Browsing Tag

bramhapur news

କ୍ଷୁଦ୍ର ଓ ମଧ୍ୟମ ସମ୍ବାଦପତ୍ର ସମ୍ପାଦକ ଓ ପ୍ରକାଶକଙ୍କୁ ଗୋପବନ୍ଧୁ ସ୍ୱାସ୍ଥ୍ୟ ବୀମା ଯୋଜନାରେ ସାମିଲ ପାଇଁ ଦାବୀ

ବ୍ରହ୍ମପୁର, (କେପିଏନ୍‌ଏସ୍‌) : ରାଜ୍ୟର ବିଭିନ୍ନ ସ୍ଥାନରୁ ଧାରାବାହିକ ଭାବେ ପ୍ରକାଶ ପାଉଥିବା ଆରଏନଆଇ ରେଜିଷ୍ଟ୍ରିଭୁକ୍ତ କ୍ଷୁଦ୍ର ଓ ମଧ୍ୟମ ସମ୍ବାଦପତ୍ରର ପ୍ରକାଶକ ଓ ସମ୍ପାଦକମାନଙ୍କୁ ରାଜ୍ୟ ସରକାରଙ୍କ ଗୋପବନ୍ଧୁ ସ୍ୱାସ୍ଥ୍ୟ ବୀମା ଯୋଜନାରେ ଅନ୍ତର୍ଭୁକ୍ତ କରାଯିବାକୁ କ୍ଷୁଦ୍ର ଓ
Read More...

ଗଞ୍ଜାମ ଜିଲ୍ଲାରେ ବୁଥ-ୱାଇଜ ଟୀକାକରଣ : ପ୍ରାଥମିକ ପର୍ୟ୍ୟାୟରେ ୪୫ ବର୍ଷରୁ ଉର୍ଦ୍ଧ୍ବ ବୟସ୍କଙ୍କୁ ସଫଳ ଟୀକାକରଣରେ…

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାରେ ସମସ୍ତ ସହରାଞ୍ଚଳ ଯଥା- ୧୬ ଟି ଏନ.ଏ.ସି. ହିଞ୍ଜିଳି ମ୍ୟୁନିସିପାଲଟି, ବ୍ରହ୍ମପୁର ମହାନଗର ନିଗମାଞ୍ଚଳ ସହ ୨୨ଟି ବ୍ଲକ ୪୭୬ଟି ଗ୍ରାମପଞ୍ଚାୟତରେ ଭୋଟ ଦିଆଯିବା ଭଳି କୋଭିଡ୍ ଟିକାକରଣ ହେବ । ଅର୍ଥାତ ଏହି କାର୍ୟ୍ୟ ନିର୍ବାଚନ
Read More...

ପଦ୍ମଶ୍ରୀ ମୋହନ ନାୟକ ଥିଲେ ଦଳିତ ଅସହାୟଙ୍କ ତ୍ରାଣକର୍ତ୍ତା : ଜନ୍ମ ଶତବାର୍ଷିକୀ ଅବସରରେ ଗଭୀର ଶ୍ରଦ୍ଧାଞ୍ଜଳି

ବ୍ରହ୍ମପୁର, (କେପିଏନ୍‌ଏସ୍‌) : ସ୍ୱାଧୀନତା ସଂଗ୍ରାମୀ, ଗାନ୍ଧୀବାଦୀ, ସମାଜସେବୀ, ତ୍ୟାଗୀ, ଦଳିତ ନିଷ୍ପେସିତ ଜନତାଙ୍କ ତ୍ରାଣକର୍ତ୍ତା, ନିମଖଣ୍ଡି ଠକ୍କର ବାପା ଆଶ୍ରମର ପ୍ରତିଷ୍ଠାତା, ପୂର୍ବତନ ମନ୍ତ୍ରୀ, ପୂର୍ବତନ ସାଂସଦ, ପଣ୍ଡିତ କୃପାସିନ୍ଧୁ ହୋତାଙ୍କ ଶିଷ୍ୟ, ବରିଷ୍ଠ କଂଗ୍ରେସ ନେତା
Read More...

ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀଙ୍କୁ କୁକୁଡ଼ା ପାଳନ ମାଧ୍ୟମରେ ଆତ୍ମନିର୍ଭରଶୀଳ କରାଇବା ଗଞ୍ଜାମ ଜିଲ୍ଲାପ୍ରଶାସନର ଏକ…

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : କୁକୁଡ଼ା ପାଳନ ଜରିଆରେ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀର ସଦସ୍ୟମାନେ ଆର୍ଥିକ ଅଭିବୃଦ୍ଧି ଓ ସଶକ୍ତିକରଣ ପାଇଁ ଗଞ୍ଜାମ ଜିଲ୍ଲାରେ ଜିଲ୍ଲାପ୍ରଶାସନ ପକ୍ଷରୁ ଏକ ସ୍ୱତନ୍ତ୍ର ପ୍ରକଳ୍ପ ହାତକୁ ନିଆଯାଇଛି । ଦେଶୀ ନାମରେ ନାମିତ ଏହି ଯୋଜନା ମାଧ୍ୟମରେ
Read More...

୧୨୦ ଶଯ୍ୟା ବିଶିଷ୍ଟ କୋଭିଡ୍ ସ୍ୱାସ୍ଥ୍ୟକେନ୍ଦ୍ର କାର୍ଯ୍ୟକ୍ଷମ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲା ହେଡକ୍ୱାର୍ଟର ଛତ୍ରପୁର ଠାରେ ଥିବା ସରକାରୀ ବିଜ୍ଞାନ ମହାବିଦ୍ୟାଳୟରେ କୋଭିଡ୍ ସ୍ୱାସ୍ଥ୍ୟକେନ୍ଦ୍ର ଖୋଲାଯାଇ ମଙ୍ଗଳବାର କାର୍ଯ୍ୟକ୍ଷମ କରାଯାଇଛି । ଏନେଇ ବ୍ରହ୍ମପୁର ସାସଂଦ ଚନ୍ଦ୍ର ଶେଖର ସାହୁ, ଗଞ୍ଜାମ ଜିଲ୍‌ଲ୍ଲାପାଳଙ୍କ
Read More...

ଗଞ୍ଜାମ ସହରରେ ପୁଣି ଦୁଇଜଣଙ୍କର କରୋନାରେ ମୃତ୍ୟୁ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ଗଞ୍ଜାମ ସହରର ପଣ୍ଡାସାହି ବାସିନ୍ଦା ତଥା ମଧୁସୂଦନ ରାଇସ ମିଲ୍‌ର ମାଲିକ ତଥା ଯୁବ ବ୍ୟବସାୟୀ ଲଛମନ ପଣ୍ଡା(ପଙ୍କଜ) ଗତ ତିନିଦିନ ତଳେ ଦେହ ଅସୁସ୍ଥ ହୋଇପଡିବାରୁ ତାଙ୍କୁ ବ୍ରହ୍ମପୁର କୋଭିଡ଼ି ହସ୍ପିଟାଲକୁ ଚିକିତ୍ସା ପାଇଁ
Read More...

ଛତ୍ରପୁର ପୋଲିସ ଉଚ୍ଚବିଦ୍ୟାଳୟରେ କ୍ରୀଡା ଶିକ୍ଷକଙ୍କୁ ବିଦାୟ ସମ୍ବର୍ଦ୍ଧନା

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ସଦରମହକୁମା ଛତ୍ରପୁର ସହରାଞ୍ଚଳର ନିୟୁ ପୋଲିସ କଲୋନୀଠାରେ ଅବସ୍ଥାପିତ ପୋଲିସ ଉଚ୍ଚବିଦ୍ୟାଳୟର କ୍ରୀଡା ଶିକ୍ଷକ ନାରାୟଣ ରଥଙ୍କୁ ଏକ ନିରାଡ଼ମ୍ବର ସଭାରେ ବିଦାୟ ସମ୍ବର୍ଦ୍ଧନା ଦିଆଯାଇଛି । ସେ ଦୀର୍ଘ ୩୧ ବର୍ଷ କାଳ ଏହି
Read More...

