Yearly Archives

2022

ପଦ୍ମପୁର ଅଞ୍ଚଳ ମହାବିଦ୍ୟାଳୟ ଅର୍ଥନୀତି ବିଭାଗର ପାରଦର୍ଶିତା

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଅଞ୍ଚଳ ମହାବିଦ୍ୟାଳୟ ଅର୍ଥନୀତି ବିଭାଗ ପାଞ୍ଚଜଣ ଛାତ୍ରଛାତ୍ରୀ ଅର୍ଥନୀତିର ସ୍ନାତକୋତ୍ତର ଏମ୍‌ଏରେ ନାମ ଲେଖାଇବା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି । ତନ୍ମୟ ଶିଖା, ସ୍ନେହଲତା ବେହେରା, ମାନସ ସେଠ ସମ୍ବଲପୁର ବିଶ୍ୱ ବିଦ୍ୟାଳୟ, ଗଙ୍ଗାଧର ମେହେର
Read More...

ଶିଶୁ ବିକାଶ କେନ୍ଦ୍ରର କର୍ମକର୍ତ୍ତା ନିର୍ବାଚନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଟିକ୍ରାପଡା ସ୍ଥିତ ଦଧିବାମନ ମନ୍ଦିର ଠାରେ ବିଶିଷ୍ଟ ଶିଶୁ ସାହିତ୍ୟିକ ହୃଷୀକେଶ ପୁରୋହିତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠାନର ଦୁଇ ବାର୍ଷିକ ସାଂଗଠନିକ ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି । ସର୍ବସମ୍ମତି କ୍ରମେ ମଦନ ମୋହନ ରଥ ସଭାପତି, ସୁନାଧର ବନଛୋର ଉପସଭାପତି,
Read More...

ବରଗଡ ଜିଲ୍ଲା ତୈଳିକ ବେଶ୍ୟ ସାହୁ ସମାଜ ପଦାଧିକାରୀଙ୍କ ନୂଆଁଖାଇ ଭେଟ୍‌ଘାଟ୍‌

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସ୍ଥିତ ରାଜୀବ ଟାଉନ ହଲଠାରେ ବରଗଡ ଜିଲ୍ଲା ତୈଳିକ ବୈଶ୍ୟ ସାହୁ ସମାଜର ପଦାଧିକାରୀମାନଙ୍କ ନୂଆଁଖାଇ ଭେଟ୍‌ଘାଟ୍‌ କାର୍ଯ୍ୟକ୍ରମ ଜିଲ୍ଲା ସଭାପତି ମନୋରଞ୍ଜନ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ଭରେ ଦୀପ ପ୍ରଜ୍ୱଳନ ଓ ସମାଜର
Read More...

ବଲାଙ୍ଗିର ସିନିୟର ନକ ଆଉଟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଷୋଡଷ ଦିବସ

ଅମାମୁଣ୍ଡା ଓ ପ୍ରୋଗ୍ରେସିଭ୍‌ କ୍ଲବ ବିଜୟୀ ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା କ୍ରୀଡା ସଂସଦ ଆନୁକୂଲ୍ୟରେ ଆୟୋଜିତ ଆଜି ସୁପର ନକ ଆଉଟ ଖେଳ ଗାନ୍ଧୀ ଷ୍ଟାଡିୟମ ଠାରେ ପ୍ରୋଗ୍ରେସିଭ୍‌ କ୍ଲବ ବଲାଙ୍ଗିର ଟ୍ରାଇବ୍ରେକର ସଡନ୍‌ ଡେଥ୍‌ରେ ଜିଏସ୍‌ପି ଟିଟିଲାଗଡକୁ ହରାଇ
Read More...

ପାଟଣାଗଡ଼ରେ ରୋଗୀ କଲ୍ୟାଣ ସମିତିର ବୈଠକ

ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ ଉପଖଣ୍ଡ ଡ଼ାକ୍ତରଖାନାର ସଭାଗୃହରେ ରୋଗୀ କଲ୍ୟାଣ ସମିତି ବୈଠକ ଅନୁଷ୍ଠିତ ହୋଇଯାଇଛି । ବିଧାୟକ ସରୋଜ କୁମାର ମେହେରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ପାଟଣାଗଡ଼ ବ୍ଲକ ଅଧ୍ୟକ୍ଷ ନୀଳକାନ୍ତ ବାଗ, ଏନ୍‌ଏସି ଅଧ୍ୟକ୍ଷା ମାନସୀ ବିଶ୍ଵାଲ, ଉପଖଣ୍ଡ
Read More...

