pakka

ବଲାଙ୍ଗିର ଜିଲ୍ଳାରେ ଗତ ୨୪ ଘଂଟାରେ ୩ ଶହ ସଂକ୍ରମିତ ଚିହ୍ନଟ

kalikesh

ବଲାଙ୍ଗିର, (କେପିଏନ୍‌ଏସ୍‌) : ଥମୁନି ସଂକ୍ରମଣ । ଗତକାଲି ଟିକିଏ ସଂକ୍ରମଣ ଗ୍ରାଫ୍‌ ତଳକୁ ଖସିଥିବା ବେଳେ ଆଜି ପୁଣି ଉପରମୁହାଁ ହୋଇଥିବା ରିପୋର୍ଟ ଆସିଛି । ଗତ ୨୪ ଘଂଟାରେ ବଲାଙ୍ଗିର ଜିଲ୍ଳାରେ ୩ ଶହ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ରାଜ୍ୟ ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି । ବଲାଙ୍ଗିର ଜିଲ୍ଲାବାସୀ କରୋନା ସଂକ୍ରମଣ ପ୍ରତି ସତର୍କତା ଅବଲମ୍ବନ କରିବା ନିହାତି ଆବଶ୍ୟକ । ସମସ୍ତେ କୋଭିଡ ଗାଇଡ ଲାଇନ ମାନି ଚଳନ୍ତୁ । ମାସ୍କ ପିନ୍ଧିବାକୁ ଭୁଲନ୍ତୁ ନାହିଁ । ସୋସିଆଲ୍‌ ଡିସ୍‌ଟେନ୍ସ ରକ୍ଷା କରନ୍ତୁ । ସବୁବେଳେ ହାତ ସଫା ରଖନ୍ତୁ । ନିହାତି ଆବଶ୍ୟକ ନହେଲେ ବାହାରେ ବୁଲାବୁଲି କରନ୍ତୁ ନାହିଁ ।

pp
Leave A Reply

Your email address will not be published.

4 × two =