ରମ୍ଭା ବାଳିକା ଉଚ୍ଚ ବିଦ୍ୟାଳୟର ଉନ୍ନତି କଳ୍ପେ ଭର୍ଚୁୁଆଲ୍‌ ମିଟ୍

ବ୍ରହ୍ମପୁର, (କେ.ସତ୍ୟନାରାୟଣରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ରମ୍ଭା ଉଚ୍ଚ ବାଳିକା ବିଦ୍ୟାଳୟର ବହୁବିଧ ଉନ୍ନତି କଳ୍ପେ ଏକ ଭର୍ଚୁୁଆଲ୍‌ ମିଟ୍ ଅନୁଷ୍ଠିତ ହୋଯାଇଛି । ଏହି ବିଦ୍ୟାଳୟକୁ ମୋ-ପୋଷ୍ୟ ବିଦ୍ୟାଳୟ ଭାବେ ଗ୍ରହଣ କରିଥିବା ଛତ୍ରପୁର ବିଧାୟକ ସୁବାଷ ଚନ୍ଦ୍ର ବେହେରା ବିଭିନ୍ନ ଦିଗଉପରେ
Read More...

ଓଡ଼ିଶାରେ ୨୭ ସାମ୍ବାଦିକଙ୍କ ଜୀବନ ନେଲାଣି କରୋନା : କ୍ଷୁଦ୍ର ଓ ମଧ୍ୟମ ସମ୍ବାଦପତ୍ର ମହାସଂଘର ଉଦବେଗ

ବ୍ରହ୍ମପୁର, (କେପିଏନ୍‌ଏସ୍‌) : କରୋନା ମହାମାରୀର ଦ୍ୱିତୀୟ ଲହର ବର୍ତ୍ତମାନ ଘାତକ ସାଜିଥିବା ବେଳେ ଆଜି ସୁଦ୍ଧା ଓଡ଼ିଶାର ବିଭିନ୍ନ ସ୍ଥାନରେ କାର୍ୟ୍ୟରତ ୨୭ ସାମ୍ବାଦିକଙ୍କ କରୋନା ଜନିତ ମୃତ୍ୟୁ ଘଟିଛି । ପ୍ରଥମ ଲହରରେ ଯେତିକି ସଂଖ୍ୟକ ସାମ୍ବାଦିକଙ୍କ ମୃତ୍ୟୁ ଘଟିଥିଲା ଦ୍ୱିତୀୟ ଲହରରେ
Read More...

ବାଲେଶ୍ଵର ବିପନ୍ନଙ୍କୁ ଗଞ୍ଜାମ ଜିଲ୍ଲା ପ୍ରଶାସନର ରିଲିଫ ସହାୟତା

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ସାମୁଦ୍ରିକବାତ୍ୟା 'ୟାସ'ର ବ୍ୟାପକ କ୍ଷତିଗ୍ରସ୍ତ ବିପନ୍ନଙ୍କୁ ଗଞ୍ଜାମଜିଲ୍ଲା ପ୍ରଶାସନ ପକ୍ଷରୁ ଆବଶ୍ୟକ ପରିମାଣର ରିଲିଫ ସାମଗ୍ରୀ ଯୋଗାଇ ଦିଆଯାଇଛି । ବାତ୍ୟାପ୍ରପୀଡ଼ିତ ଲୋକଙ୍କ ନିମନ୍ତେ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ, ରାଶନ ଅବା ଶୁଖିଲା
Read More...