pakka

ଅମାନବିକତା : ୧୪ ବର୍ଷର ନାବାଳିକାକୁ ୪ ଦିନ ଧରି ବ‌ନ୍ଦୀ କରି ଗଣବଳାତ୍କାର ଅଭିଯୋଗ

bbehera

ଉମରିଆ : ମଧ୍ୟପ୍ରଦେଶର ଉମରିଆରେ ଜାନୁଆରୀ ୧୧ ରେ ୧୪ ବର୍ଷର ନାବାଳିକାକୁ ଅପହରଣ ମାମଲାରେ ଏକ ବଡ଼ ଖୁଲାସା ହୋଇଛି । ନାବାଳିକା ଜଣକ ଫେରିବା ପରେ ଜଣାପଡିଥିଲା ​​ଯେ, ତାକୁ ୪ ଦିନ ବନ୍ଧକ ରଖାଯାଇଥିଲା । ଏହି ମାମଲା ସାମ୍ନାକୁ ଆସିବା ପରେ ପୋଲିସ ୮ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ଏବଂ ଅନ୍ୟ ଜଣେ ଅଭିଯୁକ୍ତଙ୍କୁ ଜୋରଦାର ଖୋଜୁଛି । କୁହାଯାଇଛି ଯେ, ଝିଅଟି ପ୍ରଥମେ ଜଣକରର ବଳାତ୍କାର ଶିକାର ହୋଇଥିଲା । ତାପରେ ବଳାତ୍କାରୀର ପ୍ରିୟଜନମାନେ ତାକୁ ବଳାତ୍କାର କରିଥିଲେ ଏବଂ ଶେଷରେ ଯାହାର ସାହାଯ୍ୟ ଆଶା କରିଥିଲା, ସେ ମଧ୍ୟ ତାକୁ ବଳାତ୍କାର କରିଥିଲା । ଏହି ମାମଲାରେ ପୋଲିସ ୮ ଜଣଙ୍କୁ ଗିରଫ କରିଛି ।

Leave A Reply

Your email address will not be published.

fifteen − 1 =