Daily Archives

ଅମାନବିକତା : ୧୪ ବର୍ଷର ନାବାଳିକାକୁ ୪ ଦିନ ଧରି ବ‌ନ୍ଦୀ କରି ଗଣବଳାତ୍କାର ଅଭିଯୋଗ

ଉମରିଆ : ମଧ୍ୟପ୍ରଦେଶର ଉମରିଆରେ ଜାନୁଆରୀ ୧୧ ରେ ୧୪ ବର୍ଷର ନାବାଳିକାକୁ ଅପହରଣ ମାମଲାରେ ଏକ ବଡ଼ ଖୁଲାସା ହୋଇଛି । ନାବାଳିକା ଜଣକ ଫେରିବା ପରେ ଜଣାପଡିଥିଲା ​​ଯେ, ତାକୁ ୪ ଦିନ ବନ୍ଧକ ରଖାଯାଇଥିଲା । ଏହି ମାମଲା ସାମ୍ନାକୁ ଆସିବା ପରେ ପୋଲିସ ୮ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ଏବଂ
Read More...

ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କୁ ଆକ୍ରମଣ ଉଦ୍ୟମ

କେନ୍ଦୁଝର, (କେପିଏନ୍‌ଏସ୍‌): ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କୁ ଆକ୍ରମଣ ଉଦ୍ୟମ । କେନ୍ଦୁଝର ଟାଉନ୍ ଥାନା କାଶୀପୁର ନିକଟରେ ଆକ୍ରମଣ ଉଦ୍ୟମ ହୋଇଥିବା ନେଇ ଖବର ମିଳିଛି । ଖବର ଅନୁସାରେ ନିରଞ୍ଜନଙ୍କ ଗାଡ଼ି ଅଟକାଇ ଆକ୍ରମଣ ଉଦ୍ୟମ କଲେ ୪/୫ ଦୁର୍ବୃତ୍ତ । ସୁରକ୍ଷା ପାଇଁ ଆଗକୁ
Read More...

ଅନ୍ୟା ଆୟୋଜିତ ପୁସ୍ତକ ଲୋକାର୍ପଣ ପର୍ବ : କବି ରାମକୃଷ୍ଣଂକ ପ୍ରବନ୍ଧ ସଂକଳନ ‘ଜୀବନ ଶୃଂଗାର’,…

ସମ୍ବଲପୁର, (କେପିଏନ୍‌ଏସ୍‌) : ଅନ୍ୟା ଆୟୋଜିତ ପୁସ୍ତକ ଲୋକାର୍ପଣ ପର୍ବରେ ଆଜି ଲୋକାର୍ପିତ ହୋଇଛି କବି ରାମକୃଷ୍ଣଂକ ପ୍ରବନ୍ଧ ସଂକଳନ 'ଜୀବନ ଶୃଂଗାର', 'ଆତ୍ମୋପଲବ୍ଧିର କଥନ', 'ଅଜ୍ଞାତର ପଦଚିହ୍ନ' ଏବଂ ୧୨୬ ପୃଷ୍ଠାର ବିରଳ କବିତା ସଂକଳନ 'ରାଗ ଉତ୍ତରା' । ଲୋକାର୍ପଣ ପର୍ବରେ ମୁଖ୍ୟ
Read More...

ଜାମସେଠ ପ୍ରିମିୟର ଲିଗ ଟି-୧୦ : ବରତୁଣ୍ଡାକୁ ହରାଇ ଡୁକୁକିଝରିଆ ଚମ୍ପିୟାନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ବ୍ଳକ ଜାମସେଠ ଗ୍ରାମର ଚାଲିଥିବା ୯ତମ ଜାମସେଠ ପ୍ରିମିୟର ଲିଗ ଟି-୧୦ ରବିବାର ଖେଳ ଆରମ୍ଭ ହୋଇଥିବା ଫାଇନାଲ ମ୍ୟାଚରେ ବରତୁଣ୍ଡାକୁ ହରାଇ ଡୁଡୁକିଝରିଆ ଚମ୍ପିୟାନ ହୋଇଛି । ଆଜି ଡଃ ମୂରଲୀଧର ବାଗ ଅତିଥି ଭାବେ ଯୋଗ ଦେଇ ଖେଳ ଉଦଘାଟନ କରିଥିଲେ ।
Read More...

ବଙ୍ଗୋମୁଣ୍ଡା ସାହିତ୍ୟ କଳା ପରିଷଦ ପକ୍ଷରୁ କରୋନା ଯୋଦ୍ଧା ସମ୍ମାନ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ସଦରରେ ଥିବା ଅଗ୍ରଣୀ ଅନୁଷ୍ଠାନ ସାହିତ୍ୟ କଳା ପରିଷଦ ତରଫରୁ ଦୁଇ ଜଣ କରୋନା ଯୋଦ୍ଧାଙ୍କୁ ସମ୍ବର୍ଦ୍ଧନା ଦିଆଯାଇଛି । ଅନୁଷ୍ଠାନର ସଭାପତି ଡଃ. ନାରାୟଣ ମିଶ୍ରଙ୍କ ତତ୍ୱାବଧାନରେ ବଙ୍ଗୋମୁଣ୍ଡା ତହସିଲଦାର
Read More...

