Daily Archives

୩ ଦଫା ଦାବୀରେ ଜୟ କିଷାନ ସଂଗଠନର ଟ୍ରାକ୍ଟର ଶୋଭାଯାତ୍ରା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ୩ ଦଫା ଦାବୀ ନେଇ ଜୟ କିଷାନ ସଂଗଠନ ତରଫରୁ ଆଜି ବଲାଙ୍ଗିର ସହରରେ ଏକ ଶୋଭାଯାତ୍ରା ହୋଇଯାଇଛି । ଦିଲ୍ଲୀ ସୀମାରେ ଆନ୍ଦୋଳନରତ କିଷାନମାନଙ୍କୁ ସମର୍ଥନ ଜଣାଇବା ସହ ଆଂଚଳିକ ଚାଷୀମାନଙ୍କ ସମସ୍ୟାକୁ ନେଇ ଏହି ଶୋଭାଯାତ୍ରା କରାଯାଇଥିବା କୁହାଯାଇଛି । କେନ୍ଦ୍ର
Read More...

ପାର୍ବତୀ ଗିରି ବାଳ ନିକେତନରେ ୭୨ତମ ସାଧାରଣତନ୍ତ୍ର ଦିବସ ପାଳିତ : ଜିଲ୍ଲାପାଳ ଚଞ୍ଚଳ ରାଣାଙ୍କ ଆକସ୍ମିକ ପରିଦର୍ଶନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ପଥରଚେପା ସ୍ଥିତ ପାର୍ବତୀ ଗିରି ବାଳ ନିକେତନ ଶିଶୁ ଯତ୍ନ ଅନୁଷ୍ଠାନରେ ୭୨ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି । ମୁଖ୍ୟ ଅଥିତି ଭାବେ ଶିଶୁ ମଙ୍ଗଳ ସମିତିର ସଭ୍ୟ ଶ୍ରୀଯୁକ୍ତ ବିରଞ୍ଚି ବହିଦାର ଯୋଗଦାନ କରି ପତାକା ଉତ୍ତୋଳନ କରିଥିଲେ, ମୁଖ୍ୟ
Read More...

ପ୍ରକୃତ ଚାଷୀଙ୍କୁ ମିଳୁନି ସରକାରଙ୍କ ସହାୟତା, ପିଆଜ ଘର ହରିଲୁଟ ପଛରେ ସବସିଡି ପାଇଁ ରାଜନେତାଙ୍କ ମୋହ : ତଦନ୍ତ ପାଇଁ…

ସଇଁନ୍ତଲା, (ଅଜିତ କୁମାର ସାହୁ) : ସାରା ରାଜ୍ୟରେ ଅନ୍ୟ ଜିଲ୍ଲା ଅପେକ୍ଷାରେ ବଲାଙ୍ଗିର ଜିଲ୍ଲା ପିଆଜ ଚାଷ ପାଇଁ ବେଶ୍‌ ଜଣାଶୁଣା । ପିଆଜ ଚାଷ ପାଇଁ ଚାଷୀମାନଙ୍କ ମନରେ ଆଗ୍ରହ ରହିଥାଏ । ତେବେ ଚାଷୀଙ୍କୁ ପ୍ରୋତ୍ସାହିତ କରିବା ପାଇଁ ରାଜ୍ୟ ସରକାରଙ୍କ ଅନେକ ଯୋଜନା ରହିବା ସହ ଅନେକ ଚାଷୀ
Read More...

କଣ୍ଟାବାଞ୍ଜି ତହସିଲର ଗାଁ ଗାଁରେ ବେଆଇନ ଇଟାଭାଟି : ତହସିଲ ଓ ବନ ବିଭାଗର ଅଣଦେଖା, ଲକ୍ଷ ଲକ୍ଷ ଟଙ୍କା ରାଜସ୍ୱରୁ…

କଣ୍ଟାବାଞ୍ଜି, (ମନୀଷ କୁମାର ହଂସ) : କଣ୍ଟାବାଞ୍ଜି ତହସିଲ ଅଧିନରେ ଥିବା ବିଭିନ୍ନ ଗାଁ ଗାଁରେ ବେଆଇନ ଇଟାଭାଟି ମାନ ହୋଇ ସରକାରଙ୍କୁ ଲକ୍ଷ ଲକ୍ଷ ଟଙ୍କା ରାଜସ୍ୱ ଫାଙ୍କୁଥିବା ଅଭିଯୋଗ ହୋଇଛି । ପ୍ରାପ୍ତ ସୂଚନା ଅନୁସାରେ ତହସିଲର ବିଭିନ୍ନ ଗାଁ ଗୁଡିକର ନିୟମିତ କାମଧନ୍ଧା ନ ପାଇ ବିଭିନ୍ନ
Read More...

ମଠଖାଇ ଷ୍ଟାର୍ କ୍ରିକେଟ ଟୁ‌ର୍ଣ୍ଣାମେଣ୍ଟ ଉଦଯାପିତ

ବଲା‌ଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗୀର ବ୍ଲକ୍ ସିକାଛିଡା ପଞ୍ଚାୟତ ଭାନପୁର୍ ଗ୍ରାମରେ ମଠଖାଇ କ୍ଳବ୍ ଓ ଗୋପବନ୍ଧୁ ଯୁବକ ସଂଘ ଭାନପୁର ଆନୁକୁଲ୍ୟରେ ମଠଖାଇ ଷ୍ଟାର୍ କ୍ରିକେଟ ଟୁ‌ର୍ଣ୍ଣାମେଣ୍ଟର ଉଦଯାପନୀ ହୋଇଯାଇଛି । ଉଦଯାପନୀ ଦିବସରେ ମୁଖ୍ୟ ଅତିଥି ରୂପେ କେଶରୀୟା ହିନ୍ଦୁ
Read More...

