Daily Archives

ସାମ୍ବାଦିକଙ୍କୁ ଆକ୍ରମଣ ଘଟଣା ୪ ଅଭିଯୁକ୍ତ କୋର୍ଟ ଚାଲାଣ

ଧର୍ମଗଡ଼, (ଭରତ ବିଶି) : କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଓଡ଼ିଆ ବାର୍ତା ୱେବ ପୋର୍ଟାଲ ପାଇଁ କାର୍ୟରତ ଥିବା ଜଣେ ପ୍ରତିନିଧିଙ୍କୁ ଖବର ସଂଗ୍ରହ କରି ଘରକୁ ଫେରୁଥିବା ସମୟରେ ଶନିବାର ସନ୍ଧ୍ୟାରେ ମରଣାନ୍ତକ ଆକ୍ରମଣ ହୋଇଥିଲା । ଏନେଇ ସାମ୍ବାଦିକ ଜଣକ କୋକସରା ଥାନାରେ ଅଭିଯୋଗ କରିଥିଲେ ।
Read More...

ନୃସିଂହନାଥ ମନ୍ଦିର ଖୋଳାଯିବା ସଂକ୍ରାନ୍ତୀୟ ବୈଠକ

ପଦ୍ମପୁର, (ନିରୋଜ କୁମାର ପାଣୀ) : କୋଭିଡ କଟକଣା ଯୋଗୁଁ ବନ୍ଦ ରହିଥିବା ପଶ୍ଚିମ ଓଡିଶା ତୀର୍ଥ କ୍ଷେତ୍ର ଶ୍ରୀ ଶ୍ରୀ ନୃସିଂହନାଥ ମନ୍ଦିର ଆସନ୍ତା ତାରିଖ ୬ ବୁଧବାର ଦିନ ଭକ୍ତ ଏବଂ ଶ୍ରଦ୍ଧାଳୁ ମାନଙ୍କ ଦର୍ଶନ ନିମନ୍ତେ ଖୋଲାଯିବା ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଛି । ଆଜି ନୃସିଂହନାଥ
Read More...

ରୁଗୁଡ଼ିପଡ଼ା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ‘ମୋ ସ୍କୁଲ ଅଭିଯାନ’

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ରୁଗୁଡ଼ିପଡ଼ା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ‘ମୋ ସ୍କୁଲ ଅଭିଯାନ’ ପାଇଁ ପୁରାତନ ଛାତ୍ରଛାତ୍ରୀ ଓ ସ୍କୁଲ ଶିକ୍ଷୟତ୍ରୀମାନଙ୍କ ଉପସ୍ଥିତିରେ ଏକ ସଭା ଅନୁଷ୍ଠିତ ହୋଇଯାଇଛି । ପ୍ରଧାନ ଶିକ୍ଷୟତ୍ରୀ ମନ୍ଦାକିନୀ ଯୋଶୀଙ୍କ ଅଧ୍ୟକ୍ଷତାରେ ସଭା କାର୍ଯ୍ୟ
Read More...

ସ୍ୱଚ୍ଛ ସର୍ବେକ୍ଷଣ ସଚେତନତା ଅଭିଯାନ ଅନୁଷ୍ଠିତ

ଟିଟିଲାଗଡ, (ଗୌରବ ଦର୍ଜୀ) : ଟିଟିଲାଗଡ ମ୍ୟୁନିସିପାଲିଟିର ଇଓ ଆଇ.ଏ.ଏସ . ସୋମେଶ ଉପାଧ୍ୟାୟଙ୍କ ନେତୃତ୍ୱରେ ସ୍ୱଚ୍ଛ ସର୍ବେକ୍ଷଣ ସଚେତନତା ଅଭିଯାନ ଅନୁଷ୍ଠିତ ହୋଇଯାଇଛି । ଟିଟିଲାଗଡ ସହର ମଧ୍ୟରେ ଥିବା ରାଜକନୱାର ପାର୍କରେ ଏକ ସଚେତନତା ସଭା ଅନୁଷ୍ଠିତ ହୋଇଥିଲା । ଉକ୍ତ ସଭା ରେ
Read More...

ମାତା ସାବିତ୍ରୀ ବାଇ ଫୁଲେ ଜୟନ୍ତୀ ପାଳିତ

ବରଗଡ଼, (ସତ୍ୟନାରାୟଣ ପଧାନ) : ଭାରତର ପ୍ରଥମ ଶିକ୍ଷୟତ୍ରୀ ମାତା ସାବିତ୍ରୀ ବାଇ ଫୁଲେଙ୍କ ୧୯୦ତମ ଜନ୍ମ ଜୟନ୍ତୀ ବରଗଡ଼ ସଦର ତୋରା ଠାରେ ପାଳିତ ହୋଇଯାଇଛି । ନାରୀ ଶିକ୍ଷା, ସାମାଜିକ କୁସଂସ୍କାର ଭଳି କ୍ରାନ୍ତିକାରୀ କାର୍ୟ୍ୟ କରିଥିବାରୁ ତାଙ୍କୁ ମନେ ପକେଇବା ପାଇଁ ନାରୀ ଚେତନା
Read More...

