Daily Archives

କୋଭିଡ ଟୀକା ନେଲେ ସିଡିଏମଓ

ରାୟଗଡା : କୋଭିଡ ବିରୋଧରେ ଚାଲିଥିବା ଟୀକା ଅଭିଯାନରେ ସାମିଲ ହୋଇଛନ୍ତି ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ (ସିଡିଏମଓ) ଡାକ୍ତର ଆର୍ତ୍ତବନ୍ଧୁ ନାୟକ । ନିଜେ ଟୀକା ନେଇ ସେ ଅନ୍ୟ ଅନ୍ୟମାନଙ୍କୁ ଉତ୍ସାହିତ କରିଛନ୍ତି । ରାୟଗଡ଼ା ଜିଲ୍ଲାରେ ୮୦୩୮ ଯୋଦ୍ଧାଙ୍କୁ ଟୀକା ଦେବା ପାଇଁ
Read More...

ବିଜେପି ଓ ନାରୀ ‘ଦ ଭଏସ ଅଫ ଓମେନ୍’ ଦ୍ଵାରା ପ୍ରେସ ମିଟ୍

ଟିଟିଲାଗଡ, (ଗୌରବ ଦର୍ଜୀ) : ଆଜି ଟିଟିଲାଗଡ ପିଡବ୍ଲୁଡି ବଙ୍ଗଳା ଠାରେ ଭାରତୀୟ ଜନତା ପାର୍ଟି ଓ ନାରୀ 'ଦ ଭଏସ ଅଫ ଓମେନ୍'ର ମିଳିତ ସଂଯୋଜନାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଗତ କାଲି ଟିଟିଲାଗଡ ଥାନାରେ ହୋଇଥିବା ଏକ ଲଜ୍ଜା ଜଣକ ମାମଲାର ତୀବ୍ର ନିନ୍ଦା କରିଛନ୍ତି ଉଭୟ
Read More...

ବଲିଉଡ କୁଇନ କଙ୍ଗନା ରାନାୱତଙ୍କ ଟ୍ୱିଟର ଆକାଂଉଟ ଅସ୍ଥାୟୀ ରୂପେ ବନ୍ଦ

ମୁମ୍ବାଇ : ତାଣ୍ଡବ ୱେବ ସିରିଜ ନେଇ କଙ୍ଗନା ବିବାଦୀୟ ମନ୍ତବ୍ୟ ଦେଇଥିବାରୁ ବଲିଉଡ କୁଇନ କଙ୍ଗନା ରାନାୱତଙ୍କ ଟ୍ୱିଟର ଆକାଂଉଟକୁ ଅସ୍ଥାୟୀ ରୂପେ ବନ୍ଦ କରାଯାଇଛି । ଆକାଂଉଟ ବନ୍ଦ ହେବା ପରେ କଙ୍ଗନା ତୀବ୍ର ପ୍ରତ୍ରକ୍ରିିୟା ପ୍ରକାଶ କରିଛନ୍ତି । ସେ କହିଛନ୍ତି ଯେ, ଲିବେରାଲ ସେମାନଙ୍କ
Read More...

ପୁଣ୍ୟଶ୍ଲୋକ ସମାଜସେବୀ ଲଳିତ ନାୟକଙ୍କ ସ୍ମୃତିରେ ଶ୍ରଦ୍ଧାଂଜଳି ସଭା

ବଲାଙ୍ଗିର, (କେପିଏନ୍‌ଏସ୍‌) : ନେସ୍‌ନାଲ ପିସ୍‌ ୟୁନିସନ୍‌(ଇଣ୍ଡିଆ) ପକ୍ଷରୁ ସ୍ଥାନୀୟ ହୋଟେଲ ପାର୍କ ଲେଣ୍ଡର ସମ୍ମିଳନୀ କକ୍ଷରେ ନିଃସ୍ୱାର୍ଥପର ସେବାର ନିଆରା ନାୟକ ପୁଣ୍ୟଶ୍ଲୋକ ଲଳିତ ନାୟକଙ୍କ ସ୍ମୃତିରେ ଆଜି ସଂଧ୍ୟାରେ ଏକ ଶ୍ରଦ୍ଧାଂଜଳି ସଭା ଅନୁଷ୍ଠିତ ହୋଇଯାଇଛି । ବରିଷ୍ଠ
Read More...

