛି । କିନ୍ତୁ ବଲାଙ୍ଗୀର ଜିଲ୍ଲା ପାଇଁ
Read More...

ଧାନ କିଣାରେ ଅବ୍ୟବସ୍ଥା ନେଇ ରାଜ ରାସ୍ତାକୁ ଅବରୋଧ କରିଛନ୍ତି ଚାଷୀ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡରେ ଧାନ କିଣାରେ ଅବ୍ୟବସ୍ଥା ନେଇ ରାଜ ରାସ୍ତାକୁ ଅବରୋଧ କରିଛନ୍ତି ଚାଷୀ । ପଦ୍ମପୁର ଉପଖଣ୍ଡର ୭୦ ଗୋଟି ମଣ୍ଡିରେ ପ୍ରାୟ ୭ ଲକ୍ଷ ଧାନ ପଡି ରହିଛି । ଦୀର୍ଘ ଦିନ ହେବ ଚାଷୀ ମଣ୍ଡିରେ ଧାନ ବିକ୍ରୟ ପାଇଁ ଆଣିଥିଲେ ମଧ୍ୟ ବିକ୍ରି ହୋଇ
Read More...

ସିଲେଟକାନି ରୟାଲ ଷ୍ଟାର୍ ଫୁଟବଲ ପ୍ରତିଯୋଗିତା ଉଦଘାଟିତ : ପ୍ରଥମ ଦିନ ଖେଳରେ ଲଣ୍ଡାପଥର ଓ ମହିପୁର ବିଜୟୀ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ସିଲେଟକାନୀରେ ସୋମବାର ଦିନ ରୋୟାଲ ଷ୍ଟାର୍ ଫୁଟବଲ ଏସୋସଏସନ୍ ପକ୍ଷରୁ ଟୁର୍ଣ୍ଣାମେଣ୍ଟ ଉଦଘାଟିତ ହୋଇଯାଇଛି । ପ୍ରତିଯୋଗିତାର ପ୍ରଥମ ମ୍ୟାଚରେ ଭୁତିଆରବାହାଲକୁ ଲଣ୍ଡାପଥର ଓ ଦ୍ବିତୀୟ ମ୍ୟାଚରେ ସମରାକୁ ମହିପୁର ହରାଇଥିଲା । ସଭାପରିଚାଳନା
Read More...

ଭିଜିଲାନ୍ସ ଜାଲରେ କଲେଜ ଅଧ୍ୟକ୍ଷା : ୮୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଧରାପଡିଲେ

ବଙ୍ଗୋମୁଣ୍ଡା, (ଅଜିତ କୁମାର ସାହୁ) : ଭିଜିଲାନ୍ସ ଜାଲରେ କଲେଜ ଅଧ୍ୟକ୍ଷା । ବଙ୍ଗୋମୁଣ୍ଡା ପଞ୍ଚାୟତ ସମିତି କଲେଜ ଅଧ୍ୟକ୍ଷା ମିନତୀ ରଥଙ୍କ ଘରେ ଭିଜିଲାନ୍ସ ଚଢାଉ କରାଯାଇଛି । ମିନତୀ ରଥ କଲେଜ ଲାଇବ୍ରେରିଆନଙ୍କ ଠାରୁ ୮୦ ହଜାର ଟଙ୍କା ନେଉଥିବା ବେଳେ ବଲାଙ୍ଗୀର, ସୋନପୁର, ସମ୍ବଲପୁର
Read More...

୪୮ ଘଣ୍ଟା ମଧ୍ୟରେ ଧାନ ଉଠାଯାଉ, ନଚେତ ବିଜେପି ତରଫରୁ ରାସ୍ତାରୋକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ତର ସମସ୍ତ ଧାନ ମଣ୍ତିରେ ଓ ସୋସାଇଟିରେ ଲକ୍ଷାଧିକ ଧାନ ବସ୍ତା ବହୁ ଦିନରୁ ପଡି ରହିଛି । ଯେଉଁ ଚାଷୀ ମାନେ ପାଇଥିବା ଟୋକନ ବର୍ତ୍ତମାନ ଲେପ୍ସ୍ ହୋଇ ସରିଥିବା ବେଳେ ମିଲର୍ସ ମାନେ ବିଭିନ୍ନ ପ୍ରକାର ଚାପ ସୃଷ୍ଟି କରି ମଣ୍ତିରେ କଟନି
Read More...

ଅଯୋଧ୍ୟାରେ ଶ୍ରୀ ରାମଙ୍କ ମନ୍ଦିର ପାଇଁ ବିଭିନ୍ନ ସ୍ଥାନରେ ନିଧି ସଂଗ୍ରହ ଓ ଶ୍ରୀରଥ ପରିକ୍ରମା

କଟକ, (କେପିଏନ୍‌ଏସ୍‌) : ବହୁ ପ୍ରତୀକ୍ଷିତ ଅଯୋଧ୍ୟାରେ ମର୍ୟ୍ୟାଦା ପୁରୁଷ ଶ୍ରୀରାମଙ୍କ ଭବ୍ୟମନ୍ଦିର ନିର୍ମାଣାର୍ଥେ ସମଗ୍ର ଭାରତବର୍ଷରେ ନିଧି ସଂଗ୍ରହ ଓ ସମ୍ପର୍କ ମହାଅଭିଯାନ ଶୁଭାରମ୍ଭ ପରିପ୍ରେକ୍ଷୀରେ କଟକ ସଦର ଉପକଣ୍ଠ କିଶନନଗରରୁ ଶ୍ରୀ ରଥ ପୁଜାର୍ଚନାର ବିଧିବ୍ୟବସ୍ଥା ପରେ ଏହି
Read More...

ରାଷ୍ଟ୍ରୀୟ ମଜଦୁର କଂଗ୍ରେସର ବିକ୍ଷୋଭ

ବଲାଙ୍ଗୀର, (ଦେବାଶିଷ ମିଶ୍ର) : ଆଜି ରାଷ୍ଟ୍ରୀୟ ମଜୁଦର କଂଗ୍ରେସ ବଲାଙ୍ଗିର ଜିଲ୍ଲା କମିଟି ତରଫରୁ ରାଜ୍ୟବ୍ୟାପୀ ଗଣବିକ୍ଷୋଭ ବଲାଙ୍ଗିର ଜିଲ୍ଲାପାଳଙ୍କ କାର୍ୟ୍ୟାଳୟ ସମ୍ମୁଖରେ ଜିଲ୍ଲା ସଭାପତି କୃଷ୍ଣଚନ୍ଦ୍ର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ୟୁନାଇଟେଡ୍‌ ଟ୍ରେଡ୍‌ ୟୁନିୟନ
Read More...