Browsing Tag

bramhapur news

ଭାଗବତ ଟୁଙ୍ଗି ଆନୁକୂଲ୍ୟରେ ଅସହାୟଙ୍କୁ ରନ୍ଧାଖାଦ୍ୟ ବଣ୍ଟନ

ବ୍ରହ୍ମପୁର, (କେପିଏନ୍‌ଏସ୍‌) : ସ୍ଥାନୀୟ ଇଞ୍ଜିନିୟରିଂ ସ୍କୁଲ ଛକ ନିକଟସ୍ଥ ପଣ୍ଡା କଲୋନୀ ଠାରେ ରହିଥିବା ଭାଗବତ ଟୁଙ୍ଗି ଆନୁକୂଲ୍ୟରେ ମଙ୍ଗଳବାର ଦିନ ଗରିବ ଓ ଅସହାୟଙ୍କୁ ରନ୍ଧାଖାଦ୍ୟ ବଣ୍ଟନ କରାଯାଇଥିଲା । ଗତ ମଇ ୧୪ ତାରିଖରୁ ଏଭଳି ରନ୍ଧା ଖାଦ୍ୟ ବଣ୍ଟନ କରାଯାଉଥିବା ବେଳେ ପ୍ରତିଦିନ
Read More...

ଆନ୍ଧ୍ର ମାଫିଆଙ୍କ କବଜାରେ କରାତଳି ତାମ୍ପରା : ଦାଦନ ମୁହାଁ ମତ୍ସ୍ୟଜୀବୀ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ବ୍ଲକ ଅନ୍ତର୍ଗତ କରାତଳି ଗ୍ରାମରେ ବହୁ ପୂରାତନ କାଳରୁ ସୃଷ୍ଟି ହୋଇଥିବା ପ୍ରକୃତି ସୌନ୍ଦର୍ୟ୍ୟରେ ପରିପୂର୍ଣ୍ଣ ପ୍ରାକୃତିକହ୍ରଦ "କରାତଳି-ତାମ୍ପରା" ପ୍ରତି ଜିଲ୍ଲାପ୍ରଶାସନ ଏବଂ ରାଜ୍ୟସରକାରଙ୍କ ଉଦାସୀନ ନେଇ ବିଭିନ୍ନ ମହଲରେ ଉଦ୍‌ବେଗ
Read More...

ଶବ ସତ୍କାର ଭଳି ମାନବିକତା ପ୍ରଦର୍ଶନ କରି ବ୍ରହ୍ମପୁର ବିଧାୟକ ପ୍ରଶଂସିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ବ୍ରହ୍ମପୁର ଶ୍ରୀରାମ ନଗର ତୃତୀୟ ଲାଇନ ନିବାସୀ ଜଣେ ଦିବ୍ୟାଙ୍ଗ କୈଳାସ ସାମଲ ନାମକ ଯୁବକଙ୍କ ମୃତ୍ୟ ହୋଇଥିବା ବେଳେ ଯୁବକଙ୍କ ଶବ ସତ୍କାର କରି ପୁଣି ଚର୍ଚ୍ଚାରେ ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡା । ସୂଚନା ପ୍ରକାରେ ୪୨ ବର୍ଷୀୟ କୈଳାଶ
Read More...

ସାନ-ଆର୍ୟ୍ୟପଲ୍ଲୀ ଗ୍ରାମରେ ଥିବା ସରକାରୀ ଜମି ହଡପ ଘଟଣାର ତଦନ୍ତ କଲେ ଛତ୍ରପୁର ତହସିଲଦାର : ଗୃହନିର୍ମାଣ କାର୍ୟ୍ୟ…

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲା ଛତ୍ରପୁର ତହସିଲ ଅନ୍ତର୍ଗତ ଆର୍ୟ୍ୟପଲ୍ଲୀ ମୌଜାର ସାନ-ଆର୍ୟ୍ୟପଲ୍ଲୀ ଗ୍ରାମରେ ଥିବା ପତିତ ଅନାବାଦୀ ଜମିକୁ ବେଆଇନ ଭାବେ କିଛି ମୁଷ୍ଟିମେୟ ବ୍ୟକ୍ତି ଜବରଦଖଲ କରିଥିବା ସ୍ଥାନୀୟ ଲୋକ ଅଭିଯୋଗ କରିଥିବା ନେଇ ବିଭାଗୀୟ ତହସିଲ
Read More...

ଗଞ୍ଜାମରେ ୭ ଲକ୍ଷ ୮୨ ହଜାର ୮୨୧ଜଣଙ୍କ ସ୍ୱାସ୍ଥ୍ୟ ସ୍କ୍ରିନିଂ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାରେ ସମସ୍ତ ଘରକୁ ଘର ଯାଇ ପରିବାର ସଦସ୍ୟଙ୍କ ସ୍ୱାସ୍ଥ୍ୟ ସ୍କ୍ରିନିଂ ଗତ ୧୯ ତାରିଖରୁ ଚାଲିଛି । ଗଞ୍ଜାମଜିଲ୍ଲାରେ ଦୈନିକ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ଗଞ୍ଜାମଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଏହି ନିଷ୍ପତି
Read More...

