Daily Archives

ବଲାଙ୍ଗିର ଠାରେ ରାଷ୍ଟ୍ରୀୟ ଲୋକ ଅଦାଲତ : ୨୦୫ ଗୋଟି ବିଭିନ୍ନ ମାମଲାର ଫଇସଲା

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ବଲାଙ୍ଗିର ସିଭିଲ କୋର୍ଟ ପରିସରରେ ଜିଲ୍ଲା ଦୌରାଜଜ୍‌ ତଥା ଜିଲ୍ଲା ଆଇନ ସେବା ପ୍ରାଧିକରଣର ଅଧ୍ୟକ୍ଷ ଲୋକନାଥ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ରାଷ୍ଟ୍ରୀୟ ଲୋକ ଅଦାଲତରେ ୨୦୫ ଗୋଟି
Read More...

ବରଗଡ଼ ଜିଲ୍ଲା ଏବିଭିପିର ବୈଠକ ଅନୁଷ୍ଠିତ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ଆଜି ସର‌ସ୍ୱତୀ ଶିଶୁ ବିଦ୍ୟା ମନ୍ଦିର, ହିନ୍ଦୀ ବିଭାଗ ଠାରେ ଏବିଭିପି ବରଗଡ଼ ଜିଲ୍ଲା ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସମ୍ବଲପୁର ବିଭାଗ ସଂଗଠନ ସମ୍ପାଦକ ନିକୁଞ୍ଜ ବିହାରୀ ପଣ୍ଡା, ଜିଲ୍ଲା ସଂଯୋଜକ ମାଣିକେ‌ଶ୍ୱର ବାଗ, ସମ୍ବଲପୁର ବିଭାଗ ପ୍ରମୁଖ
Read More...

ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ପାଇଁ କୁଳପତି ନିଯୁକ୍ତ

ଭୁବନେଶ୍ୱର : ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ପାଇଁ କୁଳପତି ନିଯୁକ୍ତ କରାଯାଥିବା ନେଇ ରାଜଭବନ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ବଲାଙ୍ଗିର ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ପାଇଂ ପ୍ର. ଉମାବଲ୍ଲଭ ମହାପାତ୍ରଙ୍କୁ କୁଳପତି ଭାବେ ନିଯୁକ୍ତ କରାଯାଇଛି । ଅନ୍ୟପଟେ କଳାହାଣ୍ଡି ବିଶ୍ୱବିଦ୍ୟାଳୟରେ
Read More...

କୋଭିଡ୍-୧୯ ଗାଇଡଲାଇନକୁ ଉଲ୍ଲଙ୍ଘନ : ପାରଳାଖେମୁଣ୍ଡି ସହରର ୪ଟି ସିନେମା ହଲ ସିଲ କଲା ଜିଲ୍ଲା ପ୍ରଶାସନ

ବ୍ରହ୍ମପୁର, (କେ.ସତ୍ୟ ନାରାୟଣ ରେଡ୍ଡୀ) : ଗଜପତି ଜିଲ୍ଲା ପ୍ରଶାସନ କୋଭିଡ୍-୧୯ ଗାଇଡଲାଇନ ଉଲ୍ଲଙ୍ଘନ କରିବା ଅଭିଯୋଗରେ ପାରଳାଖେମୁଣ୍ଡି ସହରର ୪ଟି ସିନେମା ହଲ୍ କୁ ସିଲ୍ କରିଛି । ପାରଳାଖେମୁଣ୍ଡି ସହରରେ ଜୟା ସିନେମା- ହଲ୍ ଓ ଶ୍ରୀ ଲକ୍ଷ୍ମୀ ସିନେମା ହଲ୍ ରେ ତେଲୁଗୁ ଫିଲ୍ମର ସୁପରଷ୍ଟାର
Read More...

ପଛୁଆ ବର୍ଗଙ୍କ ୧୧ ଦଫା ନେଇ ଜିଲ୍ଲାପାଳଙ୍କୁ ଦାବୀପତ୍ର ଦେଲା ଓଡିଶା ଓବିସି ସୁରକ୍ଷା ମଞ୍ଚ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ଜନସଂଖ୍ୟା ଆଧାରରେ ଓବିସି ମାନଙ୍କୁ ସରକାରୀ ଚାକିରୀ ଓ ପଦୋନ୍ନତି କ୍ଷେତ୍ରରେ ସଂରକ୍ଷଣ ଦେବା ସହ ୧୧ ଦଫା ଦାବୀ ନେଇ ରାଷ୍ଟ୍ରପତିଙ୍କ ଉଦ୍ଧେଶ୍ୟରେରେ ଜିଲ୍ଳା ପ୍ରଶାସନକୁ ଓଡ଼ିଶା ରାଜ୍ୟ ଓବିସି ସୁରକ୍ଷା ମଞ୍ଚ ସ୍ମାରକପତ୍ର ପ୍ରଦାନ କରିଛି । ସୋମବାର
Read More...

