Daily Archives

ନରସିଂହ ସେନା ପକ୍ଷରୁ ରକ୍ତଦାନ ଶିବିର

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ସ୍ୱେଚ୍ଛାସେବୀ ସଂଗଠନ ନରସିଂହ ସେନା ପକ୍ଷରୁ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଦେଶରେ ମହାମାରି କରୋନାର ଦ୍ୱିତୀୟ ଲହରି ଚାଲିଛି । ଏ ସମୟରେ ବିଭିନ୍ନ ବ୍ଲଡ ବ୍ୟାଙ୍କରେ ରକ୍ତର ଆବଶ୍ୟକତାକୁ ଅନୁଭବ କରି ନରସିଂହ ସେନା ଛତାମଖନା ଠାରେ
Read More...

କୋସଲାଂଚଳରେ ଆଇନ ବିଶ୍ୱବିଦ୍ୟାଳୟର ସ୍ଥାପନ ଓ କୋସଲାଂଚଳର ସମସ୍ତ ବେସରକାରୀ ଆଇନ ମହାବିଦ୍ୟାଳୟକୁ ସରକାର ହାତକୁ ନେବାକୁ…

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଇତି ମଧ୍ୟରେ ରାଜ୍ୟ ସରକାର ତାଙ୍କର ଆଂଚଳିକ ବୈଷମ୍ୟ ଜନିତ ନୀତିର ଅନ୍ୟ ଏକ ଜ୍ୱଳନ୍ତ ଉଦାହରଣ ଦେଖାଇଛନ୍ତି । କଟକର ମଧୁସୂଦନ ଆଇନ ମହାବିଦ୍ୟାଳୟକୁ ଆଇନ ବିଶ୍ୱବିଦ୍ୟାଳୟ ଘୋଷଣା କରିବା ସହ ରାଜ୍ୟର ସମସ୍ତ ଆଇନ ମହାବିଦ୍ୟାଳୟମାନଙ୍କୁ ସେହି ବିଶ୍ୱ ବିଦ୍ୟାଳୟ
Read More...

କୁରୁଆଁଝରରେ ନୂତନ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ସ୍ଥାପନ ପାଇଁ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କୁ ବଲାଙ୍ଗିର ବିଧାୟକଙ୍କ ଚିଠି

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଳକ ଅନ୍ତର୍ଗତ ବଡ଼ବନ୍ଧ ପଞ୍ଚାୟତ କୁରୁଆଁଝର ଗାଁରେ ଏକ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ସ୍ଥାପନ କରିବାକୁ ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କୁ ଏକ ଚିଠି ଲେଖିଥିବା ଜଣାପଡିଛି । ଏହି ଗାଁରେ ଏକ ନୂତନ ପ୍ରାଥମିକ
Read More...

ଆଗକେ ଆଉଛେ ପଞ୍ଚାୟତ ନିର୍ବାଚନ : ବିହା ଘରେ ପୁହୁଁଚି ନେତାଏ କରୁଛନ ଇଲେକ୍ସନ ପ୍ରଚାର

ଗୁଟେ ଗୁଲିନେ ୩ଟା ଶିକାରଦେଓଗାଁ, (ମନୀଷ କୁମାର ସାହୁ) : ଆଗକେ ହେବା ପଞ୍ଚାୟତ ଇଲେକ୍ସନ । ହେଥିର ଲାଗି ଏଭନୁ ଆରମ୍ଭ ହେଇଗଲା ନ ପ୍ରଚାର ପ୍ରସାର । ଏଭନୁ ଇ ନେତାମାନଙ୍କର ହାଲ ଚାଲ ଦେଖି କରି ଲାଗଲା ନ ଯେ, ଇଥର ନେତା ଆଉ ତାଙ୍କର କର୍ମୀମାନଙ୍କେ ଇଲେକ୍ସନ ପ୍ରଚାର ଲାଗି ବେଶି କଷ୍ଟ କରବାର
Read More...

ସମସ୍ତ କ୍ରୀଡା ସମ୍ବନ୍ଧୀୟ ଆଘାତର ଚିକିତ୍ସା ବିକାଶ ହସ୍ପିଟାଲ ଠାରେ କରାଯାଉଛି

ବରଗଡ, (ସତ୍ୟ ନାରାୟଣ ପ୍ରଧାନ) : ଆର୍ଥ୍ରୋସ୍କୋପିକୁ ଆର୍ଥ୍ରୋସ୍କୋପିକ୍ କିମ୍ବା କିହୋଲ୍ ସର୍ଜରୀ ମଧ୍ୟ କୁହାଯାଏ । ଏହା ହେଉଛି ଏକ ଗଣ୍ଠି ଉପରେ ସର୍ବନିମ୍ନ ଆକ୍ରମଣକାରୀ ସର୍ଜିକାଲ୍ ପଦ୍ଧତି ଯେଉଁଥିରେ ଆର୍ଥ୍ରୋସ୍କୋପ୍, ଏଣ୍ଡୋସ୍କୋପ୍ ବ୍ୟବହାର କରି ଏକ କ୍ଷୟକ୍ଷତିର ଚିକିତ୍ସା କରାଯାଇଥାଏ
Read More...

