pakka

ରାଜ୍ୟରେ ଗତ ୨୪ ଘଂଟାରେ ୧୧ ହଜାର ୮୬ଜଣ ନୂଆ ଆକ୍ରାନ୍ତ ଚିହ୍ନଟ

kalikesh

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ ୧୧ ହଜାର ୮୬ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ସରକାରୀ ସୂତ୍ରରେ କୁହାଯାଇଛି । ସେମାନଙ୍କ ମଧ୍ୟରୁ ୧୦୬୧ ଜଣ ୦ରୁ ୧୮ ବର୍ଷ ବୟସ ରହିଛି । ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୮୦୯୧୪ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୬୪୩୧ ଜଣ କ୍ୱାରେନ୍‌ଟାଇନ୍‌ରୁ ଏବଂ ୪୬୫୫ ଜଣ ଆଂଚଳିକ ସଂକ୍ରମଣରୁ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ଜିଲ୍ଲା ଅନୁସାରେ ଅନୁଗୁଳରୁ ୧୩୯, ବାଲେଶ୍ୱରରୁ ୩୨୩, ବରଗଡରୁ ୧୨୫, ଭଦ୍ରକରୁ ୧୩୨, ବଲାଙ୍ଗିରରୁ ୩୦୦, ବୌଦ୍ଧରୁ ୮୩, କଟକରୁ ୭୬୬, ଦେବଗଡରୁ ୫୩, ଢେଙ୍କାନାଳରୁ ୧୫୭, ଗଜପତିରୁ ୯୩, ଗଞ୍ଜାମରୁ ୧୧୬, ଜଗତସିଂହପୁରରୁ ୨୭୩, ଯାଜପୁରରୁ ୨୭୫, ଝାରସୁଗୁଡାରୁ ୧୩୨, କଳାହାଣ୍ଡିରୁ ୨୫୩, କନ୍ଧମାଳରୁ ୫୧, କେନ୍ଦ୍ରାପଡାରୁ ୮୫, କେଉଁଝରରୁ ୨୨୩, ଖୋର୍ଦ୍ଧାରୁ ୩୪୬୯, କୋରାପୁଟରୁ ୧୯୬, ମାଳକାନଗିରିରୁ ୫୪, ମୟୁରଭଞ୍ଜରୁ ୩୯୩, ନବରଙ୍ଗପୁରରୁ ୧୩୭, ନୟାଗଡରୁ ୧୪୯, ନୂଆପଡାରୁ ୧୦୪, ପୁରୀରୁ ୧୮୮, ରାୟଗଡାରୁ ୧୮୭, ସମ୍ବଲପୁରରୁ ୩୦୨, ସୁବର୍ଣ୍ଣପୁରରୁ ୧୫୩, ସୁନ୍ଦରଗଡରୁ ୧୪୧୬ ଓ ଷ୍ଟେଟ ପୁଲ୍‌ରୁ ୭୫୯ ଚିହ୍ନଟ ହୋଇଛନ୍ତି ।

pp
Leave A Reply

Your email address will not be published.

5 + five =