Daily Archives

ଜର୍ଣ୍ଣାଲିଷ୍ଟ ଆସୋସିଏସନ୍ ରାଉରକେଲାର ସଭାପତି ବିରଞ୍ଚି ନାରାୟଣ ପଟ୍ଟନାୟକଙ୍କ ମାତୃବିୟୋଗ

ରାଉରକେଲା : ରାଉରକେଲା ସହରର ଜଣାଶୁଣା ସାମ୍ବାଦିକ ସଂଗଠନ ଜର୍ଣ୍ଣାଲିଷ୍ଟ ଆସୋସିଏସନର ସଭାପତି ବିରଞ୍ଚି ନାରାୟଣ ପଟ୍ଟନାୟକଙ୍କ ମାତା ଶୈଳବାଳା ପଟ୍ଟନାୟକଙ୍କ ୮୬ବର୍ଷ ବୟସରେ ଆଜି ରାତି ପ୍ରାୟ ୯ଟା ସମୟରେ ପରଲୋକ ହୋଇଯାଇଛି ।ସେ ଦୀର୍ଘ ଦିନ ଧରି ବାର୍ଦ୍ଧକ୍ୟଜନିତ ଅସୁସ୍ଥ ହୋଇ ଆଇଜିଏଚ ଠାରେ
Read More...

ଥାଳବନ୍ଧରେ ଏକଦିବସୀୟ କ୍ରିକେଟ ପ୍ରତିଯୋଗିତା ଉଦଯାପିତ : ମକୁନ୍ଦପୁରକୁ ହରାଇ ଥାଳବନ୍ଧ ଚାମ୍ପିଅନ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ମକୁନ୍ଦପୁର ପଞ୍ଚାୟତ ଥାଳବନ୍ଧ ଖେଳ ପଡିଆରେ ମାଁ ଥାଲବନ୍ଧେନ୍ କ୍ରିକେଟ ଟିମର ଆୟୋଜନରେ ଏକ ଦିବସୀୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି । ଏହି ପ୍ରତିଯୋଗିତାର ଫାଇନାଲ ଖେଳରେ ଥାଲବନ୍ଦ ଓ ମକୁନ୍ଦପୁର ଦଳ ଖେଳିଥିଲେ । ଏହି ମ୍ୟାଚରେ
Read More...

ଦିଲ୍ଲୀର ଇସ୍ରାଏଲ ଦୂତାବାସ ନିକଟରେ ବିସ୍ଫୋରଣ, ଫରେନସିକ୍ ଓ ଏନଆଇଏର ଛାନଭିନ୍

ନୂଆଦିଲ୍ଲୀ : ଦିଲ୍ଲୀର ଇସ୍ରାଏଲ ଦୂତାବାସ ନିକଟରେ ବିସ୍ଫୋରଣ ହୋଇଛି । ବିସ୍ଫୋରଣରେ କେହି ମୃତାହତ ହୋଇନଥିଲେ ମଧ୍ୟ ଏହା ଦେଶବାସୀଙ୍କ ମନରେ ଆତଙ୍କ ସୃଷ୍ଟି କରିଛି । ଏହା ଆତଙ୍କବାଦୀ କାର୍ଯ୍ୟକଳାପ ହୋଇଥାଏ ପାରେ ବୋଲି ସନ୍ଦେହ କରାଯାଉଛି । ବୋମା ବିସ୍ଫୋରଣରେ ୪ରୁ ୫ଟି କାରର କାଚ
Read More...

ଧାନ କିଣାରେ ଅବ୍ୟବସ୍ଥାର ଦୃଢ ପ୍ରତିବାଦ : ଧାରଣାରେ ବସିଲେ ବିଜେପି ରାଜ୍ୟ କୃଷକ ମୋର୍ଚ୍ଚା ସଭାପତି

ପଦ୍ମପୁର, (ନିରୋଜ କୁମାର ପାଣୀ) : ଚଳିତ ବର୍ଷ ଧାନ କିଣାରେ ଧାନ ମଣ୍ତି ଆରମ୍ଭରୁ ଅବ୍ୟବସ୍ଥା ଲାଗି ରହିଥିବା ଦେଖିବାକୁ ମିଳିଛି । କେତେବେଳେ ଟୋକନ ସମସ୍ୟା ତ ଆଉ କେତେବେଳେ ଟାର୍ଗେଟ ସମସ୍ୟା ତ ଆଉ କେତେବେଳେ ମଣ୍ତି ଅଧିକାରୀଙ୍କ ଶୋଷଣର ଶିକାର ହେଉଛନ୍ତି ଚାଷୀ । ବିଭିନ୍ନ ସମସ୍ୟା
Read More...

ଛତାମଖନାରେ ପୁଷ୍‌ପୁନି ଭେଟଘାଟ ପାଳିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ପୁଇଁନ୍ତଲା ବ୍ଲକ ଅନ୍ତର୍ଗତ ଛତାମଖାନା ଠାରେ ନରସିଂହ ସେନା ଦ୍ୱାରା ପଶ୍ଚିମ ଓଡିଶାର କୃଷି ଭିତ୍ତିକ ଗଣପର୍ବ ପୁଷ୍‌ପୁନି ଉଦ୍ଦେଶ୍ୟରେ ଭେଟଘାଟ କାର୍ଯ୍ୟକ୍ରମ ବ୍ୟାପକ ଜାକଜମକରେ ଗୁରୁବାର ପାଳିତ ହୋଇଯାଇଛି । ମହୋତ୍ସବରେ ମୁଖ୍ୟ ଅତିଥି ରୂପେ ଗାଁର ସୁପୁତ୍ର
Read More...