ରାଜ୍ୟ ସରକାର ପୁଣିଥରେ ଯାତ୍ରୀବାହୀ ବସ୍ ଭଡ଼ା ବୃଦ୍ଧି କରିଛନ୍ତି

ଭୁବନେଶ୍ୱର, (ସୁଶାନ୍ତ ସାହୁ) : ଡିଜେଲ ଦର ବୃଦ୍ଧି ଯୋଗୁ ରାଜ୍ୟ ସରକାର ରାଜ୍ୟରେ ପୁଣିଥରେ ଯାତ୍ରୀବାହୀ ବସ୍ ଭଡ଼ା ବୃଦ୍ଧି କରିଛନ୍ତି । ଆଜି ରାଜ୍ୟ ପରିବହନ କମିଶନରଙ୍କ ପକ୍ଷରୁ ଜାରି ନିର୍ଦ୍ଦେଶନାମା ଅନୁସାରେ, ଡିସେମ୍ବର ୭ତାରିଖରେ ଡିଜେଲ ଦର ଲିଟର ପିଛା ୮୦.୪୨ଟଙ୍କା ଥିବାବେଳେ
Read More...

ବଲାଙ୍ଗିର ପ୍ରଶାସନ ହରେଇ ଦେଇଛି ମାନବିକତା : ଭିଆଇପି

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ପ୍ରଶାସନ ମାନବିକତା ହରାଇ ଦେଇଛି ବୋଲି ଅଭିଯୋଗ ଆଣିଛି ଭିଲେଜର୍ସ ଇଣ୍ଡିଆ ପାର୍ଟି । ପାର୍ଟି ପକ୍ଷରୁ କୁହାଯାଇଛି ଯେ, ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଓଡିଶା ଭୂ-ବନ୍ଦୋବସ୍ତ ସଂଶୋଧାନ ଆଇନ୍‌ ୨୦୧୭-୧୮ ଦ୍ୱାରା ଗରିବ ଭୁମିହୀନ
Read More...

ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ର ଠାରେ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ନାଇକେନପାଲି ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ର ଠାରେ ସୋନପୁର ବ୍ଲକ କଳାକାର ସଂଘରେ ପଞ୍ଜିକୃତ କଳାକାରମାନଙ୍କ ଏକ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ଡାକ୍ତରଖାନା ଅଧ୍ୟକ୍ଷକ ଡାକ୍ତର ସଂଗୀତା ଚୌଧୂରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ପ୍ରଶିକ୍ଷଣ
Read More...

ଛାତ୍ର କଂଗ୍ରେସର ଉଦ୍ୟମ କ୍ରମେ ରାଜେନ୍ଦ୍ର କଲେଜରେ ଫିଜ୍‌ ଛାଡ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା ଛାତ୍ର କଂଗ୍ରେସର ବାରମ୍ବାର ଉଦ୍ୟମ କ୍ରମେ ଆଜି ରାଜେନ୍ଦ୍ର କଲେଜ (ଅଟୋନମସ) କର୍ତ୍ତୃପକ୍ଷ ନୂତନ ଫିଜ୍‌ ଘୋଷଣା କରିଛନ୍ତି । ଏହି ଘୋଷଣା ପତ୍ରରେ ପୂର୍ବ ଅପେକ୍ଷା ଛାତ୍ରଛାତ୍ରୀ ପ୍ରାୟ ହଜାରେ ଟଙ୍କା ରିହାତି ପାଇଛନ୍ତି । ସୂଚନାଯୋଗ୍ୟ
Read More...

ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷଙ୍କ ସମୀକ୍ଷା ବୈଠକ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ଜିଲ୍ଲାରେ ଉଦ୍ୟୋଗ ସୃଷ୍ଟି କରିବା ସହ ଯୁବ ଉଦ୍ୟୋଗୀମାନଙ୍କୁ ପ୍ରୋତ୍ସାହିତ କରିବା ପାଇଁ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷ ତଥା ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ଉପଦେଷ୍ଟା ଅସିତ ତ୍ରିପାଠୀ ସାମ୍ବାଦିକ ମାନଙ୍କ ସହ କଥାବାର୍ତ୍ତାରେ ପ୍ରକାଶ କରିଛନ୍ତି ।
Read More...

ଶିଶୁ ବିକାଶ କେନ୍ଦ୍ର ଓ ପୂଜ୍ୟପୂଜା ସେବା ସଂଗଠନ ତରଫରୁ ଲଳିତ ନାୟକଙ୍କ ବିୟୋଗରେ ଶୋକସଭା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ଟିକ୍ରାପଡା ରାମ ମନ୍ଦିରଠାରେ ଶିଶୁ ବିକାଶ କେନ୍ଦ୍ର ଓ ପୂଜ୍ୟପୂଜା ସେବା ସଂଗଠନ ତରଫରୁ ସ୍ୱର୍ଗତ ଲଳିତ ନାୟକଙ୍କ ଅମର ଆତ୍ମାର ସଦ୍‌ଗତି କାମନା କରି ଏକ ଶୋକସଭା ଅନୁଷ୍ଠିତ ହୋଇଯାଇଛି । ଡାକ୍ତର ଅଶୋକ କୁମାର ସେଠୀଙ୍କ ପରି·ଳନାରେ ଅନୁଷ୍ଠିତ ସଭାରେ
Read More...