ହୋଲଡିଂ ଟ୍ୟାକ୍ସର ଅହେତୁକ ବୃଦ୍ଧିକୁ ଆମ୍ ଆଦମୀ ପାର୍ଟିର ବିରୋଧ

ବରଗଡ଼, (ସତ୍ୟନାରାୟଣ ପ୍ରଧାନ‌) : ଆନୁଆଲ ଭ୍ୟାଲୁର ଆସ୍ସେମେଣ୍ଟ ଅହେତୁକ ଭାବେ ବୃଦ୍ଧି ହୋଇଥିବାରୁ ଏହା ଗତ ଥର ଅପେକ୍ଷା ପ୍ରାୟତଃ ୪ ଗୁଣା ବଢିଥିବା ବେଳେ ପୋୖର ପ୍ରଶାସନ ଏହାକୁ ଵିଚାରକୁ ନନେଇ ଲୋକମାନଙ୍କ ଉପରେ ଅଧିକ ଟ୍ୟାକ୍ସ ବୋଝ ଲଦି ଦେଇଛି ଏହାକୁ ଆମ୍ ଆଦମୀ ପାର୍ଟି ବିରୋଧ କରୁଛି ।
Read More...

ଓଡିଆ କ୍ଷୁଦ୍ର ଚଳଚ୍ଚିତ୍ର ‘ମୋ ମା’ କୋଳରେ’ର ଶୁଭମୁକ୍ତି

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ଲାଲଟିକ୍ରା ସ୍ଥିତ କୀର୍ତ୍ତି ଭିଡିଓ ଭିଜନ ଠାରେ ପରଭା ଫୋକ ଅନୁଷ୍ଠାନ ନିର୍ମିତ ଓଡିଆ କ୍ଷୁଦ୍ର ଚଳଚ୍ଚିତ୍ର “ମୋ ମା’ କୋଳରେ”ର ଶୁଭମୁକ୍ତି ହୋଇଯାଇଛି । ଏହାର ପ୍ରଯୋଜକ ନବୀନ କିଶୋର ବେହେରା ଥିବା ବେଳେ ପ୍ରଡକ୍‌ସନ ମ୍ୟାନେଜରର ଦାୟିତ୍ୱ
Read More...

ମନୋଜ କୁମାର ମାଝୀ ସ୍ମାରକୀ ଫୁଟବଲ ଟୁର୍ଣ୍ଣାମେଣ୍ଟ-ଫାଇନାଲ୍‌ରେ ଯୁରାବନ୍ଧ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଚୁଲିଫୁଙ୍କା ପଂଚାୟତ ମନିଗାଁ ଗ୍ରାମରେ ମଣିଶ୍ରୀ ଫୁଟବଲ କ୍ଲବ ପକ୍ଷରୁ ଚାଲିଥିବା ମନୋଜ କୁମାର ମାଝୀ ସ୍ମାରକୀ ଫୁଟବଲ ଟୁର୍ଣ୍ଣାମେଣ୍ଟ ଆଜି ସପ୍ତମ ଦିନରେ ପହଂଚିଛି । ଏହି ଅବସରରେ ଆୟୋଜିତ ଆଜିର ଏହି ସପ୍ତମ
Read More...

ପୁଇଁନ୍ତଲା ବ୍ଲକ ଯାଦବ ମହାସଭାର ବନ୍ଧୁ ମିଳନ : ଗୋସୁରକ୍ଷାର ଭିତ୍ତିଭୂମି ଯୋଗାଇ ଦିଆଯିବ, କହିଲେ ଡ.ମୁକେଶ ମହାଲିଙ୍ଗ

ପୁଇଁନ୍ତଲା, (ଦେବାଶିଷ ମିଶ୍ର) : ସ୍ଥାନୀୟ ପୁଇଁନ୍ତଲା ବ୍ଲକ ଅନ୍ତର୍ଗତ ବନ୍ଧପଡା ନର୍ସରୀରେ ପୁଇଁନ୍ତଲା ବ୍ଲକ ଯାଦବ ମହାସଭାର ବନ୍ଧୁମିଳନ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବରେ ଲୋଇସିଂହା ବିଧାୟକ ଡ. ମୁକେଶ ମହାଲିଙ୍ଗ ଯୋଗଦେଇ ଆଗାମୀ ଦିନରେ ପୁଇଁନ୍ତଲା ବ୍ଲକର ଯାଦବ ଭବନ
Read More...

ଯୁବ କଂଗ୍ରେସର ନୂତନ କମିଟି ଗଠନ

ବୌଦ୍ଧ, (ବଂଶୀଧର ମାଝୀ) : ରାଜ୍ୟ ଯୁବ କଂଗ୍ରେସ କମିଟି ସଭାପତି ଡଃ. ସ୍ମୃତି ରଂଜନ ଲେଙ୍କାଙ୍କ ଅନୁମୋଦନକ୍ରମେ ବୌଦ୍ଧ ଜିଲ୍ଲା ଯୁବ କଂଗ୍ରେସର ନୂତନ କମିଟି ଗଠନ କରାଯାିଛି । ଏଥିରେ ୧୫ ଜଣ ଉପସଭାପତି ଉମାକାନ୍ତ ନାଏକ, ବିଶ୍ୱଜିତ ହରିପାଲ, ବାସୁଦେବ କର୍ମି, କଳାକାର ଦଳବେହେରା, ପ୍ରଭାତ
Read More...