csstore

ବାଲେଶ୍ଵରରେ ବସ୍‌ ଓଲଟି ୮ ମୃତ

ବାଲେଶ୍ଵର : ବାଲେଶ୍ଵରରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ବସ୍ ଓଲଟି ପଡିବାରୁ ୮ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ସୂଚନା ଅନୁସାରେ ଉଦଳାରୁ ଭୁବନେଶ୍ଵର ଯାଉଥିବା ଶାନ୍ତିଲତା ବସ୍‌କୁ ଏକ ଟ୍ରକ ପଛପଟୁ ଧକ୍କା ଦେବାରୁ ବସ୍‌ଟି ଓଲଟି ପଡିଥିଲା ଫଳରେ ଘଟଣାରେ ଏକାଧିକ ଲୋକ ଗୁରୁତର ହୋଇଥିବା ବେଳେ କିଛି ଯାତ୍ରୀ ଏବେବି ଗାଡି ତଳେ ଚାପି ହୋଇ ରହିଯାଇଥିବା ସୂଚନା ମିଳିଛି ।

jayashree
Leave A Reply

Your email address will not be published.