ମେଧାବୀ ଛାତ୍ରକୁ ପାଠପଢ଼ାରେ ସହଯୋଗ କଲେ ସମାଜସେବୀ ଦେବାନନ୍ଦ ବାବୁ

ବରଗଡ଼, (ନିରୋଜ କୁମାର ପାଣୀ) : ସବୁବେଳେ ପରଦା ପଛରେ ରହି ଅଞ୍ଚଳର କଳା ସଂସ୍କୃତି ତଥା ଗ୍ରାମାଞ୍ଚଳରେ ହେଉଥିବା କ୍ରୀଡ଼ା ପ୍ରତିଯୋଗିତାକୁ ଆର୍ଥିକ ପ୍ରୋତ୍ସାହନ ଦେବା ସହିତ ଧର୍ମାନୁଷ୍ଠାନ ମାନଙ୍କୁ ବିଭିନ୍ନ ସମୟରେ ସହାୟତା ଯୋଗାଇ ଅନ୍ୟ ଶିଳ୍ପପତି ମାନଙ୍କ ପାଇଁ ଉଦାହରଣ ସୃଷ୍ଟି
Read More...

ଓରମାସ ଦ୍ଵାରା ପାଟଣାଗଡ଼ ବ୍ଲକ ସ୍ତରୀୟ ପରାମର୍ଶ ଶିବିର

୨୫୬ ଜଣ ପଞ୍ଜିକରଣ ୧୯୬ ଜଣ ତାଲିମ ପାଇ ଯୋଗ୍ୟବିବେଚିତ ପାଟଣାଗଡ, (ଗୋରେଖନାଥ ବରିହା) : ପାଟଣାଗଡ ବ୍ଲକ କାର୍ଯ୍ୟାଳୟଠାରେ ଓଡିଶା ସରକାରଙ୍କ ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗ ଅଧିନସ୍ଥ ଓରମାସ ଓ ଜିଲ୍ଲାପ୍ରଶାସନ ଦ୍ଵାରା ଦୀନଦୟାଲ ଉପାଧ୍ୟାୟ ଗ୍ରାମୀଣ କୌଶଲ ଯୋଜନା ଦ୍ଵାରା ବ୍ଲକର
Read More...

ବଲାଙ୍ଗିର ଜିଲ୍ଲା ଓପେପା କର୍ମଚାରୀ ସେବା ସଂଘର ନୂତନ କର୍ମକର୍ତ୍ତା ନିର୍ବାଚିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଓପେପା କର୍ମଚାରୀ ସେବା ସଂଘର ସମସ୍ତ ସଭ୍ୟମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ସଭ୍ୟମାନଙ୍କ ଦ୍ୱାରା ନୂତନ କର୍ମକର୍ତ୍ତା ଚୟନ କରାଯାଇଥିଲା । ନୂତନ ସଭାପତି ଭାବେ ସନ୍ତୋଷ କୁମାର ମହାରଣା, ଉପସଭାପତି ଭାବେ
Read More...

ଓଡିଶା କର୍ମଜୀବୀ ସାମ୍ବାଦିକ ସଂଘ ବରଗଡ ଶାଖାର ନବମ ବାର୍ଷିକ ଉତ୍ସବ ଓ ନୂଆଁଖାଇ ଭେଟ୍‌ଘାଟ ଉତ୍ସବ ଅନୁଷ୍ଠିତ

ବରଗଡ, (ନିରୋଜ କୁମାର ପାଣୀ) : ଓଡିଶା କର୍ମଜୀବୀ ସାମ୍ବାଦିକ ସଂଘର ନବମ ବାର୍ଷିକ ଉତ୍ସବ ଏବଂ ନୂଆଁଖାଇ ଭେଟ୍‌ଘାଟ୍‌ ଉତ୍ସବ ସଭାପତି ଆଶୁତୋଷ ରଥଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ବିଜୁ ପଟ୍ଟନାୟକ ଟାଉନ ହଲରେ ମହାସମାରୋହରେ ପାଳିତ ହୋଇଯାଇଛି । ଏହି ଅବସରରେ ବରଗଡ ଯୁବ ବିଧାୟକ ତଥା ଜିଲ୍ଲା
Read More...

ବେନକେରାରେ ମେଗା ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ

ସ୍ୱାସ୍ଥ୍ୟ ହିଁ ସମ୍ପଦ : ସାଂସଦ ନିରଞ୍ଜନ ବିଶି ପାଟଣାଗଡ, (ଗୋରେଖନାଥ ବରିହା) : ପାଟଣାଗଡ଼ ଉପଖଣ୍ଡ ଖପ୍ରାଖୋଲ ବ୍ଲକ ଧଣ୍ଡାମୁଣ୍ଡା ପଞ୍ଚାୟତ ଅନ୍ତର୍ଗତ ବେନକେରାଠାରେ ସାଂସଦ ତଥା କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରଣାଳୟ ପରାମର୍ଶଦାତା ସଦସ୍ୟ ନିରଞ୍ଜନ ବିଶିଙ୍କ ଉଦ୍ୟମ କ୍ରମେ
Read More...