pakka

ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କୁ ଆକ୍ରମଣ ଉଦ୍ୟମ

bbehera

କେନ୍ଦୁଝର, (କେପିଏନ୍‌ଏସ୍‌): ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କୁ ଆକ୍ରମଣ ଉଦ୍ୟମ । କେନ୍ଦୁଝର ଟାଉନ୍ ଥାନା କାଶୀପୁର ନିକଟରେ ଆକ୍ରମଣ ଉଦ୍ୟମ ହୋଇଥିବା ନେଇ ଖବର ମିଳିଛି । ଖବର ଅନୁସାରେ ନିରଞ୍ଜନଙ୍କ ଗାଡ଼ି ଅଟକାଇ ଆକ୍ରମଣ ଉଦ୍ୟମ କଲେ ୪/୫ ଦୁର୍ବୃତ୍ତ । ସୁରକ୍ଷା ପାଇଁ ଆଗକୁ ଆସିବାରୁ ନିରଞ୍ଜନଙ୍କ ଡ୍ରାଇଭର ଓ ସୁରକ୍ଷାକର୍ମୀଙ୍କୁ ମାଡ଼ ହୋଇଥିବା ଅଭିଯୋଗ କରିଛ‌ନ୍ତି । ତେବେ ନିରଞ୍ଜନଙ୍କ ଉପସ୍ଥିତିରେ ଟାଉନ୍ ଥାନାରେ ଏତଲା ଦେଇଛନ୍ତି ସୁରକ୍ଷାକର୍ମୀ ।

jay balangir
Leave A Reply

Your email address will not be published.

3 × 1 =