Yearly Archives

2024

ମା’ର ଆଖି ସାମ୍ନାରେ ପଇସା ପାଇଁ ବାପାଙ୍କୁ ମାରିଦେଲା ଫ୍ରଫେସର୍‌ ପୁଅ

ଭୁବନେଶ୍ୱର, (ସୁଶାନ୍ତ ସାହୁ) : ମା'ର ଆଖି ସାମ୍ନାରେ ପଇସା ପାଇଁ ବାପାଙ୍କୁ ମାରିଦେଇଛି ଫ୍ରଫେସର୍‌ ପୁଅ ବୋଲି ଏକ ବଡ଼ ଖବର ଏବେ ସାମ୍ନାକୁ ଆସିଛି । ଏହି ଘଟଣା ରାଜଧାନୀ ଭୁବନେଶ୍ୱରର ମଞ୍ଚେଶ୍ୱର ଥାନା ରଙ୍ଗମାଟିଆସ୍ଥିତ ଡିଏଚ୍‌ପିଏଲ୍‌ ହୋମ୍‌ସ ଆପାର୍ଟମେଣ୍ଟରେ ଘଟିଛି । ନିଜ ବାପାକୁ…
Read More...

ଭାରସାମ୍ୟ ହରାଇ ଅଟୋ ଦୁର୍ଘଟଣାଗ୍ରସ୍ତ : ୮ ଗୁରୁତର

ପାଟଣାଗଡ଼, (ଅଶୋକ କୁମାର ବାଗ) : ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ଥାନା ଝୁଲେନବର ଛକ ନିକଟରେ ଭାରସାମ୍ୟ ହରାଇ ଗଛରେ ପିଟି ହୋଇ ଗୋଟିଏ ଅଟୋ ଦୁର୍ଘଟଣା ଗ୍ରସ୍ତ ହୋଇଥିବା ବେଳେ ଅଟୋରେ ବସିଥିବା ୮ ଜଣ ଗୁରୁତର ହୋଇ ପାଟଣାଗଡ଼ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ଜଣାପଡ଼ିଛି । ସୂଚନା ଅନୁଯାୟୀ…
Read More...

ଲୋକସଭାରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ପାଇଁ ଧନ୍ୟବାଦ ପ୍ରସ୍ତାବ ଉପରେ ପ୍ରଧାନମନ୍ତ୍ରୀଙ୍କ ବକ୍ତବ୍ୟ

‘‘ଗତ ୧୦ ବର୍ଷ ମଧ୍ୟରେ ଭାରତବାସୀ ଆମ ସରକାରଙ୍କ ଟ୍ରାକ୍ ରେକର୍ଡ ଉପରେ ଆସ୍ଥା ପ୍ରକଟ କରିଛନ୍ତି ଏବଂ ତୃତୀୟ ଥର ପାଇଁ ସୁଶାସନ ଜାରି ରଖିବାର ସୁଯୋଗ ଦେଇଛନ୍ତି’’‘‘ଲୋକମାନେ ‘ଜନସେବା ହିଁ ପ୍ରଭୁ ସେବା’, ଅର୍ଥାତ୍ ମାନବିକତାର ସେବା ହିଁ ଭଗବାନଙ୍କ ସେବା' ବିଶ୍ୱାସ ନେଇ ନାଗରିକଙ୍କ ସେବା…
Read More...

ଘରେ ଭିତରେ ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗ

ଗଞ୍ଜାମ, ( ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ଥାନା ଅନ୍ତର୍ଗତ ପୁଇଁତୋଳା ଗ୍ରାମରେ ବୁଧବାର ଏକ ଅଭାବନୀୟ ଘଟଣା ଘଟିଥିବା ଜଣାପଡିଛି । ଘରେ କେହି ନ ଥିବା ସୁଯୋଗ ଦେଖି କେହି ଦୁର୍ବୃତ୍ତ ଛାତ୍ରୀ ଜଣଙ୍କୁ ଅସଦାଚରଣ କରିଥିବା ଜଣାପଡିଛି । ସୂଚନା ଅନୁସାରେ କୌଣସି ସୂତ୍ରରୁ ଘରେ ଛାତ୍ରୀ ଜଣକ…
Read More...

ଆମ ଓଡ଼ିଶା ନବୀନ ଓଡ଼ିଶା ଅନ୍ତର୍ଗତ ବଛାଯୁଝା ଖେଳ ପଡିଆ ନିର୍ମାଣରେ ବ୍ୟାପକ ଅନିୟମିତତା ଅଭିଯୋଗ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ଼ ନିକଟସ୍ଥ ସିହିନି ଗ୍ରାମ ପଞ୍ଚାୟତର ବଛାଯୁଝା ଗ୍ରାମ ଓଭର୍‌ହେଡ୍‌ ପାଣିଟାଙ୍କି ନିକଟରେ ପଞ୍ଚାୟତ ସମିତି ଟିଟିଲାଗଡ଼ ତରଫରୁ ପ୍ରଥମେ ୫ ଲକ୍ଷ ଓ ପରେ ଅଢେଇ ଲକ୍ଷ, ମୋଟ ସାଢେ଼ ସାତ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ନିର୍ମାଣ ହେଉଥିବା ଖେଳ ପଡିଆରେ…
Read More...

