ଭୀମ ଭୋଇ ମେଡିକାଲରେ ଲାଗିଲା ଅତ୍ୟାଧୁନିକ ମାଗଲୁମି-୮୦୦ ମେସିନ
ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ସ୍ଥିତ ଭୀମ ଭୋଇ ମେଡିକାଲରେ ଆଜି ଅତ୍ୟାଧୁନିକ ମାଗଲୁମି-୮୦୦ ମେସିନ ପ୍ରତିଷ୍ଠା କରାଯାଇଛି । ପାଥୋଲୋଜି ବିଭାଗରେ ଏହି ମେସିନ ଖଞ୍ଜା ହେବା ଦ୍ୱାରା କରୋନା ରୋଗର ବିଭିନ୍ନ ପରୀକ୍ଷା ସମେତ ହରମୋନ, ଟ୍ୟୁମର ଓ କ୍ୟାନସର ଆଦି ବିଭିନ୍ନ ରୋଗ ନିରୂପଣ!-->…
Read More...
Read More...