ବିଜୁଳି ନାହିଁ ତ ଏଟିଏମ୍ ଅଚଳ
ଲୋଇସିଂହା, (ବିମଳେନ୍ଦୁ ସାହୁ) : ଗ୍ରାମାଞ୍ଚଳ ଜନସାଧାରଣଙ୍କ ଆର୍ଥିକ କାରବାର ସୁବିଧା ସକାଶେ ଭାରତୀୟ ଷ୍ଟେଟବ୍ୟାଙ୍କ ତରଫରୁ ଲୋଇସିଂହା ବ୍ଲକ ଯୋଗିସର୍ଡା ଠାରେ ଏକ ଏଟିଏମ୍ ସ୍ଥାପନ କରାଯାଇଛି । ଏହି ଏଟିଏମ୍ ଉପରେ ସ୍ଥାନୀୟ ପ୍ରାୟ ୨୫ରୁ ଅଧିକ ଗ୍ରାମର ଲୋକେ ନିର୍ଭର କରିଥାନ୍ତି । ତେବେ!-->…
Read More...
Read More...