ମହାତ୍ମା ଜ୍ୟୋତିରାଓ ଫୁଲେଙ୍କ ଜୟନ୍ତୀ ପାଳିତ

ମହାତ୍ମା ଜ୍ୟୋତିରାଓ ଫୁଲେଙ୍କ ଜୀବନୀ ପାଠ୍ୟ ପୁସ୍ତକରେ ସାମିଲ ପାଇଁ ଦାବୀବଲାଙ୍ଗିର, (କେପିଏନ୍‌ଏସ୍‌) : ଅଖିଳ ଭାରତୀୟ ଗୋଁଣ୍ଡୱାନା ଗୋଁଣ୍ଡ ମହାସଭା ଅନୁକୁଲ୍ୟରେ ସ୍ଥାନୀୟ ଗୋଁଣ୍ଡୱାନା ଭବନ ଠାରେ ମହାନ ସାମାଜିକ କର୍ମୀ, ଜାତି ବିରୋଧି ସଂସ୍କାରକ, ବୁଦ୍ଧିଜୀବୀ, ଲେଖକ, ଆଧୁନିକ ଭାରତର
Read More...

କବି ଗଙ୍ଗାଧର ମେହେରଙ୍କ ଶ୍ରାଦ୍ଧବାର୍ଷିକୀ ପାଳିତ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ଼ ଜିଲ୍ଲା ର ବିଭିନ୍ନ ସ୍ଥାନରେ ସ୍ବାଭାବ କବି ଗଙ୍ଗାଧର ମେହେରଙ୍କ ୯୭ ତମ ଶ୍ରାଦ୍ଧ ବାର୍ଷିକୀ ପାଳିତ ହୋଇଯାଇଛି। ବରଗଡ଼ ଜିଲ୍ଲା ସଦର ମହକୁମା ଠାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାପାଳ ଜ୍ୟୋତିରଞ୍ଜନ ପ୍ରଧାନ ମହାତ୍ମାଗାନ୍ଧୀ ମାର୍ଗରେ ଥିବା
Read More...

ସରକାରୀ ଜମି ଜବରଦଖଲ ଉଚ୍ଛେଦ ଦାବିରେ ବିକ୍ଷୋଭ ଓ ଦାବିପତ୍ର ପ୍ରଦାନ

ଲୋଇସିଂହା, (କେପିଏନ୍‌ଏସ୍‌) : ବଲାଂଗୀର ଜିଲ୍ଲା ଲୋଇସିଂହା ବ୍ଲକ ବୁଢ଼ୀପଦର ମୌଜାର ରୁଗୁଡିଖାଲ ଠାରେ ଥିବା ସରକାରୀ ଜମିକୁ ଜମି ମାଫିଆଙ୍କ ଜବରଦଖଲରୁ ମୁକ୍ତ କରିବା ଦାବିରେ ସୋମବାର ଶତାଧିକ ଗ୍ରାମବାସୀ ସ୍ଥାନୀୟ ତହସିଲ କାର୍ୟ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଦାବି
Read More...

ହାଇଦ୍ରାବାଦକୁ ୧୦ରନରେ ହରାଇ କୋଲକାତାର ବିଜୟ ଅଭିଯାନ ଆରମ୍ଭ

ଚେନ୍ନାଇ : ଗତକାଲି ଚେନ୍ନାଇର ଏମଏ ଚିଦାମ୍ବରମ ଷ୍ଟାଡିୟମଠାରେ ଚଳିତ ଆଇପିଏଲର ୩ୟ ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦକୁ ୧୦ ରନରେ ହରାଇ କୋଲକାତା ନାଇଟ ରାଇଡର୍ସ ବିଜୟ ଅଭିଯାନ ଆରମ୍ଭ କରିଛି । ଏହି ମ୍ୟାଚରେ ହାଇଦ୍ରାବାଦ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । କୋଲକାତା
Read More...

ପଛୁଆ ବର୍ଗଙ୍କ ୧୧ ଦଫା ନେଇ ଜିଲ୍ଲାପାଳଙ୍କୁ ଦାବୀପତ୍ର ଦେଲା ଓଡିଶା ରାଜ୍ୟ ଓବିସି ସୁରକ୍ଷା ମଞ୍ଚ

ବରଗଡ଼, (ନିରୋଜ କୁମାର ପାଣୀ) : ଜନସଂଖ୍ୟା ଆଧାରରେ ଓବିସି ମାନଙ୍କୁ ସରକାରୀ ଚାକିରୀ ଓ ପଦୋନ୍ନତି କ୍ଷେତ୍ରରେ ସଂରକ୍ଷଣ ଦେବା ସହ ୧୧ ଦଫା ଦାବୀ ନେଇ ରାଷ୍ଟ୍ରପତିଙ୍କ ଉଦ୍ଧେଶ୍ୟରେ ଜିଲ୍ଳା ପ୍ରଶାସନକୁ ଓଡ଼ିଶା ରାଜ୍ୟ ଓବିସି ସୁରକ୍ଷା ମଞ୍ଚ ସ୍ମାରକପତ୍ର ପ୍ରଦାନ କରିଛି । ସୋମବାର ମଞ୍ଚର
Read More...