jsm

ନୃସିଂହନାଥରେ ପଦ୍ମଶ୍ରୀ ବାବା ବଳିଆ

csstore

ପଦ୍ମପୁର, (ନିରୋଜ କୁମାର ପାଣୀ) : ପରିବେଶ, ଗଣତନ୍ତ୍ର ଓ ଧର୍ମର ସୁରକ୍ଷା ପାଇଁ ପଦ୍ମଶ୍ରୀ ବାବା ବଳିଆ ଓଡିଶାର ବିଭିନ୍ନ ଅଞ୍ଚଳ ଗସ୍ତ କରି ପ୍ରବଚନ ମାଧ୍ୟମରେ ଜନ ସଚେତନତା ସୃଷ୍ଟି କରୁଛନ୍ତି । ନୂଆପଡା ଜିଲ୍ଲା କାର୍ଯ୍ୟକ୍ରମ ପରେ ପଶ୍ଚିମ ଓଡ଼ିଶାର ପବିତ୍ର ନୃସିଂହନାଥ ଠାରେ ପଦାର୍ପଣ କରିଥିଲେ । ସେଠାରେ ବାବାଙ୍କୁ ବିଭିନ୍ନ ସଂଗଠନ ପକ୍ଷରୁ ସ୍ୱାଗତ କରା ଯାଇଥିଲା । ଭାଜପା ନେତା ସରୋଜ ସାମଲ, ଯୋଗେନ୍ଦ୍ର ଭୋଇ, ପ୍ରକୃତି ବନ୍ଧୁ ନନ୍ଦଲାଲ ନାୟକ, ସାମ୍ବାଦିକ ବଡ଼ ଶତପଥି, ରମେଶ ଚନ୍ଦ୍ର ବାରିକ, ନିରୋଜ ପାଣି, ସୌଦାଗର ବରିହା, ସୁଶୀଳ ସାହୁ, ସୁବ୍ରତ ବିଶ୍ୱାଳ, ସୁଶାନ୍ତ ସାହୁ, ବିଜୟ ମହାରଣା, ବସନ୍ତ ବିଶ୍ୱାଳ, ଝାରବନ୍ଧ ନାଗରିକ କମିଟି ତରଫରୁ ଦୁର୍ଗା ପ୍ରସାଦ ଅଗ୍ରୱାଲ, ଗୋବିନ୍ଦ ପଟେଲ ପ୍ରମୁଖ ସ୍ୱାଗତ କରିଥିଲେ ।

yuvodaya
Leave A Reply

Your email address will not be published.