ସ୍କୋଡାର ସୁପର୍ବ ମଡେଲ ଲ‌ଞ୍ଚ

ଭୁବନେଶ୍ୱର, (ସୁଶା‌ନ୍ତ ସାହୁ) : ସ୍କୋଡା ଏବେ ବିଭିନ୍ନ କମ୍ପାନୀର ପ୍ରିମିୟମ ମଡେଲକୁ ଟକ୍କର ଦେଲା ପରି ସ୍କୋଡା ସୁପର୍ବ ରୋଡକୁ ଓହ୍ଲାଇଛି । ଏହି ସେଜମେଣ୍ଟ ଦୁଇଟି ମଡେଲରେ ଅଛି ପ୍ରଥମ ହେଲା ସ୍ପୋର୍ଟଳାଇନ ୩୧,୯୯,୦୦୦ ଟଙ୍କା ଏବଂ ଲାଉରିନ କ୍ଲେମେଣ୍ଟ ୩୪,୯୯,୦୦୦ ଟଙ୍କାରୁ ଆରମ୍ଭରେ
Read More...

ଅମ୍ଭାଭୋନା ବ୍ଲକରେ କୋଭିଡ ଯୋଦ୍ଧାଙ୍କୁ ଟୀକାକରଣ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ଼ ଜିଲ୍ଲା ଅମ୍ଭାଭୋନା ବ୍ଲକ ଅନ୍ତର୍ଗତ ବିଭିନ୍ନ ଅଞ୍ଚଳରେ କାର୍ୟ୍ୟରତ କୋଭିଡ ଯୋଦ୍ଧାମାନଙ୍କୁ ଆଜି ଟୀକାକରଣ କରାଯାଇଥିଲା । ଲଖନପୁର ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ଏବଂ ଅମ୍ଭାଭୋନ (ନୂତନ) ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ଠାରେ ଏହି ଟୀକା ପ୍ରଦାନ
Read More...

ସ୍ୱର୍ଗତ ଉମେଶ ମିଶ୍ରଙ୍କ ବିୟୋଗରେ ଶ୍ରଦ୍ଧାଞ୍ଜଳି ସଭା

ବଲାଙ୍ଗିର, (କେପିଏନ୍‌ଏସ୍‌) : ବରିଷ୍ଠ ଓକିଲ ତଥା ଭିଜିଲାନ୍ସ ଏପିପି ସ୍ୱର୍ଗତ ଉମେଶ ମିଶ୍ରଙ୍କ ବିୟୋଗରେ ସ୍ଥାନୀୟ ଶୈଳଶ୍ରୀ ପେଲେସ୍‌ ଠାରେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି । ବିଜେଡି ନେତା ଅର୍କେଶ ନାରାୟଣ ସିଂଦେଓଙ୍କ ସଭାପତିତ୍ୱରେ ଆୟୋଜିତ ଏହି ସଭାରେ ସ୍ଥାନୀୟ ବିଜେଡି
Read More...

ତୃତୀୟ ମହେନ୍ଦ୍ର ପଣ୍ଡା ସ୍ମାରକୀ ଫୁଟବଲ ପ୍ରତିଯୋଗୀତା ଉଦ୍‌ଯାପିତ : ସମାଚୁଆଁକୁ ଟ୍ରାଇବ୍ରେକରରେ ହରାଇ ହାତୀସରା…

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ କୁତୁର୍ଲା ପଞ୍ଚାୟତ ମୁରସିଂ ପ୍ରିନ୍ସକ୍ଳବ ଆନୁକୂଳ୍ୟରେ କୁତୁର୍ଲା ହାଇସ୍କୁଲ ଖେଳ ପଡ଼ିଆରେ ଅନୁ‌ଷ୍ଠିତ ହୋଇଥିବା ତୃତୀୟ ମହେନ୍ଦ୍ର ପଣ୍ଡା ସ୍ମାରକୀ ଫୁଟବଲ ଟୁର୍ଣ୍ଣାମେଣ୍ଟ ଶୁକ୍ରବାର ଉଦ୍‌ଯାପିତ ହୋଇଯାଇଛି । ଲୁଚକିବନ୍ଧକୁ ହରାଇ ହାତୀସରା
Read More...

ନାଇକେନସିରା ୫ତମ ଠାକୁର ବଡଦେଓ ଫୁଟବଲ ପ୍ରତିଯୋଗିତା ଉଦ୍‌ଯାପିତ : କନ୍ଧେଲବାହାଲିକୁ ପ୍ଲାଣ୍ଟିକ୍ ସହାୟତାରେ ୪/୨…

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ନାଇକେନସିରା ଗାଁର ୫ତମ ଠାକୁର ବଡଦେଓ ଫୁଟବଲ ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ୍‌ରେ ନାଇକେନସିରା ଦଳ କନ୍ଧେନବାହାଲିକୁ ପ୍ଲାଣ୍ଟିକ୍ ସାହାର୍ଯ୍ୟରେ ୪/୨ ଗୋଲରେ ହରାଇଥିଲା । ମୁଖ୍ୟ ଅତିଥି ଭାବେ ଦେଓଗାଁ ବ୍ଲକ ଅଧ୍ୟକ୍ଷା ରୀନା ମେହେର ଯୋଗ
Read More...