ସାଲେପାଲିରେ ଜରାସିଂହା ନେତ୍ରଭାନୁ ହାଇସ୍କୁଲର ୧୯୬୮ ମ୍ୟାଟ୍ରିକ ବ୍ୟାଚର ବନ୍ଧୁମିଳନ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ଜରାସିଂହା ସ୍ଥିତ ନେତ୍ରଭାନୁ ଉଚ୍ଚ ବିଦ୍ୟାଳୟର ୧୯୬୮ ମସିହାର ମ୍ୟାଟ୍ରିକ ଵ୍ୟାଚର ବନ୍ଧୁମିଳନ ରବିବାର ଦିନ ସାଲେପାଲିରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ୟ୍ୟକ୍ରମଟି ଦଶରଥ ସାମଲ, ସରୋଜ ସାହୁ, ହେମାସାଗର ପଧାନ, ମୂରଲୀଧର ମେହେର, ପ୍ରମୋଦ
Read More...

ସରକାରୀ ସ୍କୁଲର ଛାତ୍ରୀଛାତ୍ରଙ୍କୁ ଅଗ୍ରାଧିକାର ଭିତ୍ତିରେ ମେଡିକାଲ ଓ ନିଟ୍‌ରେ ସଂରକ୍ଷଣକୁ ସ୍ୱାଗତ : ରାଜ୍ୟ ଶିକ୍ଷା…

କଂଟାବାଂଜି, (ମନିଶ କୁମାର ହଂସ) : ସରକାରୀ ସ୍କୁଲରେ ସରକାରୀ କର୍ମଚାରୀ ଏବଂ ଜନ ପ୍ରତିନିଧିଙ୍କ ଝିଅ ପୁଅ ପଢିବାର ବାଧ୍ୟତା ମୂଳକ ସ୍ୱତନ୍ତ୍ର ଆଇନ ହେବା ଉଚିତ । ଏହି ଆଇନକୁ କାର୍ଯ୍ୟକାରୀ କରିବା ପାଇଁ ଶିକ୍ଷା ସଂଘର୍ଷ ମହାସଂଘର ରାଜ୍ୟ ସଂଯୋଜକ ସୁରଥ ବେହେରା ୨୦୧୮ ଅକ୍ଟୋବର ୨ ଗାନ୍ଧୀ
Read More...

ସାଂବାଦିକ ସଂଘର ନୂତନ ବର୍ଷ ବନ୍ଧୁ ମିଳନ ଓ ବଣଭୋଜି ଅନୁଷ୍ଠିତ

କଂଟାବାଂଜି, (ମନିଶ କୁମାର ହଂସ) : ସାଂବାଦିକ ସଂଘ କଂଟାବାଂଜିର ନୂତନ ବର୍ଷ ପାଳନ ଅବସରରେ ବନ୍ଧୁ ମିଳନ ଏବଂ ବଣ ଭୋଜି ଡୁମେରଚୁଆଁ ସ୍ଥିତ ଏମ.ଆଇ. ପ୍ରୋଜେକ୍ଟରେ ରବିବାର ଦିନ ହୋଇଯାଇଛି । ଏହି ଅବସରରେ ସଂଘର ସଭ୍ୟ ଥିବା ତୁରେକେଲା, ବଙ୍ଗୋମୁଣ୍ଡା, ମୁରିବାହାଲ ଏବଂ କଂଟାବାଂଜି ସହରାଂଚଳର
Read More...

ସୋନଗଡ଼ ନଦୀରେ ବ୍ୟାରେଜ ନିର୍ମାଣ ଦାବୀ ନେଇ ସିକୁଆଁରେ ବିରାଟ ଚାଷୀ ସମାବେଶ : ଭବିଷ୍ୟତରେ ବିଭିନ୍ନ ସ୍ଥାନରେ…

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ଓ ବଲାଙ୍ଗିର ସଦର ବ୍ଳକର ଆଞ୍ଚଳିକ ଚାଷୀ କମିଟି ପକ୍ଷରୁ ଦେଓଗାଁ ବ୍ଳକ ପୂର୍ବ ଅଧ୍ୟକ୍ଷ ଲକ୍ଷ୍ମଣ ମେହେରଙ୍କ ଆହ୍ୱାନ କ୍ରମେ ଦେଓଗାଁ ବ୍ଳକର ସିକୁଆଁ ସିଦେ୍ଧଶ୍ୱର ମନ୍ଦିର ପରିସରରେ ରବିବାର ୧୧ଟା ସମୟରେ ବିରାଟ ଚାଷୀ ସମାବେଶ ଅନୁଷ୍ଠିତ ହୋଇଯାଇଛି
Read More...

ଏନ୍‌.ଏମ୍‌.ଏମ୍‌.ଏସ୍‌ ଓ ଏନ୍‌.ଟି.ଏସ୍‌ ପରୀକ୍ଷା ସମ୍ପନ୍ନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଏନ୍‌.ଏମ୍‌.ଏମ୍‌.ଏସ୍‌ ଓ ଏନ୍‌.ଟି.ଏସ୍‌ ପରୀକ୍ଷା-୨୦୨୦ ରବିବାର ଅନୁଷ୍ଠିତ ହୋଇଯାଇଛି । ବଲାଙ୍ଗିର ଜିଲ୍ଲାରେ ଏନ୍‌.ଏମ୍‌.ଏମ୍‌.ଏସ୍‌ ପରୀକ୍ଷା ୩ଟି କେନ୍ଦ୍ର ଯଥା- ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ, ବଲାଙ୍ଗିର କେନ୍ଦ୍ରରେ ୨୫୫ ଜଣ, ସରକାରୀ ଟାଉନ
Read More...