ସୌର ଚାଳିତ ନଳକୂପ ଅଚଳ ପାଣି ପାଇଁ ହନ୍ତସନ୍ତ

ପାଟଣାଗଡ଼, (ଗୋରେଖନାଥ ବରିହା) : ଖପ୍ରାଖୋଲ ବ୍ଳକ ଲୁହାସିଂହା ପଞ୍ଚାୟତ ବାହାଲଭଟଲି ଗ୍ରାମରେ ଥିବା ସୌର ଚାଳିତ ନଳକୂପ ସାତ ଦିନ ହେବ ଅଚଳ ହୋଇପଡିଛି । ଗ୍ରାମରେ ଏକ ମାତ୍ର ନଳକୂପ ଯାହାକି ଗ୍ରାମରେ ଲୋକେ ପାନୀୟ ଜଳ ପାଇ ଉକ୍ତ ନଳକୂପ ଉପରେ ନିର୍ଭର କରିଥାନ୍ତି । ବ‌ର୍ତ୍ତମାନ ଗ୍ରୀଷ୍ମ
Read More...

କେଭି ମହାବିଦ୍ୟାଳୟରେ ‘ଚଇତାଳି’ର ଧୁନ : ଜୀବନର ଖଣ୍ଡିତାଂଶର କଥା କହେ ଗଳ୍ପ

କଂଟାବାଞ୍ଜି, (ମନୀଷ କୁମାର ହଂସ) : କେଭି ମହାବିଦ୍ୟାଳୟରେ ସ୍ନାତକୋ‌ତ୍ତର ଓଡିଆ ଭାଷା ଓ ସାହିତ୍ୟ ବିଭାଗ ପକ୍ଷରୁ ସାହିତ୍ୟ ଉତ୍ସବ ‘ଚଇତାଳି’ ସୋମବାର ଆୟୋଜିତ ହୋଇଯାଇଛି । ଏହି ଅବସରରେ ଏକ ଗଳ୍ପ ପଠନ ଉତ୍ସବ ଆୟୋଜିତ ହୋଇଥିଲା । ଏଥିରେ ଓଡିଆ ବିଭାଗର ଛାତ୍ରୀ ମୁକ୍ତି ପ୍ରଗତି ପାତ୍ର,
Read More...

ମାଣ୍ତିଆଢିପା ପଞ୍ଚାୟତ ସ୍ତରୀୟ ଲକ୍ଷେ ଘର ଗଣ୍ଡା ସମାଜ ବୈଠକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ମାଣ୍ତିଆଢିପା ପଞ୍ଚାୟତ ସ୍ତରୀୟ ତ୍ରୈମାସିକ ଲକ୍ଷେ ଘର ଗଣ୍ଡା ସମାଜ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକକୁ ଗଣ୍ତାଜାତିର ପଞ୍ଚାୟତ ସ୍ତରୀୟର ଦେବାର ଛତରଙ୍କ ଆ‌ହ୍ୱାନ କ୍ରମେ ସମସ୍ତ ସଭ୍ୟ ସଭ୍ୟାଙ୍କୁ ନେଇ କ୍ଷେତ୍ର
Read More...

୨୪ ଘଣ୍ଟା ମଧ୍ୟରେ ୨୧ ଜିଲ୍ଲାରେ କାଳବୈଶାଖୀ ସମ୍ଭାବନା : ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର

ଭୁବନେଶ୍ୱର : ଆଜି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ୨୪ ଘଣ୍ଟା ମଧ୍ୟରେ ୨୧ ଜିଲ୍ଲାରେ କାଳବୈଶାଖୀ ସମ୍ଭାବନାରହିଛି ନେଇ ସତର୍କ ସୂଚନା ଜାରି ହୋଇଛି । ତେବେ ଆଜି ଅପରାହ୍ଣରୁ ୧ଟା ୩୦ରୁ ଆସନ୍ତାକାଲି ସକାଳ ୮ଟା୩୦ ଘଣ୍ଟା ମଧ୍ୟରେ ରାଜ୍ୟର କିଛି ଜିଲ୍ଲାର ଅନେକ
Read More...

ସାବଧାନ : ବଲାଙ୍ଗିର ଜିଲ୍ଲାରେ ପାଖାପାଖି ୧୦୦ ନୂଆ ଆକ୍ରାନ୍ତ ଚିହ୍ନଟ, ଜିଲ୍ଲାରେ ୩୦୮ ଏକ୍‌ଟିଭ୍‌ ଆକ୍ରାନ୍ତ,…

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାରେ ପାଖାପାଖି ୧୦୦ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଜିଲ୍ଲା ପ୍ରଶାସନ ପକ୍ଷରୁ କୋଭିଡ କଟକଣା ଅନୁପାଳନ ପାଇଁ ଜନସାଧାରଣଙ୍କୁ ଅନୁରୋଧ କରାଯାଉଥିବା ବେଳେ ମାସ୍କ ପରିଧାନ, ସାମାଜିକ ଦୂରତା ରକ୍ଷା କରିବା ତଥା ସାନିଟାଇଜର୍‌ ବ୍ୟବହାର
Read More...