pakka

ଖୁଜେନପାଲି-ଦାବକାନି ରାସ୍ତାରେ ମାରଣାସ୍ତ୍ର ଦେଖାଇ ବ୍ୟବସାୟୀଙ୍କ ଠୁ ଲୁଟ୍‌

l2

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିରର ଖୁଜେନପାଲି – ଦାବକାନି ରାସ୍ତାରେ ଆଜି ଜଣେ ବ୍ୟବସାୟୀଙ୍କ ଠାରୁ କିଛି ଦୁର୍ବୃତ୍ତ ମାନେ ମାରଣାସ୍ତ୍ର ଦେଖାଇ ଲୁଟ୍‌ କରିଛନ୍ତି । ଯୋଉଥିପାଇଁ ବ୍ୟବସାୟୀ ଜଣକ ସଦର ପୋଲିସର ଦ୍ୱାରସ୍ଥ ହୋଇଛନ୍ତି । ବ୍ୟବସାୟୀ ଜଣକ ସୁଦପଡା ଠାରେ ଥିବା କବାଡି ଦୋକାନର କବୀର ଉଲ ଇସଲାମ ବୋଲି ଜଣାପଡିଛି ।

pp
Leave A Reply

Your email address will not be published.

six − 5 =