ଏକ୍ସଲେନସି ରକ୍ତ ଦାନ ଶିବିରରେ ୩୦ ୟୁନିଟ ରକ୍ତ ସଂଗ୍ରହ

ଭୁବନେ‌ଶ୍ୱର, (କେପିଏନ୍‌ଏସ୍‌) : ୭୨ତମ ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ମାଷ୍ଟର କାଣ୍ଟିନ ସ୍ଥିତ ହୋଟେଲ ଏକ୍ସଲେନସିରେ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ହୋଟେଲର ପରିଚାଳନା ନିର୍ଦେଶକ ପ୍ରଦୀପ ସେନାପତି, ସାଧାରଣ ପରିଚାଳକ ଆଶିଷ ମିଶ୍ର ପ୍ରମୁଖ ୩୦ ଜଣ ରକ୍ତ ଦାନ
Read More...

ସାଧାରଣତନ୍ତ୍ର ଦିବସ ଅବସରରେ ଡାକ୍ତରଖାନାରେ ମିଷ୍ଠାନ୍ନ ବଣ୍ଟନ

କଣ୍ଟାବାଞ୍ଜି, (ମନୀଷ କୁମାର ହଂସ) : ସାଧାରଣତନ୍ତ୍ର ଦିବସ ଅବସରରେ ରୋଗୀ କଲ୍ୟାଣ ସମିତିର ଅଧ୍ୟକ୍ଷ ତଥା ବିଧାୟକ ସନ୍ତୋଷ ସିଂ ସାଲୁଜା ସ୍ଥାନୀୟ ସରକାରୀ ଡାକ୍ତରଖାନାରେ ମିଷ୍ଠାନ୍ନ ବଣ୍ଟନ କରିଛନ୍ତି । ଡାକ୍ତରଖାନାରେ ଥିବା ସମସ୍ତ ଅନ୍ତେବାସୀ ଏବଂ ରୋଗୀମାନଙ୍କୁ ବିଧାୟକ ମିଷ୍ଠାନ୍ନ
Read More...

ମାଁ ବସ୍ତ୍ରେନ ମାଉଲି ଫୁଟବଲ ଟୁର୍ଣ୍ଣାମେଣ୍ଟ : କୁରସୁଡ ଓ ମାଲପଡା ଦଳ ବିଜୟୀ

ବଙ୍ଗୋମୁଣ୍ଡା,(ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଝଲପ ପଂଚାୟତର ମମିଆଁ ଗ୍ରାମରେ ଚାଲିଥିବା ମାଁ ବସ୍ତ୍ରେନ ମାଉଲି ଫୁଟବଲ ଟୁର୍ଣ୍ଣାମେଣ୍ଟ ଆଜି ପଂଚମ ଦିନରେ ପହଂଚିଛି । ପଂଚମ ଦିବସରେ ପୂର୍ବତନ ବଙ୍ଗୋମୁଣ୍ଡା ବ୍ଲକ ଅଧ୍ୟକ୍ଷ ଗୁରୁଚରଣ ବେହେରା ଅତିଥି ଭାବେ ଯୋଗ
Read More...

କରୋନା କଟକଣା ମଧ୍ୟରେ ଏନଏସି ସ୍ତରୀୟ ୭୨ତମ ସାଧାରଣତନ୍ତ୍ର ଦିବସ ପାଳିତ : ସୃଜନ ସଙ୍ଗୀତ ବିଦ୍ୟାଳୟ ଦ୍ୱାରା ସ୍ୱଛ ଭାରତ…

କଣ୍ଟାବାଞ୍ଜି, (ମନିଶ କୁମାର ହଂସ) : କଣ୍ଟାବାଞ୍ଜି ଏନ.ଏ.ସି. ସ୍ତରୀୟ ୭୨ତମ ସାଧାରଣତନ୍ତ୍ର ଦିବସ ସ୍ଥାନୀୟ ରେଲବାଇ ଷ୍ଟାଡିୟମରେ କରୋନା ମହାମାରୀ କଟକଣା ମଧ୍ୟରେ ପାଳିତ ହୋଇଯାଇଛି । ଚଳିତ ବର୍ଷ ଏନ.ଏ.ସି.ର କୌଣସି ଶିକ୍ଷାନୁଷ୍ଠାନ ପରେଡ୍‌ରେ ସାମିଲ ନ ଥିଲେ ମଧ୍ୟ କେତେକ କରୋନା ଯୋଦ୍ଧା,
Read More...

ପଦ୍ମପୁର ଉପଖଣ୍ତ ସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ତ ସଦର ମହୁକୁମା ଠାରେ ୭୨ତମ ସାଧାରଣତନ୍ତ୍ର ଦିବସ ସରକାରଙ୍କ ନିର୍ଦ୍ଦେଶନାମା ଏବଂ କୋଭିଡ-୧୯ ନିୟମାବଳୀ ଅନୁପାଳନ ସହିତ ସ୍ଥାନୀୟ ରାଜ ବୋଡାସମ୍ବର ଉଚ୍ଚ ବିଦ୍ୟାଳୟ ଖେଳ ପଡିଆ ଠାରେ ପାଳିତ ହୋଇଯାଇଛି । ଉକ୍ତ ଉତ୍ସବରେ ପଦ୍ମପୁର ଉପ
Read More...