Daily Archives

ତୁଙ୍ଗୁରିପାଲି କୁଶଳେଶ୍ୱର ଉଚ୍ଚ ବିଦ୍ୟାଳୟରେ ମୋ ସ୍କୁଲ ଅଭିଯାନ ବୈଠକ

ତୁଙ୍ଗୁରିପାଲି, (କେପିଏନ୍‌ଏସ୍‌) : ତୁଙ୍ଗୁରିପାଲି କୁଶଳେଶ୍ବର ଉଚ୍ଚ ବିଦ୍ୟାଳୟରେ ମୋ ସ୍କୁଲ ଅଭିଯାନର ପୁରାତନ ଛାତ୍ର ଛାତ୍ରୀଙ୍କ ଏକ ବୈଠକ ବିଦ୍ୟାଳୟ ସଭାଗୃହ ଠାରେ ଆୟୋଜିତ ହୋଇଯାଇଛି । ମୋ ସ୍କୁଲ କମିଟି ସଭାପତି ତଥା ବିଶିମୁଣ୍ଡା ଗ୍ରାମ ପଞ୍ଚାୟତର ସରପଞ୍ଚ ମଧୁସୂଦନ ଓ ତାଙ୍କ
Read More...

୧୧ତମ ଜାତୀୟ ଭୋଟର ଦିବସ ପାଳିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡରେ ଉପଜିଲ୍ଲାପାଳଙ୍କ କାର୍ୟ୍ୟାଳୟର ସଭାଗୃହ ଠାରେ ୧୧ତମ ଭୋଟର ଦିବସ ପାଳିତ ହୋଇଯାଇଛି । ଏ ଅବସରରେ ଆୟୋଜିତ କାର୍ୟ୍ୟକ୍ରମରେ ପଦ୍ମପୁର ଉପଜିଲ୍ଲାପାଳ ତନ୍ମୟ କୁମାର ଦରୱାନ୍ ମୁଖ୍ୟଅତିଥି ଭାବେ ଯୋଗଦାନ କରି ତାଙ୍କ ସଂକ୍ଷିପ୍ତ ଭାଷଣରେ
Read More...

ସାମାଜିକ କର୍ମୀଙ୍କ ଘାସିରାମ ପଣ୍ଡାଙ୍କ ପ୍ରବନ୍ଧ ସଂକଳନ “ଅସୁମାରୀ ସ୍ବପ୍ନ”

ସୁବର୍ଣ୍ଣପୁର ( ପ୍ରଭୁଦତ୍ତ ରଥ) : ଆ'କାର ଦ୍ଵାରା ପ୍ରକାଶିତ ସାମାଜିକ କର୍ମୀଙ୍କ ଘାସିରାମ ପଣ୍ଡାଙ୍କ ପ୍ରବନ୍ଧ ସଂକଳନ "ଅସୁମାରୀ ସ୍ବପ୍ନ"ର ସମୀକ୍ଷା ପାଇଁ ଏକ କାର୍ଯ୍ୟକ୍ରମ ସୁବର୍ଣ୍ଣପୁର ଠାରେ ଆୟୋଜିତ ହୋଇଯାଇଛି । ଇଂକ୍ ଫେଷ୍ଟ୍ରାକ ସଭାପତି ସ୍ବାଧୀନ କୁମାର ମେହେରଙ୍କ ସଭାପତିତ୍ବରେ
Read More...

ନାଇକେନଶିରା ୫ତମ ଠାକୁର ବଡଦେଓ ଫୁଟବଲ ପ୍ରତିଯୋଗିତା : ହାତୀସରା ଓ ଲଣ୍ଡାପଥରକୁ ହରାଇ ସେମିଫାଇନାଲକୁ ପହଞ୍ଚିଲେ…

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ହାତୀସରା ପଞ୍ଚାୟତ ଅନ୍ତର୍ଗତ ନାଇକେନଶିରା ଗାଁରେ ଠାକୁରଦେଓ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି । ୧୬ଟି ଦଳକୁ ନେଇ ହେଉଥିବା ଏହି ଟୁର୍ନାମେଣ୍ଟର ପଞ୍ଚମ ଦିନରେ ପ୍ରଥମ ମ୍ୟାଚରେ ବୁଦେଲଗୁମା ଦଳ ହାତୀସରାକୁ ୪/୧ ଗୋଲରେ ଓ ଦ୍ଵିତୀୟ
Read More...

ମୁରୀବାହାଲ ତହସିଲଦାରଙ୍କ ଜରିଆରେ ବଲାଙ୍ଗୀର ଜିଲ୍ଲାପାଲଙ୍କୁ ଭାରତୀୟ କିଶାନ ସଂଘ ଦ୍ୱାରା ଦାବୀପତ୍ର ପ୍ରଦାନ

ମୁରିବାହାଲ, (ଅର୍ଜୁନ କୁମାର ହଂସ) : ଆଜି ମୁରିବାହାଲ ବ୍ଲକର ବିଭିନ୍ନ ପଞ୍ଚାୟତର ଚାଷୀମାନ‌ଙ୍କୁ ନେଇ ଘୁଷୁରାମୁଣ୍ଡା ବଜାର ପ୍ରାଙ୍ଗଣରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଉକ୍ତ ବୈଠକରେ ଭାରତୀୟ କିଶାନ ସଂଘର ରାଜ୍ୟ ସଭାପତି ରାଧା କୃଷ୍ଣ ମେହେର ବଲାଙ୍ଗୀର ଜିଲ୍ଲା କମିଟି ସଦସ୍ୟ ମୋହନ ନାଏକ
Read More...

