Daily Archives

ବୈଦିକ ଯଜ୍ଞ ଦ୍ୱାରା ଓଡିଶାରେ ଚେତନାର ଉତ୍ତରଣ ସମ୍ଭବ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ବିଶ୍ୱରେ ଦେଖା ଦେଇଥିବା ପ୍ରକୃତିର କୋପ ଓ ଏହାର ପରିମାଣ ବ୍ୟକ୍ତି ଓ ସମାଜ ଜୀବନରେ ଆଶତୀତ ପ୍ରଭାବ ପକାଇଛି । ଏହାର ମୁଖ୍ୟ କାରଣ ହେଉଛି ପଞ୍ଚମହାଭୂତରେ ଅସନ୍ତୁଳନ । ଏଣୁ ଆନ୍ତର୍ଜାତିକ ସତ୍ୟଚେତନା ଆଧ୍ୟାତ୍ମିକ ଅନୁଷ୍ଠାନ ଆନୁକୁଲ୍ୟରେ ଏହାର ପ୍ରତିକାର
Read More...

ତହସିଲଦାରଙ୍କ ଧାନ ମଣ୍ଡି ଯାଞ୍ଚ : ୧୪ ‌କ୍ୱି‌ଣ୍ଟାଲ ବେଆଇନ ଧାନ ଜବତ

ତୁଷୁରା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲା ଗୁଡଭେଲା ବ୍ଳକ ଅନ୍ତର୍ଗତ ନୂଆପଡା ପେକ୍ସ ଧାନ ମଣ୍ଡିକୁ ଶୁକ୍ରବାର ତୁଷୁରା ତହସିଲଦାର ଚନ୍ଦ୍ରମଣି ନାଗ ନିଜ ଟିମ୍‌ ସହ ଯାଞ୍ଚ କରିବାକୁ ଯାଇଥିବା ବେଳେ ୩୬ ପ୍ୟାକେଟ ତଥା ପ୍ରାୟ ୧୪ ‌କ୍ୱି‌ଣ୍ଟାଲ ବେଆଇନ ଧାନକୁ ଜବତ କରିଥିଲେ । ଏହି
Read More...

ଚାଷୀ ପ୍ରସଙ୍ଗକୁ ନେଇ ଶ୍ରୀମୟୀ ଟାର୍ଗେଟ୍‌ କଲେ ବିଜେପିକୁ : କହିଲେ, ବିଜେପି ଓକିଲାତି କରୁଛି ଦଲାଲଙ୍କ ପାଇଁ

ଭୁବନେଶ୍ୱର : ଧାନକିଣାରେ ବ୍ୟାପକ ଅନିୟମିତତା ତଥା ରାଜ୍ୟ ସରକାରଙ୍କ ଚାଷୀମାରଣ ନୀତି ପ୍ରତିବାଦରେ ବିଜେପି ବିଶାଳ ଗଣବିକ୍ଷୋଭ କରିଛି । ଏହାକୁ ନେଇ ରାଜ୍ୟ ବିଜେପି ନେତାମାନେ ଥାନାରେ ଧାରଣା ଦେବା ପରେ କ୍ଷମତାସୀନ ବିଜେଡି ଏବେ ରାଜ୍ୟ ବିଜେପିକୁ ସିଧାସଳଖ ଟାର୍ଗେଟ୍ କରିଛି । ବିଜେଡି
Read More...

ବିଶିଷ୍ଟ ସମାଜସେବୀ ଲଲିତ ନାୟକଙ୍କ ବିୟୋଗରେ ଶ୍ରଦ୍ଧାଞ୍ଜଳି ସଭା

ବଲାଙ୍ଗୀର, (ଦେବାଶିଷ ମିଶ୍ର) : ଆଜି ମାହେଶ୍ଵରୀ ଅନୁଷ୍ଠାନରେ ମାହେଶ୍ଵରୀର ମୁଖ୍ୟ ଉପଦେଷ୍ଟା ବିଶିଷ୍ଟ ସମାଜସେବୀ ଲଲିତ ନାୟକଙ୍କ ଦେହାନ୍ତରେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇ ଯାଇଛି । ଏହି ସଭାରେ ସ୍ବର୍ଗତ ନାୟକଙ୍କ ସ୍ମୃତି ଚରଣ ଓ ତାଙ୍କର ବିରଳ ବ୍ୟକ୍ତିତ୍ଵ ଉପରେ ସଦସ୍ୟ ମାନେ
Read More...

ସୁନା ବନ୍ଧା ରଖି ଲୋକଙ୍କୁ ଋଣ ଦେଉଥିବା ମୁଥୁଟ ଫାଇନାନ୍ସରୁ ଲୁଟେରାମାନେ ୨୫ କେଜି ସୁନା ଲୁଟିନେଲେ

ଚେନ୍ନାଇ : ଲୁଟେରାମାନେ ସୁନା ବନ୍ଧା ରଖି ଲୋକଙ୍କୁ ଋଣ ଦେଉଥିବା ମୁଥୁଟ ଫାଇନାନ୍ସରୁ ଲୁଟିନେଇଛ‌ନ୍ତି ୨୫ କେଜି ସୁନା ବୋଲି ଖବର ମଳିଛି । ସୂଚନା ଯୋଗ୍ୟ ଯେ, ତାମିଲନାଡୁ ସ୍ଥିତ ମୁଥୁଟ ଫାଇନାନ୍ସର ହୋସୁର ବ୍ରାଞ୍ଚରେ ଆଜି ସକାଳ ପ୍ରାୟ ୧୦ରୁ ୧୧ ଟା ସମୟ ଭିତରେ ହଠାତ୍‌ ହେଲମେଟ୍‌ ପିନ୍ଧି
Read More...