ଗୁଡେଶିରା ରଥଯାତ୍ରା ସାତ ବର୍ଷ ପୂର୍ତ୍ତି ଅବସରରେ ମାଉସୀ ମାଁ ମନ୍ଦିର ପ୍ରତିଷ୍ଠା

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ଼ ସଦର ଅନ୍ତର୍ଗତ ଗୁଡେଶିରା ରଥଯାତ୍ରା ୨୦୧୬ ମସିହାରେ ଆରମ୍ଭ ହୋଇଥିବା ବେଳେ କୋଭିଡ୍‌ ମହାମାରୀ ଯୋଗୁଁ ୨୦୨୦-୨୦୨୧ ବନ୍ଦ ହୋଇଥିବା ବେଳେ ଡମ୍ବରୁ ଧର ଦେବତାଙ୍କ ସଭାପତିତ୍ଵରେ ଏ ବର୍ଷ ଏଥର ସାତ ବର୍ଷ ପୂର୍ତ୍ତି ଉପଲକ୍ଷେ ୩ ତାରିଖ ବୁଧବାର ଦିନ ନୂଆ…
Read More...

ଚଲକି ପଞ୍ଚାୟତ ହିତାଧିକାରୀଙ୍କୁ ଦୁଇ ମାସ ହେବ ମିଳିନି ବାର୍ଦ୍ଧକ୍ୟ : ବିଧବା ଓ ବିକଳାଙ୍ଗ ଭତ୍ତା

ବ୍ଲକ କାର୍ଯ୍ୟାଳୟର ଦ୍ଵାରସ୍ଥ ହୋଇ ବିଡ଼ିଓଙ୍କୁ ଦାବିପତ୍ର ପ୍ରଦାନ ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ଚଲକି ପଞ୍ଚାୟତର ବାର୍ଦ୍ଧକ୍ୟ, ବିଧବା ଓ ବିକଳାଙ୍ଗ ଭତ୍ତା ପାଉଥିବା ହିତାଧିକାରୀମାନଙ୍କୁ ଦୀର୍ଘ ଦୁଇ ମାସ ହେବ ଭତ୍ତା ଦିଆଯାଇ ନଥିବା…
Read More...

ମୁରିବାହାଲ ଗ୍ରାମପଞ୍ଚାୟତ ଉନ୍ନୟନ ଅଧିକାରୀ ଏନ୍‌. ଜେ. ଥିଓଫିଲଙ୍କୁ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ଗ୍ରାମପଞ୍ଚାୟତ ଉନ୍ନୟନ ଅଧିକାରୀ ରୂପେ କାର୍ଯ୍ୟ କରୁଥିବା ଏନ୍. ଜେ. ଥିଓଫିଲ ଜୁନ ୩୦ତାରିଖ ଦିନ ନିଜ ଦୀର୍ଘ ଚାକିରୀ ଜୀବନରୁ ଅବସର ଗ୍ରହଣ କରିଥିଲେ । ଏହି ଅବସରରେ ମୁରିବାହାଲ ବ୍ଲକ ପଞ୍ଚାୟତ କାର୍ଯ୍ୟନିର୍ବାହୀ…
Read More...

ଲାଜବନ୍ତି ଦେବୀଙ୍କ ଏକାଦଶାହ ପାଳିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସହରର ସ୍ୱର୍ଗତ ଲାଜବନ୍ତି ଦେବୀ(୮୭)ଙ୍କ ଶୁଦ୍ଧିକ୍ରିୟା ନିମିତ୍ତ ଏକାଦଶାହ ଓ ଗଙ୍ଗା ଶ୍ରାଦ୍ଧ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସେ ଏକାଧାରାରେ ଜଣେ ପରୋପକାରୀ, ମେଳାପୀ ତଥା ବନ୍ଧୁବତ୍ସଳ ମହିଳା ଥିବାରୁ ସମଗ୍ର ଅଞ୍ଚଳରେ ଶୋକର ଛାୟା…
Read More...

ପୁଣି ମାତିଲେ ଦନ୍ତାହାତୀ : ଘର ଭାଙ୍ଗିବା ସହ ବ୍ୟାପକ ଫସଲ ନଷ୍ଟ କଲେ, ଲୋକେ ଆତଙ୍କିତ

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : ଦୀର୍ଘ ଦିନ ଧରି ହାତୀପଲ ଘୁମୁସର ଉଦୟଗିରି ବନାଞ୍ଚଳର କଳିଙ୍ଗା ସେକ୍ସସନ୍‌ରେ ଉପଦ୍ରବ କରିବା ସହ ବ୍ୟାପକ କ୍ଷୟକ୍ଷତି କରିବା ପରେ ୨୫ ଟିକିଆ ହାତୀପଲରୁ ୨୩ଟି ଏହି ଅଞ୍ଚଳ ଛାଡି ଟିକାବାଲି ବନାଞ୍ଚଳ ଦେଇ ପଳେଇଥିବା ବେଳେ ଅନ୍ୟ ଦୁଇଟି ଏହି…
Read More...