ରାଜ୍ୟ ସରକାରଙ୍କ ମଦ ଲାଇସେନ୍ସ ଫି ଛାଡ ନିଷ୍ପତ୍ତିକୁ ରାଜ୍ୟ କଂଗ୍ରେସର ଦୃଢ଼ ବିରୋଧ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ରାଜ୍ୟ ସରକାର କ୍ୟାବିନେଟ ବୈଠକରେ ମଦ ବ୍ୟବସାୟୀମାନଙ୍କ ଉପରୁ ଜୁନ୍ ୨୦ ଠାରୁ ଡିସେମ୍ବର ୨୦୨୦ ପର୍ଯ୍ୟନ୍ତ ପର୍ଯ୍ୟାୟ କ୍ରମେ ଫି ଛାଡ କରିବା ନିଷ୍ପତ୍ତି କରିଛନ୍ତି । ରାଜ୍ୟ କଂଗ୍ରେସ ଏହାର ଘୋରବିରୋଧ କରିଛି । ରାଜ୍ୟସରକାରଙ୍କ ଏହି ନିଷ୍ପତ୍ତି
Read More...

ବ୍ରହ୍ମପୁର ମହାନଗର ଦୋଳୁଆ ସାହି ନିକଟରେ ସ୍କୁଟିରୁ ପଡ଼ି ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି : ମୃତ ଲୋକଟିର…

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଦଳୁଆ ସାହି ମୁକ୍ତେଶ୍ଵର ମନ୍ଦିରରୁ ଅମିତ ହସ୍ପିଟାଲକୁ ଯିବା ରାସ୍ତାରେ ଜଣେ ମଧ୍ୟ ବୟସ୍କ ବ୍ୟକ୍ତି ନିଜ ଚଳନ୍ତା ସ୍କୁଟି (ମଟର)ରେ ଯାଉଥିବା ସମୟରେ ହଠାତ ଗାଡିରୁ ପଡିଯାଇଥିଲେ । ସ୍ଥାନୀୟ ଲୋକେ ସେହି ବ୍ୟକ୍ତି ଜଣଙ୍କୁ ଉଠାଇ ରାସ୍ତା ପାର୍ଶ୍ଵରେ
Read More...

କୋଭିଡ୍ -୧୯ ପରିଚାଳନା ସହ ସମ୍ଭାବ୍ୟ ବାତ୍ୟା “ୟସ୍”ର ମୁକାବିଲା ନିମନ୍ତେ ଗଞ୍ଜାମ ଜିଲ୍ଲା ପ୍ରଶାସନ…

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମଜିଲ୍ଲାରେ କୋଭିଡ୍–୧୯ର ପରିଚାଳନା ଏବଂ ସମ୍ଭାବ୍ୟ ବାତ୍ୟାର ମୁକାବିଲା ନିମନ୍ତେ ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ପ୍ରସ୍ତୁତି ଆରମ୍ଭ କରାଯାଇଛି । ଏ ନେଇ ଶନିବାର ପୂର୍ବାହ୍ନରେ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ
Read More...

କ୍ଷୁଦ୍ର ଓ ମଧ୍ୟମ ସମ୍ବାଦପତ୍ର ସରକାରୀ ଅବହେଳାର ଶିକାର : ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କଲେ ସଭାପତି ରବି ରଥ

ବ୍ରହ୍ମପୁର, (କେପିଏନ୍‌ଏସ୍‌) : କରୋନା ମହାମାରୀକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର କାର୍ୟ୍ୟରତ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ଆଗଧାଡ଼ିର କରୋନା ଯୋଦ୍ଧା ଭାବେ ଘୋଷଣା କରିବା ସହ କର୍ପୋରେଟ ହାଉସମାନଙ୍କ ଦ୍ୱାରା ପରିଚାଳିତ ବିଭିନ୍ନ ବୃହତ ସମ୍ବାଦପତ୍ରଗୁଡ଼ିକୁ ଡିଏଭିପିର ନିର୍ଦ୍ଧାରିତ ଦର
Read More...

କାଶୀନଗରର ପୂର୍ବତନ ସ୍କୁଲ ଇନ୍ସପେକ୍ଟର ରାଜ କିଶୋର ପାଢ଼ୀଙ୍କ ଦେହାନ୍ତ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡି) : ଗଜପତି ଜିଲ୍ଲାର କାଶୀନଗର ଅଞ୍ଚଳର ପୂର୍ବତନ ସ୍କୁଲ ଇନ୍ସପେକ୍ଟର ରାଜ କିଶୋର ପାଢ଼ୀ କୋରନାରେ ଦେହାନ୍ତ ହୋଇଛନ୍ତି । ସେ ଗୁମ୍ମା ବ୍ଲକର ବିଆର୍‌ସିସି ଭାବେ ସେ କାର୍ଯ୍ୟ କରି ଶେଷ ସମୟ ରେ ତାନିପେଣ୍ଠା ହାଇସ୍କୁଲରେ ପ୍ରଧାନ ଶିକ୍ଷକ ଭାବେ
Read More...