ବରଗଡ଼ରେ ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାଶ ଜାତୀୟ ପତାକା ଉତ୍ତୋଳନ କରିବେ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ଼ ଜର୍ଜ ହାଇସ୍କୁଲ ପଡ଼ିଆରେ ଜିଲ୍ଲା ସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳନ ଅବସରରେ ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାଶ ଜାତୀୟ ପତାକା ଉତ୍ତୋଳନ କରିବାର କାର୍ଯ୍ୟକ୍ରମ ରହିଛି । ଏହି ଦିନ ସକାଳ ୪ ରୁ ୫ ମଧ୍ୟରେ ରାମଧୂନ ପରିବେଷଣ କରାଯିବ ।
Read More...

ଗଣଶିକ୍ଷା ମନ୍ତ୍ରୀଙ୍କ ଅଚାନକ ଗସ୍ତ : କହିଲେ, ‘ବସି ରହିଲେ ଚଳିବ ନାହିଁ’

ବାଲିପାଟଣା : ବିଦ୍ୟାଳୟକୁ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶଙ୍କ ଅଚାନକ ଗସ୍ତ । ବାଲିପାଟଣା ଶିକ୍ଷା ମଣ୍ଡଳ ବିପିନ୍ ବିହାରୀ ସରକାରୀ ଉଚ୍ଚ ବିଦ୍ୟାଳୟ ଏବଂ ହରିଜନ ଆବାସି ଉଚ୍ଚ ବିଦ୍ୟାଳୟ ପରିଦର୍ଶନ କରିଛନ୍ତି ମନ୍ତ୍ରୀ ସମୀର ଦାଶ । ପ୍ରଥମେ ବିପିନ୍ ବିହାରୀ ଉଚ୍ଚ ବିଦ୍ୟାଳରେ କୋଭିଡ୍
Read More...

ବଙ୍ଗୋମୁଣ୍ଡା ନକଆଉଟ ଫୁଟବଲ ଟୁର୍ଣ୍ଣାମେଣ୍ଟ : ମୁରିବାହାଲକୁ ହରାଇ ବଙ୍ଗୋମୁଣ୍ଡା ବିଜୟୀ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ସଦର ଠାରେ ଥିବା ସର୍ବସାଧାରଣ ଖେଳ ପଡିଆରେ ସ୍ୱାମୀ ବିବେକାନନ୍ଦ ପାଠାଗାର ଓ ଆଥଲେଟିକ ଆସୋସିଏସନ ଦ୍ୱାରା ଆୟୋଜିତ ହେଉଥିବା ବଙ୍ଗୋମୁଣ୍ଡା ନକଆଉଟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଆଜି ଚତୁର୍ଥ ଦିନରେ ପହଞ୍ଚିଛି ।
Read More...

ମର୍ମ‌ନ୍ତୁଦ ସଡ଼କ ଦୁର୍ଘଟଣା : ଦୁଇ ବାଇକ୍ ମୁହାଁମୁହିଁ ଧକ୍‌କା, ଦୁଇ ବାଇକ୍ ଆରୋହୀ ଗୁରୁତର

ତରଭା, (ଜିତେ‌ନ୍ଦ୍ର ସା) : ଏକ ମର୍ମ‌ନ୍ତୁଦ ସଡ଼କ ଦୁର୍ଘଟଣା ଘଟିଥିବା ବେଳେ ଦୁଇଟି ବାଇକ୍‌ ଧକ୍‌କା ହୋଇଥିବା ଜଣାପଡ଼ିଛି । ତରଭା ବ୍ଳକ ଦେଉଳପଦରରେ ଗ୍ରାମ ନିକଟରେ ଥିବା ଖାରି ରାସ୍ତାରେ ଆଜି ଦୁଇ ବାଇକ୍ ଚାଳକ ମୁହାଁମୁହିଁ ହୋଇ ଦୁର୍ଘଟଣାର ଶିକାର ହୋଇଛନ୍ତି । ଦୁଇ ବାଇକ୍ ଆରୋହୀ
Read More...

ବିଶିଷ୍ଟ ସମାଜସେବୀ ଲଳିତ ନାୟକଙ୍କ ବିୟୋଗରେ ବିଙ୍ଗ ହ୍ୟୁମାନ ଫାଉଣ୍ଡେସନ ଚନ୍ଦନଭାଟି(ସଦରବ୍ଲକ)ର ଶୋକସଭା

ଚନ୍ଦନଭାଟି, (ରାଜେଶ ଦଣ୍ଡସେନା) : ବିଶିଷ୍ଟ ସମାଜସେବୀ ଲଳିତ ନାୟକଙ୍କ ବିୟୋଗରେ ଜିଲ୍ଲା ବ୍ୟାପୀ ଶୋକସଭା ପାଳନ କରାଯାଉଥିବା ବେଳେ ଆଜି ସଂଧ୍ୟାରେ ସ୍ଥାନୀୟ ଚନ୍ଦନଭାଟି ଦୁର୍ଗାମଣ୍ଡପ ଠାରେ ବିଙ୍ଗ ହ୍ୟୁମାନ ଫାଉଣ୍ଡେସନ ଚନ୍ଦନଭାଟି ସଦରବ୍ଲକ ତରଫରୁ ଯୁବ ସମାଜସେବୀ ବିରେନ୍ଦ୍ର ସାହୁଙ୍କ
Read More...