ରାଷ୍ଟ୍ରୀୟ ବାଳ ପୁରସ୍କାର ପାଇଥିବା ଶିଶୁଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଆଳାପ

ଭୁବନେଶ୍ୱର, (ପି.ଆଇ.ବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାଷ୍ଟ୍ରୀୟ ବାଳ ପୁରସ୍କାର ପାଇଥିବା ଶିଶୁମାନଙ୍କ ସହ ଆଜି ଭିଡିଓ କନ୍‌ଫରେନ୍ସିଂ ମାଧ୍ୟମରେ ଆଳାପ ଆଳୋଚନା କରିଛନ୍ତି । ଏହି ଆଲୋଚନାରେ ମହିଳା ଏବଂ ଶିଶୁବିକାଶ ମନ୍ତ୍ରୀ ଶ୍ରୀମତୀ ସ୍ମୃତିଯୁବିନ୍‌ ଇରାନୀ ମଧ୍ୟ ଅଂଶଗ୍ରହଣ
Read More...

ମାଁ ବସ୍ତ୍ରେନ ମାଉଲି ଫୁଟବଲ ଟୁର୍ଣ୍ଣାମେଣ୍ଟ : ଦେବଙ୍ଗ ଓ ଗଣ୍ଡାବସା ଦଳ ବିଜୟୀ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଝଲପ ପଂଚାୟତର ମମିଆଁ ଗ୍ରାମରେ ଚାଲିଥିବା ମାଁ ବସ୍ତ୍ରେନ ମାଉଲି ଫୁଟବଲ ଟୁର୍ଣ୍ଣାମେଣ୍ଟ ଆଜି ଚତୁର୍ଥ ଦିନରେ ପହଂଚିଛି । ଚତୁର୍ଥ ଦିବସରେ ଯୁବ ସମାଜସେବୀ ହେମନ୍ତ ବେହେରା ଅତିଥି ଭାବେ ଯୋଗଦେଇ ଖେଲାଲି
Read More...

ପଞ୍ଚମ ଜମ୍ବେଶ୍ୱର ମାଝୀ ଓ ପ୍ରକାଶ କଅଁର ମେମୋରିଆଲ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଘାଟିତ, ଘଣ୍ଟାପଡା ଫାଇନାଲକୁ ପ୍ରବେଶ

ବୌଦ୍ଧ, (ବଂଶୀଧର ମାଝୀ) : କଣ୍ଟାମାଳ ବ୍ଲକ ଘଣ୍ଟାପଡା ସମଲେଶ୍ବରୀ ଖେଳ ପଡିଆରେ ପଞ୍ଚମ ଜମେଶ୍ବର ମାଝୀ ଓ ପ୍ରକାଶ କଅଁର ମେମୋରିଆଲ ଫୁଟବଲ ପ୍ରତିଯୋଗିତା ସୋମବାର ଉଦଘାଟିତ ହୋଇ ଯାଇଛି । ପ୍ରତିଯୋଗିତାର ପ୍ରଥମ ଲିଗ ମ୍ୟାଚ ଖେଳରେ କୁରୁକୁପା ଦଳ ୨-୧ ଗୋଲରେ ତରଭାକୁ ପରାସ୍ତ କରିଥିଲା ।
Read More...

ବିଲେଇସର୍ଡା ହାଇସ୍କୁଲରେ ଜାତୀୟ ମତଦାତା ଦିବସ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌): ପୁଇଁତଲା ବ୍ଲକ ଅନ୍ତର୍ଗତ ବିଲେଇସର୍ଡା ସ୍ଥିତ ଜବାହାରଲାଲ ହାଇସ୍କୁଲ ଠାରେ ଜାତୀୟ ମତଦାତା ଦିବସ ପାଳିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସୁଜାତା ପୁରୋହିତ ଭୋଟର ସଙ୍କଳ୍ପ ପାଠ କରିଥିଲେ । ଏହି ଅବସରରେ ବିଦ୍ୟାଳୟର ଶିକ୍ଷକ ରଞ୍ଜିତ ମିଶ୍ର,
Read More...

ବଲାଙ୍ଗିର ଜିଲ୍ଲା ଚୁକ୍ତିଭିତ୍ତିକ ଶିକ୍ଷକ ସଂଘ ତରଫରୁ ଗଣ ଶିକ୍ଷା ମନ୍ତ୍ରୀଙ୍କୁ କୃତଜ୍ଞତା ଜ୍ଞାପନ

ବଲାଙ୍ଗିର, (କେପିଏନ୍‌ଏସ୍‌): ସ୍ଥାନୀୟ ସର୍କିଟ ହାଉସ ଠାରେ ବଲାଙ୍ଗିର ଜିଲ୍ଲା ଚୁକ୍ତିଭିତ୍ତିକ ଶିକ୍ଷକ ସଂଘ ତରଫରୁ ମାନ୍ୟବର ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାଶଙ୍କୁ ସାକ୍ଷାତ କରି ୨୦୧୩ ବ୍ୟାଚର ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କର ୬ ବର୍ଷର ସନ୍ତୋଷଜନକ କାର୍ଯ୍ୟକରିବା ପରେ ନିୟମିତ
Read More...